ଜୀବନଶୈଳୀ

ବାଛନ୍ତୁ ଯେ କୌଣସି ଗୋଟିଏ ସ୍ଵସ୍ତିକ ଚିହ୍ନ ଏବଂ ଜାଣନ୍ତୁ ନିଜ ଆଗାମୀ ଭବିଷ୍ୟତ ବିଷୟରେ ଏହି ବଡ ରାଜ ( Personality Test )

ବନ୍ଧୁଗଣ ନମସ୍କାର ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଅତ୍ୟନ୍ତ ରୋଚକ ଖେଳ । ବନ୍ଧୁଗଣ ଏହି ଖେଳ ରେ ଆମେ ଆପଣଙ୍କୁ ନମ୍ବର ଅନୁସାରେ କିଛି ସ୍ୱସ୍ତିକ ଚିହ୍ନ ର ଚିତ୍ର ଦେଖାଇବୁ ଏବଂ ଆପଣଙ୍କୁ ଏହି ସ୍ୱସ୍ତିକ ମଧ୍ୟରୁ ଯେ କୌଣସି ଗୋଟିଏ ସ୍ୱସ୍ତିକ ଚିହ୍ନ କୁ ବାଛିବାକୁ ପଡ଼ିବ ଏବଂ ଏଥିପାଇଁ ଆପଣଙ୍କୁ ପାଞ୍ଚ ସେକେଣ୍ଡ ର ସମୟ ଦିଆଯିବ । ସେହି ପାଞ୍ଚ ସେକେଣ୍ଡ ମଧ୍ୟରେ ଆପଣଙ୍କୁ ଯେକୌଣସି ଗୋଟିଏ ସ୍ୱସ୍ତିକ ଚିହ୍ନ ର ଚିତ୍ର କୁ ବାଛିବାକୁ ପଡ଼ିବ । ବନ୍ଧୁଗଣ ଆପଣ ଯେ କୌଣସି ଗୋଟିଏ ସ୍ୱସ୍ତିକ ଚିହ୍ନ ର ଛବି କୁ ବାଛିବା ପରେ ଆମେ ଆପଣ ମାନଙ୍କୁ କହିବୁ ଯେ ଆପଣଙ୍କ ଭବିଷ୍ୟତ ବିଷୟ ରେ କହିବୁ ।

ତେବେ ବନ୍ଧୁଗଣ ବର୍ତ୍ତମାନ ଆମେ ଆପଣଂକୁ କିଛି ସ୍ୱସ୍ତିକ ଚିହ୍ନ ର ଚିତ୍ର ଦେଖାଇବୁ ଏବଂ ଆପଣଂକୁ ପାଞ୍ଚ ସେକେଣ୍ଡ ମଧ୍ୟରେ ଯେ କୌଣସି ଗୋଟିଏ ସ୍ୱସ୍ତିକ ର ଚିତ୍ର କୁ ବାଛିବାକୁ ପଡ଼ିବ । ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ନିଜ ଇଚ୍ଛା ଅନୁସାରେ ଗୋଟିଏ ସ୍ୱସ୍ତିକ ଚିହ୍ନ ର ଛବିକୁ ବାଛି ନେଇଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଆପଣ ବାଛିଥିବା ସ୍ୱସ୍ତିକ ଚିହ୍ନ ର ଛବି ଅନୁସାରେ ଜାଣନ୍ତୁ ନିଜର ଭବିଷ୍ୟତ ବିଷୟରେ । । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧- ବନ୍ଧୁଗଣ ଯଦି ଆପଣ ଚିତ୍ର ରେ ଥିବା ପ୍ରଥମ ନମ୍ବର ରେ ଥିବା ସ୍ୱସ୍ତିକ ଚିହ୍ନ କୁ ବାଛିଛନ୍ତି ତେବେ ଆପଣ ଙ୍କ ଜୀବନ ରେ ବହୁତ ଲମ୍ବା ସମୟ ଧରି ସମସ୍ୟା ଲାଗି ରହିବ । ଜୀଵନ ରେ ଲାଗି ରହିଥିବା ଉଚ୍ଚ ନିଚ୍ଚ ରେ ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ ଦେଇ ନଥାଏ ବୋଲି ଅନୁଭବ କରିଥାନ୍ତି ତେବେ ଏହି କାରଣ ଯୋଗୁଁ ଆପଣ ଅଧିକ ମାନସିକ ଚାପ ଅଧିକ ରହିଥାଏ । କିନ୍ତୁ ଏହା ହିଁ ଆପଣ ଙ୍କୁ ଅଧିକ ଦୃଢ଼ କରିଥାଏ ।

୨- ବନ୍ଧୁଗଣ ଯଦି ଆପଣ ଚିତ୍ର ରେ ଥିବା ଦ୍ଵିତୀୟ ନମ୍ବର ରେ ଥିବା ସ୍ୱସ୍ତିକ ଚିହ୍ନ କୁ ବାଛିଛନ୍ତି ତେବେ ଆପଣ ଜଣେ ବିବେକ ଶୀଳ ବ୍ୟକ୍ତି ଏବଂ ଆପଣ ଯେଉଁ ସ୍ଥିତି ରେ କିମ୍ବା କେଉଁ ସ୍ଥାନରେ ରୁହନ୍ତି ସବୁବେଳେ ଉଚ୍ଚ ରେ ରୁହନ୍ତି । ଆପଣ ନିଜର ବ୍ୟବହାର ଯୋଗୁଁ ଆପଣ ସମସ୍ତ ଙ୍କ ପ୍ରିୟ ମଧ୍ୟ ହୋଇ ପାରନ୍ତି । କିନ୍ତୁ ଆପଣ ଟିକେ ଟିକେ କଥାରେ ରାଗି ମଧ୍ୟ ଯାଆନ୍ତି ।

୩- ବନ୍ଧୁଗଣ ଯଦି ଆପଣ ଚିତ୍ର ରେ ଥିବା ତୃତୀୟ ନମ୍ବର ର ସ୍ୱସ୍ତିକ ଚିହ୍ନକୁ ବାଛିଛନ୍ତି ତେବେ ଆପଣ ଜଣେ ଖୁସି ମିଜାଜ ର ଲୋକ । ଆପଣ ସର୍ଵଦା ଖୁସିରେ ରହିବାକୁ ଏବଂ ଖୁସି ରେ ରଖିବାକୁ ପସନ୍ଦ କରିଥାନ୍ତି ଏବଂ ଆପଣଙ୍କ ସହ ଯିଏ ଥରେ ମିଶେ ସେ ଆପଣ ଙ୍କୁ କେବେବି ଭୁଲି ନଥାଏ । ତେବେ ଆପଣ ସମସ୍ତ ଙ୍କ ମନ କୁ ମୋହି ମଧ୍ୟ ପାରନ୍ତି । ଆପଣ ସର୍ଵଦା ନିଜ ଜୀବନ ରେ ସକରାତ୍ମକ ଚିନ୍ତା ରଖିଥାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button