ମନୋରଞ୍ଜନ

ଏମାନେ ହେଲେ ଭାରତର ସବୁଠୁ ସୁନ୍ଦର 4 ଜଣ ନ୍ଯୁଜ ଆଙ୍କର ଙ୍କ ରିଅଲ ଲାଇଫ ସ୍ଵାମୀ, 1 ନମ୍ବର ଙ୍କ ସ୍ଵାମୀ ଲାଗନ୍ତି ବହୁତ ହ୍ୟାଣ୍ଡସମ

ବନ୍ଧୁଗଣ ସୁନ୍ଦର ମହିଳା ମାନେ ଟିଭି ଓ ଫିଲ୍ମ ଇଣ୍ଡଷ୍ଟ୍ରି ବ୍ୟତୀତ ଅବୟ କେତେକ କ୍ଷେତ୍ରରେ ମଧ୍ୟ ଅଛନ୍ତି । ଏହି ମହିଳା ମାନେ ସୁନ୍ଦର ହେବା ସହିତ ବହୁତ ବୁଦ୍ଧିମାନ ମଧ୍ୟ ଅଟନ୍ତି ଓ ଏମାନେ ନିଜ ଜୀବନରେ ବହୁତ ଟଙ୍କା ଅର୍ଜନ କରୁଛନ୍ତି । ବର୍ତ୍ତମାନର ସମୟରେ ଉଭୟ ପଲିଟିକ୍ସ ଓ ସ୍ପୋର୍ଟ୍ସ ଆଦି ସମସ୍ତ କ୍ଷେତ୍ରରେ ଝିଅ ମାନେ ପୁଅ ମାନଙ୍କ ଠାରୁ କମରେ ନାହାନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ମିଡିଆ ଜଗତ ବିଷୟରେ କହିବାକୁ ଯାଉଛୁ ।

କେତେକ ମହିଳା ମିଡିଆ ଲାଇନରେ ନ୍ୟୁଜ ରିପୋର୍ଟର ଅଛନ୍ତି ଓ ସେମାନେ ନିଜ କାମ ସହିତ ନିଜ ସୁନ୍ଦରତା ପାଇଁ ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଏହି ନ୍ୟୁଜ ରିପୋର୍ଟର ମହିଳା ମାନେ ସୁନ୍ଦରତା ମାମଲାରେ କୌଣସି ଅଭିନେତ୍ରୀଙ୍କ ଠାରୁ କମ ନୁହନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଭାରତର କିଛି ଫେମସ ନ୍ୟୁଜ ଆଙ୍କର୍ସ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଓ ଏହା ସହିତ ଏହି ସୁନ୍ଦର ଆଙ୍କର୍ସ ମାନଙ୍କ ସ୍ଵାମୀଙ୍କ ବିଷୟରେ ମଧ୍ୟ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ରୁବିକା ଲିୟାକାତ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି Z ନ୍ୟୁଜର ସୁନ୍ଦର ଏଙ୍କାର ରୁବିକା ଲିୟାକାର । ରୁବିକା ‘ତାଲା ଠୋକ କେ’ କାର୍ଯ୍ୟ କ୍ରମରେ ଆସନ୍ତି । ସେ ନିଜ ପ୍ରଶ୍ନ ଦ୍ଵାରା ଅନେକ ବଡ ବଡ ହସ୍ତୀଙ୍କ ମୁହଁକୁ ଚୁପ କରିଦିଅନ୍ତି । ରୁବିକା ଅନେକ ବଡ ନ୍ୟୁଜ ଚ୍ୟାନେଲ ବାଲାଙ୍କ ସହ କାମ କରିସାରିଛନ୍ତି । ରୁବିକା ଲିୟାକାତ ୨୦୧୨ ମସିହାରେ ନାବେଦ କୁରେସିଙ୍କ ସହ ବିବାହ କରିଥିଲେ । ନାବେଦ ମଧ୍ୟ ପେସାରୁ ଜଣେ ପତ୍ରକାର ଅଟନ୍ତି ।

ଶ୍ଵେତା ସିଂହ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଭାରତର ପ୍ରସିଦ୍ଧ ନ୍ୟୁଜ ଏଙ୍କର ଶ୍ଵେତା ସିଂହ । ସେ ‘ଆଜତକ’ ଚ୍ୟାନେଲରେ ନ୍ୟୁଜ ଏଙ୍କର ଓ ଏଗଜିକ୍ୟୁଟିଭ ଏଡିଟର ରୂପେ କାମ କରୁଛନ୍ତି । ଶ୍ଵେତାଙ୍କର ଲୋକପ୍ରିୟତା ବହୁତ ଅଧିକ ରହିଛି । ଶ୍ଵେତାଙ୍କୁ ବର୍ତ୍ତମାନ ୪୧ ବର୍ଷ ବୟସ ହୋଇଛି ହେଲେ ତାଙ୍କ ସୁନ୍ଦରତାକୁ ଦେଖିଲେ କେହି ତାଙ୍କ ବୟସର ସୀମାକୁ ମାପି ପାରିବ ନାହିଁ । ଶ୍ଵେତା ଏନଲାଇଟା ସଲ୍ୟୁସଂସର ବରିଷ୍ଠ ଅଧିକାରୀ ସଙ୍କେତଙ୍କ ସହ ବିବାହ କରିଛନ୍ତି ।

ଅଞ୍ଜନା ଓମ କଶ୍ୟପ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଞ୍ଜନା ଓମ କଶ୍ୟପ । ବନ୍ଧୁଗଣ ଅଞ୍ଜନା ଜଣେ ସର୍ବଶ୍ରେଷ୍ଟ ନ୍ୟୁଜ ଏଙ୍କର ହେବା ସହିତ ବହୁତ ସୁନ୍ଦର ମହିଳା ଅଟନ୍ତି । ସେ ବହୁତ ଥର ନିଜ କାମ ପାଇଁ କେତେକ ଆୱାର୍ଡ ମଧ୍ୟ ପାଇଛନ୍ତି । ଅଞ୍ଜନା ବହୁତ ବର୍ଷ ହେବ ‘ଆଜତକ’ ଚ୍ୟାନେଲ ସହ ଜଡିତ ହୋଇ ରହିଛନ୍ତି । ଅଞ୍ଜନାଙ୍କ ସ୍ଵାମୀଙ୍କ ନାମ ହେଉଛି ମଙ୍ଗେସ କଶ୍ୟପ । ମଙ୍ଗେସ ପେସାରୁ ଜଣେ ଆଇପିଏସ ଅଫିସର ଅଟନ୍ତି ।

ନେହା ପନ୍ତ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ସୁନ୍ଦର ନ୍ୟୁଜ ଏଙ୍କର ନେହା ପନ୍ତ । ସେ ଗତ ୭ ବର୍ଷ ହେବ ଏବିପି ନ୍ୟୁଜ ଚ୍ୟାନେଲରେ କାମ କରୁଛନ୍ତି । ହେଲେ ବର୍ତ୍ତମାନ ସେ ନ୍ୟୁଜ୧୮ରେ କାମ କରୁଛନ୍ତି । ବନ୍ଧୁଗଣ ନେହାଙ୍କ ସ୍ଵାମୀଙ୍କ ନାମ ହେଉଛି ମୟଙ୍କ ପନ୍ତ । ମୟଙ୍କ ଭୋଡାଫୋନ କମ୍ପାନୀରେ ଜେନେରାଲ ଆସିଷ୍ଟାନ୍ତ ମ୍ୟାନେଜର ରୂପେ କାମ କରୁଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button