ଓଡିଶା

ରକ୍ତଦାନ ଶିବିର ଅନୁଷ୍ଠିତ

ଚୌଦ୍ୱାର: ସ୍ଥାନୀୟ ଜନସେବକ ହସପିଟାଲ ତରଫରୁ ଏକ ସ୍ୱେଚ୍ଛକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ହସପିଟାଲର ମୁଖ୍ୟ ଡା. ଅକତର ହୋସେନ୍‌ ଖାନ୍‌ଙ୍କ ପରିଚାଳନାରେ ହସପିଟାଲର ମଙ୍ଗୁଳି ସ୍ଥିତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ୩୫ ଜଣ ଯୁବକ ଯୁବତୀ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।

କଟକ ରେଡ଼କ୍ରସ୍‌ ରକ୍ତ ଭଣ୍ଡାରର କର୍ମକର୍ତ୍ତା ମାନେ ରକ୍ତ ସଂଗ୍ରହ କରିଥିଲେ। ଡା. ଦୀପକ ସ୍ୱାଇଁ, ଡା. ବିପ୍ଳବୀ ଦାସ, ସୀତାରା ବେଗମ୍‌, ସେକ୍‌ ରେହାନ୍‌, ରଫିକ୍‌ ଖାନ୍‌, ସଫିକ୍‌ ଖାନ୍‌, ଇଦ୍ରିଶ ବେଗ୍‌, ଶୁଭାଶିଷ ସାହୁ ପ୍ରମୁଖ ଶିବିର ପରିଚଳନା କରିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button