DIABETES କଣ୍ଟ୍ରୋଲ କରିବା ପାଇଁ ରାମବାଣ ଔଷଧି, ମଧୁମେହ ମୂଳରୁ ଶେଷ ହବ
ହଁ ଦର୍ଶକ ବନ୍ଧୁ ଡାଇବେଟିସ ଗୋଟିଏ ଏମିତି ରୋଗ ଯାହା ପାଇଁ ଆମେ ସବୁବେଳେ ଚିନ୍ତିତ ଥାଆନ୍ତି | ଆଉ ଆମେ ମଧ୍ୟ ଏଥିରୁ ରକ୍ଷା ପାଇବା ପାଇଁ ପାଇଁ ସବୁବେଳେ ଔଷଧ ର ବ୍ୟବହାର କରିଥାଉ | ତେବେ ଡାଇବେଟିସ ଗୋଟିଏ ଏମିତି ରୋଗ ଯାହା ହେଲେ ଆଉ କେବେ ହେଲେ ଭଲ ହେବ ନାହିଁ ସତ କିନ୍ତୁ ଆମେ ସାବଧାନ ହୋଇ ରହିକି ଡାଇବେଟିସ କୁ କଣ୍ଟ୍ରୋଲ କରି ପାରିବା | ଆଉ ସେହି ଡାଇବେଟିସ ଠାରୁ କିଛି ପରିମାଣରେ ରକ୍ଷା ପାଇପାରିବା | ତେବେ ସ୍ୱାସ୍ଥ୍ୟ ହିଂ ସମ୍ପଦ ହୋଇଥାଏ , ତେଣୁ ନିଜର ସ୍ୱାସ୍ଥ୍ୟ ଆଉ ରୋଗ ପ୍ରତି ଯତ୍ନବାନ ହେଇକି ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରିବା ନିହାତି ଆବଶ୍ୟକ ହୋଇଥାଏ | ତେବେ ଏବେ ଘରେ ଘରେ ଡାଇବେଟିସ ଭଳି ରୋଗ ଦେଖା ଦେଇଥାଏ, ଆଉ ଯୋଉଁଥିରୁ ରକ୍ଷା ପାଇବା ପାଇଁ ଆମେ ସବୁବେଳେ ମେଡ଼ିସିନ କୁ ବ୍ୟବହାର କରିଥାଉ | ତାହେଲେ ଆସନ୍ତୁ କେତୋଟି ଘରେଇ ଉପଚାର କୁ ବ୍ୟବହାର କରି ଡାଇବେଟିସ ଭଳି ରୋଗରୁ ମୁକ୍ତି ପାଇଁ ପାରିବା|
ତେବେ ଆମେ ଜାଣିରଖିବା ଉଚିତ କି ଡାଇବେଟିସ ବିଭିନ୍ନ ପ୍ରକାରର ହୋଇଥାଏ , ଯଥା ଡାଇବେଟିସ ସାଧାରଣତଃ 3 ପ୍ରକାରର ହୋଇଥାଏ | ତେବେ ଟାଇପ 1 ଡାଇବେଟିସ ଟି ସାଧାରଣତଃ ପିଲାଟି ଛୋଟ ଥିବା ବେଳେ ହୋଇଥାଏ | ତାପରେ ଟାଇପ 2 ଡାଇବେଟିସ ସାଧାରଣତଃ ପ୍ରେଗନେନସି ସମୟରେ ହୋଇଥାଏ | ଯଦି ଆପଣଙ୍କର ବଂଶରେ ରେ କେହି ଡାଇବେଟିସ ଥାଆନ୍ତି ତାହେଲେ ତାହା ପ୍ରେଗନେନସି ସମୟରେ ଜଣା ପଡେ | ତାହେଲେ କେତୋଟି ଘରେଇ ଉପକରଣ କୁ ବ୍ୟବହାର କରି ଏଥିରୁ ମୁକ୍ତି ପାଇପାରିବା ଆସନ୍ତୁ ଜାଣିବା |

ଆବଶ୍ୟକୀୟ ଉପକରଣ :-
ଚୋପା ଥିବା ଭଜା ବୁଟ, ମେଥି, ଜୁଆଣି, କାଲିଜିରି,ଡାଲଚିନି

ପ୍ରସ୍ତୁତି ପ୍ରଣାଳୀ :-
ପ୍ରଥମେ ଆମେ ଗୋଟିଏ କଢେଇ ନେଇ ତାକୁ ଗ୍ୟାସ ରେ ବସାଇବା, ତାପରେ ପ୍ରଥମେ ଆମେ ଚୋପା ଥିବା ବୁଟ କୁ ନେବା ଆଉ ତାକୁ ଟିକିଏ ଭାଜି ଦେବା | କାରଣ ଆମେ ଜାଣିଛୁ ବୁଟ ଆମ ଶରୀରରେ ଦୈଜେଷ୍ଟିକ ସିଷ୍ଟମ କୁ ଠିକ ରଖିଥାଏ ଓ ଡାଇବେଟିସ ରୁ ମୁକ୍ତି ଦେଇଥାଏ | ତାପରେ ମେଥିକୁ ଭାଜିନେବ, କାରଣ ମେଥି ଡାଇବେଟିସ ପାଇଁ ରାମ ବାଣ ହୋଇଥାଏ | ତାପରେ ଜୁଆଣି କୁ ଭାଜିବା ଓ ପରେ କଳାଜିରି ଓ ଡାଲଚିନି କୁ ମଧ୍ୟ ଭଲ ଭାବରେ ଭାଜିଦେବା | ତାପରେ ଏହି ସବୁକୁ ଗ୍ରାଇଣ୍ଡୋର ସାହାଯ୍ୟରେ ଗୁଣ୍ଡ କରିଦେବା ଓ ଗୋଟିଏ ପାଉଡର ପ୍ରସ୍ତୁତ କରିବା |

ବ୍ୟବହାର :-
ତେବେ ପ୍ରସ୍ତୁତ ଏହି ପାଉଡର କୁ ଆମେ ମାନେ ପ୍ରତିଦିନ ସକାଳେ ଖାଲି ପେଟରେ ପାଣିରେ ମିଶେଇକି ପିଇଲେ, ଡାଇବେଟିସ ଜଣିତ ରୋଗ ରୁ ସମ୍ପୂର୍ଣ୍ଣ ମୁକ୍ତି ପାଇପାରିବା | ତେବେ ଏହି ପାଉଡର କୁ 2*3 ମାସ ଲଗାତର ଭାବରେ ବ୍ୟବହାର କରବା ଆବଶ୍ୟକ ହୋଇଥାଏ |

ତେବେ ଏହିଭଳି ଭାବରେ ଆମେ ଡାଇବେଟିସ ରୁ ମୁକ୍ତି ପାଇପାରିବା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ ।



