ଦେଶ ବିଦେଶ

ମରିବା ପୂର୍ବରୁ ସ୍ତ୍ରୀ କହିଲା ‘ମୁଁ ପୂର୍ବ ପ୍ରେମିକ ସହିତ ରାତି କଟେଇବା ପାଇଁ ଚାହୁଁଛି, ନହେଲେ ମୋର..

ସମସ୍ତେ ଜାଣନ୍ତି ମଣିଷ ଜୀବନରେ ଯେତେବେଳେ ଶେଷ ସମୟ ଆସେ ତାଙ୍କର ଶେଷ ଇଛା ପୂରଣ କରିବା ପାଇଁ ସମ୍ପର୍କୀୟ ନିଶ୍ଚିତ ଚାହିଁଥାନ୍ତି। ହେଲେ ଏଭଳି ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। କର୍କଟ ରୋଗରେ ପୀଡିତା ସ୍ତ୍ରୀ ସ୍ୱାମୀଙ୍କୁ ନିଜର ଶେଷ ଇଛା ପୁରଣ କରିବାକୁ କହିଥିଲେ। ହେଲେ ସ୍ତ୍ରୀ ର ଶେଷ ଇଚ୍ଛା ଶୁଣି ସ୍ୱାମୀର ଉଡିଯାଇଥିଲା ହୋସ୍। ସ୍ତ୍ରୀ’ଙ୍କ ଇଚ୍ଛା ଥିଲା ମରିବା ପୂର୍ବରୁ ପୂର୍ବ ପ୍ରେମିକଙ୍କ ସହ ଶେଷଥରପାଇଁ ଶାରୀରିକ ସମ୍ପର୍କ ରଖିବାକୁ ଚାହେଁ।

ସୂଚନାଯୋଗ୍ୟ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ଡାକ୍ତରଙ୍କ ପାଖକୁ ଯାଇଥିଲେ ଦମ୍ପତ୍ତି। ସେଠାରେ ପତ୍ନୀ ଗମ୍ଭୀର ରୋଗରେ ପୀଡ଼ିତ ଥିବା କଥା କହିବା ସହ ୯ମାସ ମଧ୍ୟରେ ତାଙ୍କର ମୃତ୍ୟୁ ହେବ ବୋଲି କହିଥିଲେ ଡାକ୍ତର। ଏହା ଶୁଣିବା ପରେ ଦୁଃଖରେ ଭାଙ୍ଗି ପଡ଼ିବା ସହ ପତ୍ନୀଙ୍କ ସବୁ ସ୍ବପ୍ନ ପୁରଣ କରିବାକୁ ଅଣ୍ଟା ଭିଡିଥିଲେ ସ୍ବାମୀ।

Wife laat wish

ସ୍ତ୍ରୀ କର୍କଟ ରୋଗରେ ପୀଡିତ ଅଛନ୍ତି ଆଉ ଜୀବନ ଯୁଦ୍ଧରେ ଲଢେଇ କରୁଛନ୍ତି । ତାଙ୍କର ଶେଷ ସମୟ ଆସିଗଲାଣି ଜାଣିବା ପରେ ସେ ତାଙ୍କ ସ୍ୱାମୀଙ୍କୁ ଅନୁରୋଧ କରିଥିଲେ କି ସେ ମାତ୍ର ଗୋଟିଏ ରାତି ତାଙ୍କ ପୂର୍ବ ପ୍ରେମିକ ସହ ଏକାଠି ରହିବାକୁ ଚାହୁଁଛନ୍ତି ।

ସ୍ୱାମୀ ଜଣକ ନିଜ ସ୍ତ୍ରୀଙ୍କ ଶେଷ ଇଛା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଆଉ କହିଥିଲେ ମୁଁ ତୁମର ଶେଷ ଇଛା ପୂରଣ କରିବାକୁ ଚେଷ୍ଟା କରିବି। ସ୍ତ୍ରୀଙ୍କର ଏହି କଥା ସ୍ୱାମୀଙ୍କ ମନକୁ ବହୁତ ଆଘାତ ଦେଇଥିଲେ ବି ସେ ଏଭଳି ଦୁଃଖଦ ଘଟଣାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

Last wish

ସ୍ୱାମୀ ସ୍ତ୍ରୀଙ୍କୁ ବହୁତ ଭଲପାଆନ୍ତି ବୋଲି କହିଛନ୍ତି ଆଉ ଶେଷ ସମୟରେ ସ୍ତ୍ରୀଙ୍କର ଏଭଳି କଥା ଶୁଣି ବା ପରେ ସେ କହିଛନ୍ତି ଏ କଥା କୁ ମୁଁ ସାରାଜୀବନ ଭୁଲି ପାରିବି ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button