ଦେଶ ବିଦେଶ

ସଂଖ୍ୟା ଗରିଷ୍ଠତାରୁ ମାତ୍ର ୩ ଭୋଟ ଦୁରରେ ଟ୍ରମ୍ଫ: କମଲା ହାରିସ୍ ଙ୍କ ସମର୍ଥକ ନିରାଶ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ। ତେବେ ଏହାର ଫଳାଫଳ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଡୋନାଲ୍ଡ ଟ୍ରମ୍ଫ ଏବେ ଡେମୋକ୍ରାଟିକ ପ୍ରାର୍ଥୀ କମଲା ହାରିସ୍ ଙ୍କ ଠାରୁ ବହୁତ ଆଗରେ ଅଛନ୍ତି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଡୋନାଲ୍ଡ ଟ୍ରମ୍ପ ତୃତୀୟ ଥର ପାଇଁହ୍ଵାଇଟ ହାଉସରେ ପହଞ୍ଚି ପାରନ୍ତି।

୨୦୨୦ ରେ ଟ୍ରମ୍ପ ନିର୍ବାଚନରେ ​​ହାରିଥିଲେ।

ଫକ୍ସ ନ୍ୟୁଜ୍ ଟ୍ରେଣ୍ଡ ଅନୁଯାୟୀ, ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ୨୬୭ ଇଲେକ୍ଟୋରାଲ କଲେଜ ଭୋଟ ଏବଂ ଡେମୋକ୍ରାଟିକ ପ୍ରାର୍ଥୀ କମଲା ହାରିସଙ୍କୁ ୨୧୬ ଇଲେକ୍ଟୋରାଲ କଲେଜ ଭୋଟ ମିଳିଥିବା ସୂଚନା ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button