ରାଶିଫଳ

ବହୁତ କନ୍ଦେଇଲା ଭାଗ୍ୟ ! ଏବେ ଏହି ରାଶି ଉପରେ 33 ବର୍ଷ ପର୍ଯ୍ୟନ୍ତ ଧନ ବର୍ଷା କରିବେ ଶନିଦେବ, ଦେଖନ୍ତୁ ସେହି ଭାଗ୍ୟଶାଳୀ ରାଶି ଆପଣଙ୍କର ନୁହେଁ ତ ?

ସବୁ ଲୋକମାନେ ଭାଗ୍ଯବାନ ଙ୍କ ଦୟା ପାଇବା ସମ୍ଭବ ହୋଇ ନଥାଏ । ଆମେ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମ ରାଶି ଚକ୍ର ରେ ଥିବା 12 ଟି ରାଶି ଉପରେ ସବୁ ଗ୍ରହ ଙ୍କ ପ୍ରଭାବ ପଡି ଥାଏ । ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମ ମାନଙ୍କ ସମୟ ସବୁ ବେଳେ ଏକା ସହ ନଥାଏ । ଯେତେ ଭଲ ସମୟ ଥିଲେ ମଧ୍ୟ କିଛି ନା କିଛି କଥା କୁ ଆମେ ଚିନ୍ତା କରି ଥାଉ । ଏହାର କାରଣ ଏକ ମାତ୍ର ଅଟେ କି ଆମ ଉପରେ ନବଗ୍ରହ ଙ୍କ ପ୍ରଲଗା ପ୍ରକାର ପଡିଥାଏ ।

କାହାର ଭଲ ପ୍ରଭାବ ପଡି ଥାଏ ର କାହାର ଖରାପ ପ୍ରଭାବ ପଡିଥାଏ । ବହୁତ କମ ସମୟ ଥାଏ ଯେଉଁ ତିରେ ଆମେ ସବୁ ପ୍ରକାର ଖୁଶି ପାଇ ଥାଉ ଆମକୁ ଖରାପ ପ୍ରଭାବ ର ପରିଣାମ ରୁ ବଞ୍ଚିବା ପାଇଁ କିଛି କରିବା ପାଇଁ ପଡିଥାଏ । ଯଦି ଶନି ଦେବଙ୍କ କୃପା ଆମ ଉପରେ ରହିବ ତେବେ ଆମ ସହ ସବୁ କିଛି ଭଲ ହୋଇ ଥାଏ । ଭଗବାନ ଶନି ଦେବ ଙ୍କ କାମ କେବଳ ନ୍ୟାୟ ଦେବା ହୋଇ ଥାଏ ସେ କେବେହେଲେ କାହା ସହ ଅନ୍ୟାୟ କରି ନଥାନ୍ତି ।

ଯାହା ଉପରେ ଶନି ଙ୍କ ବକରଦୃଷ୍ଟି ଥାଏ କିମ୍ବା ଯାହା ଉପରେ ଶନି ଙ୍କ ଖରାପ ପ୍ରଭାବ ପଡିଥାଏ । ତେବେ ମଧ୍ୟ ତାଙ୍କ ଉପରୁ ନିଜର ପ୍ରଭାବ ଛାଡିବା ଆଗରୁ ତାଙ୍କ ଜୀବନରେ ଖୁଶି ଭାରି ଦେଇ ଯାଇ ଥାନ୍ତି ଭଗବାନ ଶନି ଦେବ । ଆଜି ରାତି ପରଠାରୁ କିଛି କିଚ୍ଛୀ ରାଶିଙ୍କ ଭାଗ୍ୟ ବଦଳିବା ପାଇଁ ଯାଉଛି ଯାହା ଦ୍ଵାରା ସେମାନେ ଖୁବ ଧନ କମେଇବା ପାଇଁ ଯାଉଛନ୍ତି ।

ମେଶ ରାଶି – ଅଧିକା ରୁ ଅଧିକା ସମୟ ଆପଣ ନିଜ ପରିବାର ସହ କଟାଇବେ ଓ ଖୁଶିରେ ସମୟ ବିତାଇବେ । ଏହି ସମୟ ରେ ବ୍ୟାପାର ବଢିବା ର ସମ୍ଭାବନା ଅଛି । ଆପଣଙ୍କ ସମୟ ଭଲ ଥିବା ହେତୁ ଆପଣ ନିଶ୍ଚିତ ଭାବେ ସବୁ କିଚ୍ଛୀ ଭଲ ଜୀବ ଆପଣଙ୍କ ଜୀବନରେ । ସିଂହ ରାଶି – ଆପଣଙ୍କ ସମୟ ଭଲ ଅଛି ଆପଣ କାହାକୁ ସାହାଜ୍ଯ ଅକରିଥିଲେ ଏହାକୁ ଏବେ ଆପଣ ଫେରି ପାଇବେ ।

ଆପଣଙ୍କ ଚିନ୍ତା ବାହାରେ ଆପଣ ସବୁ କିଛି ପାଇବେ । କାହା ସହ ଆପଣ ପ୍ରେମ ରେ ପଡି ପାରନ୍ତି ହୁଏ ତ ଆପଣ ନିଜ ପ୍ରକୃତ ଭଲ ପାଇବା ପାଇ ପାରନ୍ତି ଏହି ସମୟ ରେ । କନ୍ୟା ରାଶି – ଆପଣ ପାଠ ପଢାରେ ଖୁବ ଭଲ ପ୍ରଦର୍ଶନ କରିବେ ଯାହା ଭି କରିବେ ଆପଣ ନିଶ୍ଚିତ ଭାବେ ତାକୁ ନେଇକି ଆପଣଙ୍କ ଭବିଷ୍ୟତ ପ୍ରଭାବିତ ହେବ ।

ଆପଣ ଖେଳ କୁଦରେ ଭଲ କରିବେ ଏହା ପାଇଁ ଆପଣ ଚାକିରି ମଧ୍ୟ ପାଇ ପାରନ୍ତି । ତୁଳା ରାଶି – ଆପଣ ସବୁ ବେଳେ ଚିନ୍ତାରେ ରହୁ ଥିଲେ ତାହା ଏବେ ସମାଧାନ ହୋଇଯିବ । କାହା ପାଖରୁ ଆପଣ ମୂଲ୍ଯବାନ ବସ୍ତୁ ପାଇବେ । କୁମ୍ଭ ରାଶି – ଜୀବନର ସମସ୍ଯା ଏବେ ସମାଦଧାନ ରେ ପରିଣତ ହୋଇଯିବ । ପଥର କୁ ତରଳେଇବା ଭଳି ଅସମ୍ଭବ କମ ଆପଣ କରି ଦେବେ ସମାଯରେ ଆପଣଙ୍କ ସମ୍ମାନ ବଢିବାରେ ଲାଗିବ । ଯାହା ଦ୍ଵାରା ଆପଣ ସବୁ ବେଳେ ଚର୍ଚ୍ଚା ରେ ରହିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button