ଘରେ ରାତିରେ ଜଳେଇ ଦିଅନ୍ତୁ ଏହି 2 ଟି ଜିନିଷ ! 10 ଗୁଣା ଧନ ବଢିବ… Vastu tips

ଧନୀ ହେବା ପାଇଁ ଘରେ ଜଳେଇ ଦିଅନ୍ତୁ ଏହି 2 ଟି ଜିନିଷ ! ବନ୍ଧୁଗଣ ସମସ୍ତେ ଖୁସିରେ ତଥା ବିଳାସବ୍ଯେସନରେ ଜୀବନ କାଟିବାକୁ ଚାହିଁଥାନ୍ତି । ଯଦି ପାଖରେ ଅର୍ଥ ରହିଥାଏ । ତେବେ ସବୁ ପ୍ରକାର ଭୋଗ ବିଳାସ ମଧ୍ୟ ଜୀବନରେ ମିଳିଯାଇଥାଏ । ହେଲେ ବର୍ତ୍ତମାନର ସମୟରେ ଟଙ୍କା କମାଇବା ଏତେ ମଧ୍ୟ ସହଜ ନୁହେଁ । ତେବେ ଜୀବନରେ ଧନବାନ ହେବାକୁ ଚାହୁଁଥିଲେ । ବ୍ୟକ୍ତିକୁ ପରିଶ୍ରମ ତ ନିହାତି ଭାବେ କରିବାକୁ ପଡିବ ।
ତେବେ ପରିଶ୍ରମ କରି ରୋଜଗାର କରିବା ସହ ଆପଣ ଯଦି ଏହି ଗୋଟିଏ ଚମତ୍କାରୀ ଉପାୟକୁ ନିଜ ଘରେ କରିପାରିବେ । ତେବେ ଆପଣଙ୍କର ଭାଗ୍ୟ ବଦଳିଯିବ ଜାଣନ୍ତୁ । ତେବେ ଏଥିପାଇଁ ଆପଣଙ୍କୁ ରାତିରେ ଗୁପ୍ତ ଭାବେ 2 ଜିନିଷ ଜଳାଇବାକୁ ପଡିବ । ତେବେ ଚାଲନ୍ତୁ ଏହି ଉପାୟ କେମିତି ଓ କିପରି ଭାବେ କରିବେ ବିସ୍ତାର ଭାବେ ଜାଣନ୍ତୁ ।
ବନ୍ଧୁଗଣ ରାତି ସମୟରେ ଏକ ମାଟି ପାତ୍ରରେ ଏକ କର୍ପୁରକୁ ରଖିଦିଅନ୍ତୁ । ସେଥିରେ 5 ଟି ଲବଙ୍ଗକୁ ନେଇ ମଧ୍ୟ ରଖନ୍ତୁ । ତାପରେ ସେହି କର୍ପୁରରେ ନିଆଁ ଲଗେଇ ଦିଅନ୍ତୁ । ଏହା ଜଳିବା ପରେ ନିଜ ଘରର ମୁଖ୍ୟ ଦ୍ଵାରର ବାମ ପଟେ ଏହାକୁ ନେଇ ରଖିଦିଅନ୍ତୁ । କାରଣ ଏହି କର୍ପୁର ଓ ଲବଙ୍ଗ ଜଳିବା ଦ୍ଵାରା ଆପଣଙ୍କ ଘରେ ଯେତେ ମଧ୍ୟ ନେଗେଟିଭ ଶକ୍ତିର ପ୍ରଭାବ ରହିଛି ତାହା ମଧ୍ୟ ଜଳିବାକୁ ଲାଗିଥାଏ ।
ତାପରେ ଆପଣଙ୍କ ଘରକୁ ଧନ ଆସିବାର ସବୁ ମାର୍ଗ ଫିଟିବାକୁ ଲାଗିଥାଏ । ଧନକୁ ନେଇ ଜଡିତ ଅନେକ ସମସ୍ଯା ଦୂର ହେନାକୁ ଲାଗିଥାଏ । ଘରେ ଲାଗି ରହୁଥିବା ଅଭାବ ଅନାଟନ ମଧ୍ୟ ଦୂର ହେବାକୁ ଲାଗିଥାଏ । ଏହି ଉପାୟକୁ ଆପଣ ବିଶ୍ବାସର ସହ ଯଦି କରିବେ । ତେବେ ଏହି ଉପାୟ ନିହାତି ଭାବେ ଫଳପ୍ରଦ ହୋଇବ । ଆପଣଙ୍କ ଘରେ ମାତା ଲକ୍ଷ୍ମୀଙ୍କର ବାସ ହେବାକୁ ଲାଗିବ ।
ଆପଣଙ୍କ ଜୀବନରେ ଥିବା ସବୁ ଗରିବୀ ଧୀରେ ଧୀରେ ଆପଣଙ୍କ ଠାରୁ ଛାଡି ଚାଲିଯିବାକୁ ଲାଗିବ । କାରଣ ଯେଉଁ ଘରେ ମାତା ଲକ୍ଷ୍ମୀଙ୍କର ବାସ ରହିଥାଏ । ସେହି ଘରେ ଆର୍ଥିକ ଅବସ୍ଥା ସବୁବେଳେ ଭଲ ହିଁ ରହିଥାଏ । ତେଣୁ ଏହି ଉପାୟକୁ ଆପଣ ରାତ୍ରୀ ସମୟରେ ଅନ୍ୟ କାହାକୁ ନଜଣାଇ ହିଁ ଗୁପ୍ତ ଭାବେ କରନ୍ତୁ । ଆପଣ ନିଜେ ହିଁ କିଛି ଦିନ ମଧ୍ୟରେ ଦେଖିବାକୁ ପାଇବେ । ଆପଣଙ୍କ ବନ୍ଦ ରହିଥିବା ଭାଗ୍ୟର ତାଲା ଧୀରେ ଧୀରେ ଖୋଲିବାକୁ ଲାଗିବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଏହି ଉପାୟ କରିବା ପରେ ଅଧିକ ଭଲ ହୋଇଯିବ ।
ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଗୋଟେ ଲାଇକ୍ ଓ ଶେୟାର ମଧ୍ୟ କରନ୍ତୁ । ଧନ୍ୟବାଦ