ମନୋରଞ୍ଜନ

ଚା ସହିତ କେଉଁ ଫଳ ଖାଇଲେ ମୃତ୍ୟୁ ହେବାର ସମ୍ଭାବନା ଥାଏ ? ଏହା ସହ 10+ GK With Answers

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ତଳରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ ।

ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ଏହି ସବୁ ପ୍ରଶ୍ନ ର ଉତ୍ତର ଅନେକ ସମୟରେ ଅନେକ ଲୋକ ଜାଣି ମଧ୍ୟ ଉତ୍ତର ଦେଇ ପାରନ୍ତି ନାହିଁ । ଏହାକୁ ପାଠ ପଢୁଥିବା ଛାତ୍ର ଛାତ୍ରୀ ମାନେ ଜାଣି ପାରିଲେ ନିଶ୍ଚୟ ଉପକୃତ ହେବେ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା ।

1- ବିଶ୍ଵର ସର୍ବାଧିକ ଅମ୍ଳଜାନ ଦେଉଥିବନା ଗଛ  କେଉଁଠି ଅଛି ?

ଉତ୍ତର- ଓସ୍ତ ଗଛ ।

2- କେଉଁ ଜୀବ ଅଧିକ ବର୍ଷ ଯାଏଁ ଜୀବିତ ରହିଥାଏ ?

ଉତ୍ତର- କଇଁଛ ।

3- କାହାକୁ ନଦୀ ର ଦେଶ କୁହାଯାଏ ?

ଉତ୍ତର- ବାଙ୍ଗାଲାଦେଶ ।

4- ଭାରତର ସ୍ଵର୍ଗ କାହାକୁ କୁହା ଯାଇଥାଏ ?

ଉତ୍ତର- କାଶ୍ମୀର ।

5- ଗୋଆ ରାଜ୍ୟର ରାଜଧାନୀ ର ନାମ କଣ ?

ଉତ୍ତର- ପାନାଜୀ ।

6- ରାଜସ୍ଥାନ ରାଜ୍ୟର ରାଜଧାନୀ ର ନାମ କଣ ?

ଉତ୍ତର- ଜୟପୁର ।

7- ହାୱା ମହଲ କେଉଁ ସହର ରେ ଅବସ୍ଥିତ ଅଟେ ?

ଉତ୍ତର- ଜୟପୁର ।

8- ଚନ୍ଦ୍ର ପ୍ରୁଷ୍ଠ ରେ ଚାଷ କରା ଯାଇଥିବା ପ୍ରଥମ ଗଛର ନାମ କଣ ?

ଉତ୍ତର- କପା ।

9- ପ୍ରତି ଦିନ ତରଭୁଜ ଖାଇବା ଦ୍ଵାରା କେଉଁ ମାରାତ୍ମକ ରୋଗ ଠିକ ହୋଇଥାଏ ?

ଉତ୍ତର- ହାଇ ବ୍ଲଡ଼ ପ୍ରେସର ।

10- କେଉଁ ଫଳ ଗୋଟିଏ ଦିନରେ ପଚି ଯାଇଥାଏ ?

ଉତ୍ତର- ବିଲାତି ।

11- କମ୍ପୁଟରର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର: ଇଂଲଣ୍ଡ।

12- କମଳା ଖାଇବା ଦ୍ଵାରା କେଉଁ ବେମାରୀ କମ୍ ହୋଇ ଯାଇଥାଏ ?

ଉତ୍ତର: କମଳା ।

13- ସେଓ ର ସବୁଠାରୁ ଅଧିକ ଉତ୍ପାଦନ କେଉଁ ରାଜ୍ୟରେ କରା ଯାଇଥାଏ ?

ଉତ୍ତର- ଜାମ୍ମୁ କାଶ୍ମୀର ।

14- ଚା ସହିତ କେଉଁ ଫଳ ଖାଇଲେ ମୃତ୍ୟୁ ହେବାର ସମ୍ଭାବନା ଥାଏ ?

ଉତ୍ତର- ଲେମ୍ବୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button