ଦେଶ ବିଦେଶ

୬୬ ହଜାର କୋଟି ରୋଜଗାର ହେଉଛି ବେଶ୍ୟାବୃତ୍ତିରୁ ଭାରତରେ, ଦେହଜୀବୀଙ୍କ ଏନ୍ତୁଡିଶାଳ ହେଉଛି ଏହିସବୁ ସ୍ଥାନ, ଜାଣନ୍ତୁ

କଣ ଆପଣ ଜାଣନ୍ତି କି ବିଶ୍ବରେ କିଛି ଏପରି ସ୍ଥାନ ରହିଛି ଯେଉଁଠି ଖୁଲମ ଖୁଲା ହୋଇଥାଏ ବେଶ୍ୟାବୃତ୍ତି । ତେବେ କେବଳ ବିଶ୍ଵ କାହିଁକି ଭାରତରେ ମଧ୍ୟ କିଛି ଏପରି ସ୍ଥାନ ରହିଛି ଯେଉଁଠି ଚାଲିଛି ଖୁଲମ୍ ଖୁଲା ବେଶ୍ୟାବୃତ୍ତି । କେବଳ ଏତିକି ନୁହେଁ ବରଂ ଏହି ବେଶ୍ୟା ବୃତ୍ତିରୁ କୋଟି କୋଟି ଟଙ୍କା ମଧ୍ୟ ହେଉଛି ଇନକମ୍ ।

ଏପରି କିଛି ସ୍ଥାନ ବିଷୟରେ ଜାଣନ୍ତୁ କେବଳ ରାତି ନୁହେଁ ବରଂ ଦିନ ବି ହୋଇଥାଏ ରଙ୍ଗୀନ । ଯାହାକୁ ସମସ୍ତେ ବେଶ୍ୟା ନଗରୀ ନାମରେ ଜାଣନ୍ତି ।

Ay

ବ୍ରାଜିଲ :

ବ୍ରାଜିଲର ଏକାପାନବାନା ହେଉଛି ବେଶ୍ୟାବୃତ୍ତିର ଏନ୍ତୁଡିଶାଳ । ଯେଉଁଠାରେ ଲୋକେ ବିନା ଭୟରେ ସେକ୍ସ୍ କାରବାର କରିଥାନ୍ତି ।

ଆମେରିକା :

ମେକ୍ସିକୋ ଆମେରିକାର ଏକ ପ୍ରସିଦ୍ଧ ସହର । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ସହରରେ ଆଇନ୍ ଅନୁମତି ନେଇ ଦେହ ବ୍ୟବସାୟ ହୋଇଥାଏ । ବିଶ୍ୱର କରୋଡ ପତି ମାନେ ବି ଏଠାକୁ ଆସିଥାନ୍ତି ।

ହଙ୍ଗକଙ୍ଗ : 

ହଙ୍ଗକଙ୍ଗ ହେଉଛି ଏକ ସହର ଯେଉଁଠି ବେଶ୍ ନାମୀ ଦାମୀ ବଡ଼ ବଡ଼ ହୋଟେଲ ରହିଛି । ହଙ୍ଗକଙ୍ଗ ସହର ତାର ହୋଟେଲ ଗୁଡ଼ିକ ପାଇଁ ବେଶ୍ ପ୍ରସିଦ୍ଧ ମଧ୍ୟ । ତେବେ ଏଠାକାର ବହୁ ହୋଟେଲରେ ମଧ୍ୟ ଅନେକ ସେକ୍ସ୍ ୱାର୍କର୍ସମାନେ କାମ କରିଥାନ୍ତି । ଏହା ଅଧିକ ଦାମୀ ମଧ୍ୟ ।

ଜାପାନ :

ଜାପାନ୍ ର ଟୋକିଓ ସହରରେ ମଧ୍ୟ ଦେହ ବ୍ୟବସାୟର ପ୍ରଥା ରହିଛି । ଏହି ସହରରେ ରାତି ହେବା ମାତ୍ରେ ସୁନ୍ଦରୀ ସୁନ୍ଦରୀ ଯୁବତୀ ମାନେ ରାସ୍ତାରେ ଛିଡା ହୋଇ ଯାଆନ୍ତି ।

ସିଙ୍ଗାପୁର :

ତେବେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି କି ଏଠାରେ କେବଳ ମହିଳା ନୁହନ୍ତି ବରଂ ପୁରୁଷ ସେକ୍ସ୍ ୱାର୍କର୍ସ ମଧ୍ୟ ଦେଖିବାକୁ ମିଳନ୍ତି । ଅନେକ ଦେଶରୁ ଲୋକେ ଏଠାକୁ ଛୁଟି କଟାଇବାକୁ ଆସନ୍ତି । ଏବଂ ମନ ପସନ୍ଦର ମହିଳା ଏବଂ ପୁରୁଷଙ୍କ ସହ ରହି ରାତି କଟାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button