ମନୋରଞ୍ଜନ

ବିନା ପ୍ୟାଣ୍ଟ ପିନ୍ଧି ଭ୍ୟାନିଟି ଭ୍ୟାନ ରୁ ଓଲ୍ହାଇଲେ Mouni Roy, ଲାଜରେ ଦେଖାଇ ପାରିଲେନି ମୁହଁ, ଭିଡିଓ ହେଲା ଭାଇରାଲ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଭଗବାନ ଏ ପୃଥିବୀ ରେ ଅନେକ ସୁନ୍ଦର ଵସ୍ତୁ ସୃଷ୍ଟି କରିଛନ୍ତି।ଯାହା ମଧ୍ୟରେ ମନୁଷ୍ୟ ହେଉଛି ସବୁଠାରୁ ସୁନ୍ଦର ଓ ଶ୍ରେଷ୍ଠ ଜୀଵ।ଶାସ୍ତ୍ର ଅନୁସାରେ ଲଜା ନାରୀର ପରମ ଭୂଷଣ ହୋଇଥାଏ।ପୁରାତନ କାଳ ରେ ନାରୀ ମାନେ ଏହାର ମର୍ମ ବୁଝି ପାରୁଥିଲେ ଓ ଏହାକୁ ସଠିକ ଭାବରେ କାର୍ଯ୍ୟ ରେ ଲଗାଉଥିଲେ କିନ୍ତୁ ବର୍ତ୍ତମାନ ସମୟ ରେ ନାରୀ ମାନେ ଏହାର ମାନେ କିଛି ବୁଝି ପାରୁ ନାହାନ୍ତି।

ନିଜର ସମସ୍ତ ଲାଜ ସରମ ଭୁଲି ଏପରି କିଛି କାମ କରିଥାନ୍ତି ଯାହା ଦ୍ୱାରା ପରେ ତାଙ୍କୁ ବହୁତ ପଶ୍ଚାତାପ କରିବାକୁ ପଡିଥାଏ।କିନ୍ତୁ ସେତେବେଳେ ଆଉ କିଛି ନ ଥାଏ।ନାରୀ ର ଅଳଙ୍କାର ଯେଉଁ ଲାଜ କୁ କୁହାଯାଇଥାଏ ସେ ଲାଜ ଥରେ ଚାଲିଗଲେ ନାରୀ ଟି ଏ ପାଖରେ ଆଉ କିଛି ନ ଥାଏ।

ବର୍ତ୍ତମାନ ସମୟ ରେ ନାରୀ ମାନେ ଅଧିକ ଷ୍ଟାଇଲିଶ ହେବା ପାଇଁ ଲଜା ର ସବୁ ସୀମା ପାର କରିସାରିଲେଣି ବଲିଉଡରେ ମଧ୍ୟ ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ନିଜର ସମସ୍ତ ଲାଜ କୁ ଭୁଲି ଅନେକ ଭୁଲ କାମ କରିଛନ୍ତି ଓ ପରେ ସେଥିପାଇଁ ପଶ୍ଚାତାପ ମଧ୍ୟ କରିଛନ୍ତି।ସେହି ଅଭିନେତ୍ରୀ ମାନଙ୍କ ମଧ୍ୟରେ ମୌନି ରାୟ ମଧ୍ୟ ସାମିଲ ଅଛନ୍ତି।ତେବେ ଆସନ୍ତୁ ବନ୍ଧୁଗଣ ଜାଣିବା ସେ ଏପରି କେଉଁ କାମ କରିଥିଲେ ଯାହା ପାଇଁ ସେ ବହୁତ ପଶ୍ଚାତାପ କରିଥିଲେ।

 

ମୌନି ରାୟ ଜଣେ ବହୁତ ଭଲ ଅଭିନେତ୍ରୀ।ସେ ନିଜର ଷ୍ଟାଇଲିସ ଓ ବୋଲଡ଼ ଲୁକ ପାଇଁ ସମସ୍ତଙ୍କ ନିକଟରେ ବେଶ ପରିଚିତ।ସେ ନିଜର ସୋସିଆଲ ମିଡ଼ିଆ ରେ ମଧ୍ୟ ଅନେକ ଗୁଡିଏ ହଟ ଫୋଟୋ ପୋଷ୍ଟ କରିଛନ୍ତି।ଯେଉଁଥିରେ ସେ ବହୁତ ହଟ ଓ ବୋଲଡ଼ ଦେଖା ଯାଉଛନ୍ତି।ସେ ନିକଟ ରେ ଏକ ଧଳା ଶାଢ଼ୀ ପିନ୍ଧିକି ଫୋଟୋ ପୋଷ୍ଟ କରିଥିଲେ ଯେଉଁଥିରେ ସେ ବହୁତ ଷ୍ଟାଇଲିଶ ଓ ଗ୍ଲାମରସ ନଜର ଆସୁଛନ୍ତି।ସେ ଅନେକ ଗୁଡିଏ ଫିଲ୍ମ ରେ ମଧ୍ୟ କାମ କରିଛନ୍ତି।ନିଜର ଏହି ପରି ହଟ ଅବତାର ପାଇଁ ସେ ସବୁଆଡେ ବହୁତ ପ୍ରଶଂସା ର ପାତ୍ର ହୋଇପାରିଛନ୍ତି।

ନିକଟ ରେ ତାଙ୍କର ଏହି ଭିଡିଓ ଭାଇରଲ ହୋଇଛି।ଯେଉଁଥିରେ ସେ ବିନା ପ୍ୟାଣ୍ଟ ରେ ହିଁ ଗାଡି ବାହାରକୁ ଚାଲି ଆସିଥିବା ର ନଜର ଆସିଥିଲେ। ବର୍ତ୍ତମାନ ସମୟ ରେ ସେ ଏହି ବିଷୟ ପାଇଁ ବହୁତ ଚର୍ଚ୍ଚା ରେ ଅଛନ୍ତି।ତେବେ ବନ୍ଧୁଗଣ ଏହି ବିଷୟ ରେ ଆଜି ଆମେ ଆପଣଂକୁ ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ଯାଉଛୁ।

ବନ୍ଧୁଗଣ ମୌନି ରାୟ ଯିଏ ନିଜର ହଟ ଲୁକ ପାଇଁ ବହୁତ ପରିଚିତ।ସବୁବେଳେ ସେ କ୍ୟାମେରା ସମ୍ମୁଖରେ ରେ ବହୁତ ହଟ ଓ ବୋଲଡ଼ ଲୁକ ରେ ନଜର ଆସିଥାନ୍ତି।ସେ ଏହି ପରି ଅନେକ ଫିଲ୍ମ ରେ ମଧ୍ୟ ନିଜର ହଟ ଲୁକ ଦେଇ ଆସିଛନ୍ତି।ସେ ଅନେକ ଧାରାବାହିକ ରେ ମଧ୍ୟ ଦେଖିବାକୁ ମିଳିଛନ୍ତି।ତେବେ ବନ୍ଧୁଗଣ ମୌନି ରାୟ ନିକଟରେ ଏକ ସୋ ର କାମରେ ମୁମ୍ବାଇ ଯାଇଥିଲେ।ସେ ମୁମ୍ବାଇ ର ଏକ ଷ୍ଟୁଡ଼ିଓ ରେ ପହଂଚି ଥିଲେ।ସେ ସେଠାରେ ଏକ କଳା ରଙ୍ଗର ମିନିସ୍କଟ ପିନ୍ଧିଥିବାର ନଜର ଆସିଥିଲେ।

ସେ ଏହି ପୋଷାକ ରେ ବହୁତ ହଟ ଓ ଷ୍ଟାଇଲିଶ ଦେଖାଯାଉଥିଲେ।କିନ୍ତୁ ଏହି ପରି ପୋଷାକ ପିନ୍ଧିବା ଦେଖି ସମସ୍ତେ ତାଙ୍କୁ ଥଟ୍ଟା କରିଥିଲେ ଯେ ମୌନି ପୁଣି ଥରେ ନିଜର ପ୍ୟାଣ୍ଟ ପିନ୍ଧିବାକୁ ଭୁଲି ଯାଇଛନ୍ତି।ବନ୍ଧୁଗଣ ମୌନି ପୂର୍ବରୁ ମଧ୍ୟ ଏକ ସାଇକେଲ ଉପରେ ବସି ଫୋଟୋ ଉଠାଇ ଥିଲେ ଯେଉଁଥିରେ ସେ ପ୍ୟାଣ୍ଟ ନ ପିନ୍ଧି ଥିବାର ନଜର ଆସିଥିଲେ। ସେତେବେଳେ ମଧ୍ୟ ଏହି ଫୋଟୋ କୁ ନେଇ ତାଙ୍କୁ ବହୁତ ଟ୍ରୋଲ କରାଯାଇଥିଲା।ବର୍ତ୍ତମାନ ସମୟ ରେ ତାଙ୍କର ଏହି ପରି ପୋଷାକ ପାଇଁ ସେ ପୁଣି ଥରେ ଚର୍ଚ୍ଚା ର ଘେର କୁ ଆସିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button