ଜୀବନଶୈଳୀ

ଏହି ସମୟ ରେ ଶାରୀରିକ ସମ୍ପର୍କ ରଖିଲେ ମିଳେ ସବୁଠାରୁ ବେଶୀ ଆନନ୍ଦ, ଜାଣି ରଖନ୍ତୁ ଉପଯୁକ୍ତ ସମୟ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି କେଉଁ ସମୟରେ ଶାରୀରିକ ସମ୍ପର୍କ ରଖିଲେ ସବୁ ଠାରୁ ବେଶି ଖୁସୀ ମିଳିଥାଏ। ସକାଳୁ ଶାରୀରିକ ସମ୍ପର୍କ ରଖିଲେ ଏହାର ଅନେକ କିଛି ଫାଇଦା ରହିଛି।
Special report
ସକାଳୁ ଯଦି ଆପଣ ଶାରିରୀକ ସମ୍ପର୍କ ରଖି ଥିବେ ତେବେ ତାହା ଆପଣଙ୍କ ଶାରୀରିକ ଓ ମାନସିକ ସ୍ଥିତି ପାଇଁ ଖୁବ୍ ଲାଭବାନ ହୋଇଥାଏ। ସକାଳୁ ଶାରୀରିକ ସମ୍ପର୍କ ଆପଣଙ୍କ ଶକ୍ତି ସ୍ତର କୁ ବଢାଇ ଥାଏ। ଏହା ଆପଣଙ୍କୁ ଚାପ ରୁ ମଧ୍ୟ ମୁକ୍ତି ଦେଇଥାଏ। ଶାରୀରିକ ସମ୍ପର୍କ ରଖିବା ଦ୍ବାରା ଆପଣ ନିଶ୍ଚିତ ଭାବରେ ମାନସିକ ଆନନ୍ଦ ଲାଭ କରି ପାରିବେ। ଏହା ଆପଣଙ୍କ ମନ ବଳ କୁ ଉନ୍ନତି କରି ପାରିବ।
Special report

ଅନେକ ଲୋକ ମାନଙ୍କ ମନରେ ଏହା ପ୍ରଶ୍ନ ମଧ୍ୟ ଉଠି ଥାଏ କି ଶାରୀରିକ ସମ୍ପର୍କ ରଖିବା ପାଇଁ ଉପଯୁକ୍ତ ସମୟ କଣ। ଆଉ ଏହାର ଉତ୍ତର ହେଉଛି କି ଶାରୀରିକ ସମ୍ପର୍କ ରଖିବା ପାଇଁ ସବୁ ଠାରୁ ଶ୍ରେଷ୍ଠ ସମୟ ହେଉଛି ପ୍ରାତଃ ସମୟ। କାରଣ ଏହି ସମୟରେ ମନ ଚାପମୁକ୍ତ ଥିବା ସହ ମନ ମଧ୍ୟ ଶାରୀରିକ ସମ୍ପର୍କ ରଖିବା ପାଇଁ ସଂପୂର୍ଣ୍ଣ ଭାବରେ ସତେଜ ଥାଏ। ଏହି ସମୟରେ ମଧ୍ୟ ଇଷ୍ଟ୍ରୋଜେନ ଓ ଏଷ୍ଟ୍ରୋଜେନ ର ପରିମାଣ ମଧ୍ଯ ଖୁବ ଅଧିକ ଥାଏ।
Special report

ସକାଳେ ଶାରୀରିକ ସମ୍ପର୍କ ଲାଭ ଦାନ ହେବା ଏକ ଜଣାଶୁଣା କଥା ଅଟେ। ସକାଳରେ ଶାରୀରିକ ସମ୍ପର୍କ ରେ ମଧ୍ଯ ଅନେକ ଲାଭ ରହିଛି। ପାହାନ୍ତିଆ ସମୟରେ ମଧ୍ୟ ଶରୀରର ଶକ୍ତି ସର୍ବୋଚ୍ଚ ରହିଥାଏ। ଏହି ସମୟରେ ଶରୀର କୌଣସି ପ୍ରକାରର ଚାପ ଗ୍ରସ୍ତ ହୋଇ ନଥାଏ। ଏହି ସମୟରେ ଶାରୀରିକ ସମ୍ପର୍କ ରଖିବା ଦ୍ବାରା ଆପଣ ମାନଙ୍କ ତ୍ଵଚା ମଧ୍ଯ ଖୁବ୍ ଭଲ ରହିବ। ଏହା ଅନେକ ଅଧ୍ୟୟନ ଦ୍ବାରା ମଧ୍ୟ ଜଣା ପଡ଼ି ସାରିଛି।
ଆଉ ଏବେ ମଧ୍ୟ ଏହା ଆପଣ ମାନଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ କଥା। ତେବେ ଶାରୀରିକ ସମ୍ପର୍କ ରଖିବା ପାଇଁ ବର୍ତ୍ତମାନ୍ ସବୁଠାରୁ ଉତ୍କୃଷ୍ଟ ସମୟ ହେଉଛି ପ୍ରାତଃ ସମୟ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button