ଦେଶ ବିଦେଶ

ଏହା ଦୁନିୟାର ଏମିତି ଗୋଟେ ଜାଗା ଯେଉଁଠି ଟ୍ୟାକ୍ସି ବାଲାଙ୍କୁ ଭୂତମାନେ ମାଗନ୍ତି ଲିଫ୍ଟ , ଗାଡିଭଡା ମାଗିବାରୁ କରନ୍ତି କିଛି ଏମିତି…

ଛୁଆ ବେଳେ ଆପଣ ମଧ୍ୟ ଭୁତ କାହାଣୀ ଶୁଣି ଥିବେ ଓ ବଡ ହେଲା ପରେ ଭୁତ ଚଳଚିତ୍ର ଓ ବେଳେ ବେଳେ ସମାଚାର ବା ଖବର ରେ ମଧ୍ୟ ଭୂତଙ୍କ ବିଷୟରେ ଜାଣିବାକୁ ପାଇ ଥିବେ । କିନ୍ତୁ ଆପଣ ଏହି କାହାଣୀ ଗୁଡିକ ଉପରେ କେବେ ଭରସା କରି ପାରି ନଥିବେ ବହୁତ ଲୋକ ଭୁତକୁ ମାନନ୍ତି ନାହିଁ କିନ୍ତୁ କେତେକ ଲୋକ ଭୁତ ଅଛି ବୋଲି ମାନନ୍ତି ।

ଏହି ଦୁନିଆରେ ବହୁତ ଏମିତି ଲୋକ ଅଛନ୍ତି ଯିଏ ଆଗରୁ ଭୁତ ମାନୁ ନଥିଲେ କିନ୍ତୁ ତାଙ୍କ ସହ କିଛି ଘଟିଲା ପରେ ସେ ମାନନ୍ତି ତେବେ ନିଜେ ଅନୁଭବ କରିଥିବା ଜିନିଷ ଲୋକ କେବେ ମିଛ ଭାବନ୍ତି ନାହିଁ ।

ଆପଣଙ୍କୁ ୨୦୧୧ ସୁନାମୀ ମନେ ଥିବ ଯାହା ଜାପାନ ରେ ଆସିଥିଲା ଓ କେତେକ ଲୋକ ମରିଥିଲେ ଏବଂ କେତେକ ଲୋକଙ୍କ ଶବ ମଧ୍ୟ ପ୍ରାପ୍ତ ହୋଇ ନଥିଲା ଓ ତାଙ୍କର କିଛି ଅତା ପତା ମିଳିଲା ନାହିଁ । ଜାପାନ “ଟୋହୋକୁ” ନାମକ ଜାଗା ରେ ଏହା ମାନ୍ୟତା ଅଛି ଯେ ମୃତ ଲୋକ ଏହି ଜାଗା ରେ ଦେଖା ଯାଆନ୍ତି, ଲୋକଙ୍କ କହିବା ଅନୁଯାଇ ଭୂତ ଟ୍ୟାକ୍ସି ଡ୍ରାଇଭର କୁ ଲିଫ୍ଟ ମାଗନ୍ତି ଏବଂ ତାଙ୍କ ସହ ଅଜବ ଗଜବ କାମ କରନ୍ତି ।

ଘଟଣା ଜାଗା ରେ ଯାଇଥିବା ଟ୍ୟାକ୍ସି ଡ୍ରାଇଭର କୁ ଯେତେବେଳେ ଏହି ଘଟଣା ବିଷୟରେ ପଚରା ଗଲା ସେ ଏମିତି କିଛି କହିଲେ ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଗଲେ । ଗୋଟେ ଡ୍ରାଇଭର ଦ୍ଵାରା ଜଣା ପଡିଲା ଯେ ହଟାତ ଗୋଟେ ଦିନ ତାକୁ ଗୋଟେ ଝିଅ ଲିଫ୍ଟ ମାଗିଲା ଓ ଚାଲୁଥିବା ଗାଡିରୁ ହଟାତ ଝିଅ ଗାୟବ ହୋଇ ଗଲା ।

ଓ ଅନ୍ୟ ଡ୍ରାଇଭର ମାନଙ୍କ ଠାରୁ ଅନ୍ୟ ଅନ୍ୟ କାହାଣୀ ପ୍ରାପ୍ତ ହେଲା ଆଉ ଜଣେ କହିଲେ ବେଳେ ବେଳେ ଲିଫ୍ଟ ଦେଲା ପରେ ଗାଡି ହଟାତ ଭୁଲ ରାସ୍ତା ରେ ଯିବା ଆରମ୍ଭ କରି ଦିଏ । ଏହି ଘଟଣା ଗୁଡିକ ପାଇଁ ଏହି ରାସ୍ତା ରୁ ଟ୍ୟାକ୍ସି ଯିବା ଆସିବା ବହୁତ କମ ହୋଇ ଯାଇଛି କାହିଁକିନା ସମସ୍ତେ ଏହି ଭଳି ଜାଗା ରେ ଯିବା ପାଇଁ ଡରୁଛନ୍ତି । ସେଥିପାଇଁ ବର୍ତ୍ତମାନ ସେହି ବାଟ ଦେଇ ବିଶେଷ ଗାଡି ଆଉ ଯାଉ ନାହିଁ । ଏହି ଘଟଣା କାଳ୍ପନିକ ଲାଗୁଥିଲେ ମଧ୍ୟ ଏହା ସତ୍ୟ ଅଟେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button