ସ୍ୱାସ୍ଥ୍ୟ

କରିବାକୁ ଚାହାଁନ୍ତି ନିଜ ମନ ପସନ୍ଦର କାମ ତେବେ ନିଶ୍ଚୟ କରନ୍ତୁ ଏହି ଉପାୟ- ଏହା ନିଶ୍ଚିନ୍ତ ଫଳଦାୟକ

ଆମ ଦେଶ ବହୁତ ଉନ୍ନତି କରୁ ଅଛି କିନ୍ତୁ କେତେକ ଲୋକ ଆଜି ମଧ୍ୟ ଅଶିକ୍ଷିତ ଅଛନ୍ତି ଏବଂ ଏହି ଅଶିକ୍ଷିତ ଲୋକଙ୍କ ପାଇଁ ଆଜି ମଧ୍ୟ ଆମ ଦେଶ ରେ ଅନ୍ଧବିଶ୍ଵାସ ଲାଭ ପାଉଛି । ଦେଖିବାକୁ ଗଲେ ଆମ ଦେଶ ରେ ପଣ୍ଡିତ, ବାବା, ପୁରୋହିତ ଇତ୍ୟାଦି ବହୁତ ପ୍ରାଚୀନ ସମୟରୁ ରହି ଆସୁଛନ୍ତି, ଏବଂ କେତେକ ଲୋକ ଏମିତି ମଧ୍ୟ ଅଛନ୍ତି ଯିଏ ପୁରୁଣା ପଦ୍ଧତିକୁ ପ୍ରୟୋଗ କରି ଲୋକଙ୍କୁ ଆଜି ମଧ୍ୟ ସଫଳତାପୂର୍ଣ କାର୍ଯ୍ୟ କରୁଛନ୍ତି ।

ଆପଣଙ୍କୁ ଆମେ କହିଦବାକୁ ଚାହୁଁଛୁ ଯେ ଭାରତ ରେ ବହୁତ ପ୍ରାଚୀନ କାଳରୁ ତନ୍ତ୍ର – ମନ୍ତ୍ର ବିଧ୍ୟା ତଥା ଜନ୍ତ୍ର ବିଦ୍ୟା ସହ ସମ୍ମୋହିତ କରିବା କଳା ଆବିଷ୍କାର କରା ଯାଇ ଥିଲା ।

ଏହା ମଧ୍ୟ ଆପଣଙ୍କୁ କହିବାକୁ ଯାଉଛୁ ଯେ ନିଜ ପ୍ରଭାବ କାହା ଉପରେ ପକେଇବା ପାଇଁ ଲୋକ ବଶୀକରଣ ଉପଯୋଗ କରି ଥାନ୍ତି, କିନ୍ତୁ ଲୋକଙ୍କୁ ବଶୀକରଣ ଏବଂ ସମ୍ମୋହିତ ଦୁଇଟି କୁ ଗୋଟେ ମାନିବା ଭୁଲ କରିବା ଉଚିତ ନୁହ କାହିଁକିନା ଦୁଇଟି ମଧ୍ୟ ରେ ବହୁତ ଫରକ ହୋଇ ଥାଏ ।

ଆପଣଙ୍କୁ କହିବା ପାଇଁ ଚାହୁଁଛୁ ଯେ ବଶୀକରଣ ଦ୍ଵାରା ଗୋଟେ ମଣିଷ ଅନ୍ୟ ଲୋକକୁ ନିଜ ବଶ ରେ କରି ଥାଏ, ଏହା କଲା ପରା ବଶୀକରଣ କରିଥିବା ଅନ୍ୟ ଲୋକ ମନ, ତନ, ବୁଦ୍ଧି ଏବଂ ଶରୀର ଉପରେ ପୁରା ନିୟନ୍ତ୍ରଣ ପାଇ ଥାଏ । କିନ୍ତୁ ବଶୀକରଣ କେବଳ ତନ୍ତ୍ର ମନ୍ତ୍ର ଏବଂ ଜନ୍ତ୍ର ସାହାଯ୍ୟରେ କରି ଥାଏ । ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ହବ ଯେ ଆଜିକା ସମୟ ବିଜ୍ଞାନ ଲୋକଙ୍କ ପାଇଁ ସବୁ କିଛି କିନ୍ତୁ ଏହି ତନ୍ତ୍ର ମନ୍ତ୍ର ବିଦ୍ୟା ଆଗରେ ବିଜ୍ଞାନ ମଧ୍ୟ କିଛି ନୁହ ।

ବିଜ୍ଞାନ ଅନୁଯାଇ ଏହାକୁ ହିପ୍ନୋଟିଜିମ କୁହା ଯାଏ ବୈଜ୍ଞାନିକଙ୍କ ଅନୁଯାଇ ହିପ୍ନୋଟାଇଜ କରୁଥିବା ନିୟନ୍ତ୍ରଣ ରେ ହିପ୍ନୋଟାଇଜ ହୋଇ ଥିବା ଲୋକ ମନ ଶରୀର ସବୁ ହୋଇ ଥାଏ କିନ୍ତୁ ଏହା ଛଡା ମଧ୍ୟ କେତେ ଇନ୍ଦ୍ରିୟ କାମ କରି ଥାଏ ଯାହା ଫଳରେ ହିପ୍ନୋଟାଇଜ ଲୋକ ବଶୀକରଣ କର୍ତା କଥା ମାନି ଥାନ୍ତି ଏବଂ ତାଙ୍କ ଅନୁଯାଇ କାମ କରି ଥାନ୍ତି । ସମ୍ମୋହନ ବା ବଶୀକରଣ କରିବା ପାଇଁ ବହୁତ ପ୍ରକାର ଜଡୀ ବୁଟୀ ତିଆରି କରା ଯାଇ ଥାଏ । ସମ୍ମୋହନ ଦ୍ଵାରା କାହାକୁ ବି ନିଜ ଅନୁଯାଇ ଲୋକ କାମ କରେଇ ପାରନ୍ତି ।

ଏଭଳି କରିବା ପାଇଁ ସର୍ବ ପ୍ରଥମେ ଆବଶ୍ୟକ ଅଟେ କିଛି ପତ୍ର ଓ ବ୍ରହ୍ମଦଣ୍ଡିର ମୂଳ, ଏହାକୁ ବାଟି ଲେପ ପ୍ରସ୍ତୁତ କରି ଏହାର ଗୁଳା ବନାଯାଏ । ଯାହାକୁ କିଛି କିଛି ସମୟର ଅନ୍ତରାଳରେ ପ୍ରାଥ ସମୟରେ ଗୋଟେ ଗୋଟେ ଖିଆ ଯାଏ । ଏହାର ପ୍ରଭାବରେ ସମୋହନ୍ନର ପ୍ରଭାବ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button