ସ୍ୱାସ୍ଥ୍ୟ

କୁକୁଡା ପଞ୍ଝା ଖାଉଥିବା ଲୋକଙ୍କ ପାଇଁ ବହୁତ ବଡ ଖବର, ଶୁଣି ଉଡିଯିବ ଆପଣଙ୍କ ହୋସ

ଯଦି ଆପଣ ଜାଣିବେ ଆଶ୍ଚର୍ଯ୍ୟ ହେବେ ଏଭଳି କିଛି ଭି ଖାଦ୍ଯ ଅଛି ଯାହାକୁ ଖାଇବା ପାଇଁ ଆମେ ମାନେ ହୁଏତ ଟିକେ ପଛ ଘୁଞ୍ଚା ଦେବା ମାତ୍ର । ଏହାକୁ ଅନେକ ଲୋକମାନେ ଖାଦ୍ଯ ହିସାବରେ ଗ୍ରହଣ କରି ଥାନ୍ତି । ଆପଣ ଜାଣିଛନ୍ତି କି ଖାଦ୍ଯ ଆମ ଜୀବନର ଏକ ମୁଖ୍ୟ ଅ-ଙ୍ଗ ଏହାକୁ ଆମେ ଛାଡିକି ବଞ୍ଚି ପାରିବାନି । ଆମେ ଜାଣିଛେ କି ଖାଇବା ରେ ବିଭିନ୍ନ ପ୍ରକାର ଖାଇବା ଅଛି ।

କେଉଁ ଥିରୁ ଆମେ ଭିଟାମିନ ତ କେଉଁ ଥିରୁ ଆମେ କିଛି ପରିମାଣରେ ପ୍ରୋଟିନ ପାଇ ଥାଉ ଏହା ସହ ଆମେ ମିନେରାଲ ମଧ୍ୟ ଓ ଅନ୍ୟ କିଛି ସାର ମଧ୍ୟ ପାଇ ଥାଉ । ଏହା ଆମ କୁ ଶରୀର ବୃଦ୍ଧି କରିବାରେ ସାହାଜ୍ଯ କରିଥାଏ । ତେବେ ଆମେ ମାନେ ମାଛ ମାଂ-ଶ ଭଳି ଖାଦ୍ଯ ଖାଉଥିବା କଥା ଜାଣିଛେ । ମାତ୍ର କିଛି ଲୋକମାନେ ଅଛନ୍ତି ଯେଉଁ ମାନେ କୁକୁଡାର ଗୋଡ କିମ୍ବା ଏହାର ପ-ଞ୍ଝା କୁ ମଧ୍ୟ ଖାଇ ଥାନ୍ତି ।

ସୂତ୍ରରୁ ଜଣା ପଡିଛି କି ମାଛ ମାଂ-ଶ ଖାଉଥିବା ଲୋକଙ୍କ ସଂଖ୍ୟା ୮୦% ରୁ ଅଧିକ ଲୋକମାନେ ଖାଇଥାନ୍ତି । ଏବେ ଏହି ପ-ଞ୍ଝା ଖାଉଥିବା ଲୋକଙ୍କ ସଂଖ୍ୟା ୧୫% ରୁ ଅଧିକ ଲୋକମାନେ ଖାଇଲେଣି । ଏବେ ଏହା ଅଧିକ ହେବାରେ ଲାଗିଛି । ତେବେ ଏହି ସମୟରେ ଏହାକୁ ଅଧିକ ଲୋକମାନେ ଖାଇବା ରେ ଲାଗିଛନ୍ତି । ଏହାକୁ ଖାଇବା ରେ ଭାରତ ଓ ଚୀନ ସବୁଠାରୁ ଆଗରେ ଅଛନ୍ତି ।

ତେବେ ଏହି ଖବର ପ-ଞ୍ଝା ଖାଉ ଥିବା ଲୋକମାନଙ୍କ ପାଇଁ ଖୁବ ଆଶ୍ଚର୍ଯ୍ୟ ଦାୟକ ହୋଇ ପାରେକି ଏହା ର ସୁଫଳ ଅଧିକ ଅଛି । ତେବେ ଆମେ ଆପଣଙ୍କୁ କହିବା ପାଇଁ ଚାହିଁବୁ କି ଏହି ପ-ଞ୍ଝା ଖୁବ ଶସ୍ତା ଦା-ମ-ରେ ମିଳି ଯାଇ ଥାଏ । ମାତ୍ର ଏହାର ଗୋଡରେ ଖୁବ ଅଧିକ ମାତ୍ରାରେ କ୍ୟାଲସିୟମ ମିଳିଥାଏ । ଯଦି ଆମେ କହିବା ଏହା କିଭଳି ସମ୍ଭବ । ଏକ ରିସର୍ଚ ରୁ ଜଣା ପଡିଛି କି ଏହାର ପ-ଞ୍ଝାରେ ଖୁବ ଅଧିକ ମାତ୍ରାରେ କ୍ୟାଲସିୟମ ଅଛି ।

ଶେଥି ପାଇଁ ଏହାକୁ ବହୁତ ଲୋକ ଖାଇବା ପସନ୍ଦ କରନ୍ତି । ଏହା ସହ କୁହା ଯାଏ କି ପଶୁ ପକ୍ଷୀ ହୁଅନ୍ତୁ କି ମଣିଷ ସବୁଙ୍କ ଗୋଡରେ ଅଧିକ ମାତ୍ରାରେ କ୍ୟାଲସିୟମ ଦେଖିବା କୁ ମିଳିଥାଏ । ତେବେ ଏହାକୁ ଖାଉଥିବା ଲୋକମାନେ ଖୁବ ଅଧିକ ଭଲ ଅନୁଭବ କରନ୍ତି । ଏହାକୁ ଖାଇବା ଦ୍ଵାରା ଶରୀର ସୁସ୍ଥ ରହି ଥାଏ । ସେମାନେ କେବେବି ଅସୁସ୍ଥ ହୋଇ ଯାନ୍ତି ନି ଏତେ ଶୀଘ୍ର ।

ଏହା ସହ ଏହା ମୁହଁରେ ଆସୁଥିବା ବୟଶର ଚାପ କୁ ମଧ୍ୟ ଖୁବ ଭଲ ଭାବେ ସମ୍ଭାଳି ନେଇ ଥାଏ । ଏହା ଅଧିକ ଗରମ ହୋଇ ଥିବାରୁ । ଆପଣ ଏହାକୁ ସିତା ଦିନେ ଖାଇବା ଦ୍ଵାରା ଅଧିକ ରୁ ଅଧିକ ସିତା ଠାରୁ ନିଜକୁ ରକ୍ଷା କରି ପାରିବେ । ଏହା ସହ ଆପଣ ଯଦି ହାତ ବିନ୍ଧା କିମ୍ବା ଆଁଠୁ ବିନ୍ଧା ଭଳି ସ-ମ-ସ୍ୟାରେ ପୀଡିତ ଅଛନ୍ତି ତେବେ ଏହାକୁ ଖାଇବା ଦ୍ଵାରା ଆପଣ ଖୁବ ଜଲ୍ଦି ଭଲ ଅନୁଭବ କରିବେ । ଏବେ ତ କିଛି ଡକ୍ଟର ମାନେ ଏହାକୁ ଖାଇବା ପାଇଁ କହୁଛନ୍ତି । ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button