ରାଶିଫଳ

ଦୀର୍ଘ 90 ବର୍ଷ ପରେ ହେବାକୁ ଯାଉଛି ଏମିତି ମହାସଂଯୋଗ ଖୁସି ହେଲେ ମହାଦେବ ଏହି ରାଶି ମାନେ ହେଇଯିବେ ମାଲାମାଲ, କିଛି ବି ରହିବା ନାହିଁ ଅଭାବ…

ଭଗବାନ ଭୋଳା ନାଥ ଙ୍କ ଦୟା ଆମ ଉପରେ ସବୁବେଳେ ଥାଏ । ମାତ୍ର କିଛି ଲୋକମାନେ ଏହା ଜାଣି ପାରି ନଥାନ୍ତି । ଭଗବାନ ଭୋଳାନାଥ କହିଛନ୍ତି କି ଯେଉଁ ମାନେ ତାଙ୍କ ପୂଜା ପ୍ରକୃତ ରେ କରି ଥାନ୍ତି ସେମାନେ ଏହି ଧାରାରେ ଥିବା ବେଳେ ଓ ଧରାରୁ ବିଦାୟ ନେବା ପରେ ମଧ୍ୟ ତାଙ୍କ କୃପା ପାଇ ଥାନ୍ତି । କିନ୍ତୁ ଆମ ଭଲ ସମୟ କିମ୍ବା ଖରାପ ସମୟ ଆମ ଉପରେ ଖୁବ ଗଭୀର ଭାବେ ଛାପ ଛାଡି ଦେଇ ଥାନ୍ତି ।

ତେବେ ଆଜି ଆମେ କହିବା ପାଇଁ ଯାଉଛୁ କି କିଛି ରାଶି ଙ୍କ ଉପରେ ଗ୍ରହ ମାନଙ୍କ ପ୍ରଭାବ କିଛି ଏହି ଭଳି ଭାବେ ରହିବା ପାଇଁ ଯାଉଛି ଯାହା ଦ୍ଵାରା ସେମାନେ ଭଗବାନ ଙ୍କ କୃପା ପାଇବା ପାଇଁ ଯାଉଛନ୍ତି । ନିଜ ଜୀବନର ସମସ୍ଯା ଭଳି ଦିନ କୁ ଏବେ ସେମାନେ ଭୁଲିଯିବେ ।

ଚାକରି ଖୋଜିବା ପାଇଁ କରି ଥିବା ପରିଶ୍ରମ ଏବେ ଭଲ ସମୟ ଆଣିଦେବ । କାହା ପାଖରେ ଆପଣ କିଛି ଛାଡି ଦେଇ ଥିବେ ଯଦି ଏହା ଆପଣଙ୍କୁ  ମିଳିଯିବ । କାହା ପାଖରୁ ଆପଣ କିଛି ଖାଇବା କିମ୍ବା ଉପହାର ପାଇବା ପାଇଁ ଯାଉଛନ୍ତି । ଆମେ ମହାଦେବଙ୍କୁ  ସୃଷ୍ଟିର ପାଳନ ହାର ବୋଲି କହିଥାଉ ।

ତେଣୁ ଆପଣଙ୍କ ଧନ ସମସ୍ଯା ରହିବ ନି । ଆପଣ ଯେଉଁ ଜାଗାରେ ନିଜର ଘର କିମ୍ବା ଯେଉଁ ଗାଡି କିଣିବା ପାଇଁ ଚାହୁଁ ଥିଲେ ଆଜି ରାତି ପରଠାରୁ ଆପଣ ଏହାକୁ କିଣି ପାରିବେ । ଭଗବାନ ଭୋଳା ନାଥ ଙ୍କ କୃପା ରୁ ଘରେ ପରିବାର ରେ ଶାନ୍ତି ବଜାୟ ରହିବ ।

ଶତ୍ରୁ ମାନେ ଆପଣଙ୍କ ପାଖରୁ ଦୂରେଇ ଯିବେ । ସମାଜ ପାଇଁ କିଛି କରିବାର ସୁଯୋଗ ଆପଣ ପାଇବେ । ମାନ ସମ୍ମାନ ଆପଣ ଙ୍କ ପାଇଁ ବହୁତ ଅଛି । ଆପଣ ଦିନକୁ ଦିନ ରୋଜଗାର ଅଧିକା କରିବେ । ଆପଣଙ୍କ ପ୍ରେମ ସମ୍ପର୍କ ଭଲ ରହିବ । ବିବାହ ଜୀବନ ଖୁବ ଭଲ ରହିବ ।

ଆପଣ ଯାହାଭି କାମ କରିବେ କିମ୍ବା ଆପଣ ଯାହା କରିବା ପାଇ ଚେଷ୍ଟା କରିବେ ଏହା ଆଗରୁ ଭୋଳା ନାଥ ଙ୍କ ନାମ ସୁମରଣା କରିବେ ନିଶ୍ଚିତ ଭାବେ ଯାହା ଦ୍ଵାରା ଆପଣଙ୍କ କାମ ସତ ପ୍ରତିଶତ ଭାବେ ସଫଳ ହେବ । ଆପଣ ନୂଆ ନୂଆ ଲୋକଙ୍କ ସହ ବ୍ୟାପାର କରିବେ । ପାଠ ପ୍ପାଧାରେ ଅଧିକା ଧ୍ୟାନ ଦେଉଥିବା ଛାତ୍ରଛାତ୍ରୀ ମାନେ ଏବେ ଭଲ ସ୍କୁଲ କିମ୍ବା କଲେଜ ରେ ନାମ ଲେଖାଇବେ ।

ଆପଣ ଯଦି ସରକାରୀ ଚାକିରି  ପାଇଁ ପାଠ ପଢୁ ଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଭଲ ପରିଣାମ ପାଇବେ । ଧନ କୁ କିଛି ଲୋକମାନେ ସୁଧାରେ ଲଗାଇ ଥାନ୍ତି ଏହାକୁ ପରେ ପାଇବା ସମ୍ଭବ ହୋଇ ନଥାଏ ଆପଣ ଏବେ ଧନ ମଧ୍ୟ ପାଇବେ ଫେରସ୍ତ । ସେଯାର ବଜାର କିମ୍ବା ଲଟେରୀ ରେ ଆପଣ ଖୁବ ଫାଇଦା ପାଇବେ । ପୁରୁଣା ମିତ୍ରା ଙ୍କ ସହ ଦେଖା ହୋଇ ପାରେ । ଏହି ଭାଗ୍ଯବାନ ରାଶି ହେଲେ  କୁମ୍ଭ, ମିଥୁନ, କର୍କଟ,  ସିଂହ, ବୃଷ, ତୁଳା ରାଶିର ଲୋକମାନେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button