ସ୍ୱାସ୍ଥ୍ୟ

ରକ୍ତ ବନେଇବାର ମେସିନ ଅଟେ ଏହି ଦାନା, କେବଳ ଏହାର 4 ଟି ଦାନା ଖାଇ ନିଅନ୍ତୁ ଏତେ ରକ୍ତ ହେବ ଯେ ଆପଣ ଡୋନେଟ କରିଦେବେ- Health Tips

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଅନେକ ପ୍ରକାର ରୋଗ ଓ ସମସ୍ୟା ଦେଖା ଦେଇଥାଏ।ବଜାର ରେ ମିଳୁଥିବା ଔଷଧ ଖାଇବା ଦ୍ୱାରା ମଧ୍ୟ ତାହା ଭଲ ହୋଇ ନ ଥାଏ।କିନ୍ତୁ ଏପରି କିଛି ପ୍ରାକୃତିକ ଔଷଧ ଅଛି ଯାହାକୁ ଖାଇବା ଦ୍ୱାରା ମନୁଷ୍ୟ ର ସମସ୍ତ ରୋଗ ଭଲ ହୋଇଥାଏ।ତେବେ ଆସନ୍ତୁ ଆଜି ଜାଣିବା ଏକ ଚମତ୍କାର ଔଷଦ ବିଷୟରେ।ଯାହାକୁ ସେବନ କରିବା ଦ୍ୱାରା ଆପଣଙ୍କ ଶରୀର ରେ କେବେ ମଧ୍ୟ ରକ୍ତ ର ଅଭାବ ରହି ନ ଥାଏ।ଏପରି କିଛି ପ୍ରାକୃତିକ ଜିନିଷ ଅଛି ଯାହାର ମିଶ୍ରଣ କୁ ସେବନ କରିବା ଦ୍ୱାରା ଏହା ଆମ ଶରୀର ରେ ଏକ ରକ୍ତ ବନାଉଥିବା ମେସିନ ଭଳି କାର୍ଯ୍ୟ କରିଥାଏ।

ରକ୍ତ ଅଭାବ ରୁ ଆମକୁ ବହୁତ ପ୍ରକାର ରୋଗ ହୋଇଥାଏ।ଯାହା ଦ୍ୱାରା ଆମେ ଅନେକ ପ୍ରକାର ଯନ୍ତ୍ରଣା ମଧ୍ୟ ପାଇଥାଉ।ବଜାର ରୁ ଯେତେ ପ୍ରକାର ଔଷଧ କିଣି ଖାଇଲେ ମଧ୍ୟ ଏହା ଭଲ ହୋଇ ନ ଥାଏ।କିନ୍ତୁ ଏପରି କିଛି ପଦାର୍ଥ ଅଛି ଯାହାକୁ ଆମେ ପ୍ରାକୃତିକ ଉପାୟ ରେ ଘରେ ଏହାକୁ ତିଆରି କରି ସେବନ କଲେ ମଧ୍ୟ ଆମକୁ ସେଥିରୁ ଉପଶମ ମିଳିଥାଏ।ତେବେ ଆସନ୍ତୁ ବନ୍ଧୁଗଣ ଜାଣିବା ଏହି ପ୍ରାକୃତିକ ଔଷଧ କୁ କିପରି ପ୍ରସ୍ତୁତ କରିବା ଓ ଏହାକୁ କିପରି ସେବନ କରିବା।

ବନ୍ଧୁଗଣ ଏହି ଉପାୟ ଦ୍ଵାରା ରକ୍ତର ପରିମାଣ ଵ୍ୟକ୍ତି ଶରୀରରେ ବହୁତ ମାତ୍ରାରେ ବଢିଯାଏ ।ଏଥିରେ ବ୍ୟବହାର ହେଉଥିବା ଜିନିଷଟି ହେଉଛି ଖିସମିସ ।ଏହା ବହୁତ ସହଜ ରେ ବଜାରରେ ଉପଲବ୍ଧ ହୋଇଥାଏ।ଖିସମିସ ରକ୍ତ ତିଆରି କରିବାରେ ବହୁତ ପରିମାଣରେ ସାହାଯ୍ୟ କରିଥାଏ ।ଯାହାଦ୍ଵାରା ବ୍ୟକ୍ତି ୭୦ ବର୍ଷ ବୟସରେ ବି ସୁସ୍ଥ ଏବଂ ମଜବୁତ ରହିଥାଏ।ଏହି ଉପାୟ ଦ୍ଵାରା ରକ୍ତ ସଫା ରହିପାରିବ।ଯାହାଦ୍ଵାରା ଆମେ ୧୫୦ ରୁ ଅଧିକ ରୋଗ ରୁ ନିଜ କୁ ରକ୍ଷା କରିପାରିବା।ଏହା ରୋଗପ୍ରତିରୋଧକ ଶକ୍ତି ବଢ଼େଇଦିଏ।

ଯାହା ଫଳରେ ଆମ ଶରୀର ନିରୋଗୀ ହୋଇଥାଏ ।ଏହା ବଡ ବଡ ରୋଗ ଭଲ କରିବାରେ ସାହଯ୍ୟ କରେ ।ଏହା କ୍ୟାନ୍ସର ଭଳି ବଡ ରୋଗ ରୁ ରକ୍ଷା କରେ ।ଏହା ପେଟ ରୋଗ ଭଲ କରିଥାଏ।ଗ୍ୟାସ ଭଳି ରୋଗ ରୁ ଦୁରେଇ ରଖିଥାଏ ।ଏହା ମୋଟପା ଭଳି ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ ।ରକ୍ତଚାପ ରୋଗ ବି ଭଲ କରିଥାଏ ।ଏହାକୁ ସେବନ କରିବା ଦ୍ଵାରା ଚେହେରା ସୁନ୍ଦର ଦେଖା ଯାଇଥାଏ ଏବଂ ଏହା କେଶ ରେ ଥିବା ରୂପୀ ଭଳି ସମସ୍ୟା ଦୂର କରିଥାଏ ।

ବନ୍ଧୁଗଣ ,ପ୍ରଥମେ ମୁଠାଏ ଖିସମିସ ନେଇକି ଗୋଟେ ଗ୍ଲାସ ପାଣି ରେ ଵତୁରେଇ ଦିଅନ୍ତୁ ।ଏହାପରେ ଗ୍ଲାସରେ ଦେଢ଼ ଗ୍ଲାସ ପାଣି ନେଇକି ସେଥିରେ ବତୁରେଇଥିବା ଖିସମିସ କୁ ପକେଇ ୧୦ ମିନିଟ ପାଇଁ ଫୁଟେଇଦିଅନ୍ତୁ।ଏହାପରେ ଏହାକୁ ଘୋଡେଇ ରଖିଦିଅନ୍ତୁ ଏବଂ ଏହାକୁ ସକାଳୁ ଛାଣି ପିଅନ୍ତୁ ଏବଂ ଖିସମିସ କୁ ବି ଚୋବେଇ ଖାଇଦିଅନ୍ତୁ ଏହା ଶରୀରରେ ରକ୍ତ ତିଆରି କରିବାରେ ବହୁତ ସାହାଯ୍ୟ କରିଥାଏ ।ଏହା ବହୁତ ପ୍ରକାର ରୋଗର ଯମ ରୂପେ କାର୍ଯ୍ୟ କାରିଥାଏ ।ଏହାକୁ ସେବନ କରିବା ଦ୍ଵାରା ବ୍ୟକ୍ତି ସୁସ୍ଥ ଓ ମଜବୁତ ରହିଥାଏ।

ଏହା ପୁରା ଶରୀରକୁ ନିରୋଗୀ ବନେଇଦିଏ।ଏଥିରେ ବହୁତ ପରିମାଣ ରେ ପ୍ରୋଟିନ ,କ୍ୟାଲସିୟମ, ଭିଟାମିନ A ,ଭିଟାମିନ K ରହିଥାଏ ।ଯାହା ଆମ ଶରୀର ପାଇଁ ଖୁବ ଦରକାର ହୋଇଥାଏ ।ଯାହା ଶରୀର ପାଇଁ ଉପଯୁକ୍ତ ଅଟେ ।ଏହି ଭଳି ପ୍ରାକୃତିକ ଔଷଧ ଦ୍ଵାରା ଆମେ ଆମ ଶରୀର ର ସଠିକ ଭାବେ ଯତ୍ନ ନେଇପାରିବା ଓ ସୁସ୍ଥ ରହିପାରିବ।ତେବେ ବନ୍ଧୁଗଣ ଯଦି ଆପଣ କିମ୍ବା ଆପଣଙ୍କ ପରିବାର ର କୌଣସି ଲୋକ ରକ୍ତ ଅଭାବ ଜନିତ ରୋଗ ରେ ପୀଡିତ ଅଛନ୍ତି ତେବେ ଏହାକୁ ସେବନ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button