ଜୀବନଶୈଳୀ

ମା’କୁ ମୁଣ୍ଡିଆ ମାରି ଅଫିସ୍ ବାହାରିଥିଲା ପୁଅ, ରାସ୍ତାରେ ଧକ୍କା ଦେଲା ଟ୍ରକ, ଆଉ ତା ଅପରେ ଯାହା ହେଲା ଦେଖିଲେ ଆଖି ରେ ଲୁହ ରହିବନି… ଦେଖନ୍ତୁ Video

ବନ୍ଧୁଗଣ ପୁଅ ଯାଉଥିଲା ଅଫିସକୁ ମା ଠାରୁ ଟିଫିନ ନେଇ ତରବର ହୋଇ ବାହାରି ଥିଲା । ମା ର ପାଦ ଧୁଳି ନେଇ ସ୍କୁଟି ଧରି ପୁଅ ଘରୁ ବାହାରିଗଲା । ଆଉ ରାସ୍ତା ରେ ଗଲା ବେଳେ ସାମନାରୁ ପିଟିଲା ଟ୍ରକ । ଆଉ ଟ୍ରକ ର ଚକା ତଳେ ଚାଲିଗଲା ଭେଣ୍ଡିଆ ପୁଅର ଜୀବନ । କାନ୍ଦି କାନ୍ଦି ଫାଟି ପଡୁଛି ପୁରା ପରିବେସ । ଯିଏ ଦେଖୁଛି ସିଏ କାନ୍ଦୁଛି । ଏ ଦୃଶ୍ୟ ଦେଖିଲେ କାହା ଆଖି ରେ ବି ଲୁହ ରହୁ ନାହି । ଛାତି ଫଟାଇ କାନ୍ଦୁଛି ମା । ଆଉ ତା ପର ର ଦୃଶ୍ୟ ଏତେ ହୃଦୟ ବିଦାରକ ତାହା ଶବ୍ଦ ରେ ବର୍ଣ୍ଣନା କରି ହେବ ନାହି ।

ମୁଣ୍ଡ ପିଟି ବାଲି ରେ ଲୋଟି ପଡୁଛି ମା । ପାଗେଳି ପରି ହୋଇ ଯାଉଛି ମା । ଯେଉଁ ପୁଅ ମା ର ହାତ ରନ୍ଧା ଖାଇ ଘରୁ ବାହାରି ଥିଲା ତାହାର କିଛି ସମୟ ପରେ ପୁଅର ମୃ-ତ ଦେହ ମା ର ଆଗରେ ପଡିଛି । ଆସିଲା ବେଳେ ଯେଉଁ ପୁଅ ଘରୁ ମା ର ପାଦ ଧୁଳି ନେଇକି ଆସିଥିଲା ଆଜି ସେହି ପୁଅର ର-କ୍ତା-କ୍ତ ଶ-ବ ପଡିଛି ରାସ୍ତା କଡ ରେ । ଆଉ ଏ ଦୃଶ୍ୟ ସହିପାରୁ ନାହି ମା ଟି । ତା ହୃଦୟ ଫାଟି ଯାଉଛି । ପୁଅ ମରିବାର ଖବର ଶୁଣିବା ପରେ ମା ଦଉଡି ଦୌଡି ଆସୁଛି ମା ।

କୋରେଇ ଥାନା ବ୍ରାମ୍ହଣୀ ଦେବୀ ଛକ ପାଖରେ ସ୍କୁଟି କୁ ସାମ୍ନା ପଟୁ ଧକ୍କା ଦେଇଥିଲେ ଟ୍ରକ । ଆଉ ଘଟଣା ସ୍ଥଳରେ ଚାଲିଗଲା ଯୁବକ ର ଜୀବନ । ଆଉ ଏହି କିଛି ବର୍ଷ ତଳେ ବାହା ହୋଇଥିଲେ ଯୁବକ ଜଣକ । ଘରେ ସ୍ତ୍ରୀ କି ଛାଡି ମା କୁ ଛାଡି ଅଫିସ ଯାଉଥିଲେ ଯୁବକ । ହେଲେ ସେ ଜାଣି ନ ଥିଲେ କାଳରୂପୀ ଟ୍ରକ ତାଙ୍କୁ ରାସ୍ତା ରେ ଜଗି ବସିଥିବା ଆଉ ଆଗ ପଟୁ ଆସି ଧକ୍କା ଦେବ । ଆଉ ବହୁତ ଛଟପଟ ହୋଇ ଜୀବନ ଚାଲିଯିବ ।

ହଁ ଆଜ୍ଞା ଏଟି କହି ରଖୁଚୁ ସକାଳୁ ସୋବର ଗାଁ ର ପ୍ରଦୀପ ନାଟିଆ ନୂଆଗଡ ଗୋଲେଇ ଛକ ନିଜ ଭଡା ଘରକୁ ସ୍କୁଟି ଗାଡିରେ ଯାଉଥିଲେ । ହଠାତ ବ୍ରାମ୍ହଣୀ ଦେଇ ଛକ ରେ ଅପର ପକ୍ଷ ରୁ ଏକ ଟ୍ରକ ଦୃଷ୍ଟ ଗତିରେ ଆସି ଯୁବକ କ ସ୍କୁଟି ଗାଡିକୁ ଧକ୍କା ଦେଇଥିଲା । ଫଳରେ ପ୍ରଦୀପ ସ୍କୁଟି ରୁ ଛିଟକୀ ହୋଇ ପଡିଥିଲେ ଆଉ ଘଟଣା ସ୍ଥଳରେ ତାଙ୍କର ପ୍ରାଣ ବାୟୁ ଉଡି ଯାଇଥିଲା । ସେପଟେ ସ୍ଥାନୀୟ ଲୋକେ ଦୁର୍ଘଟଣା ଦେଖି ଟ୍ରକ ଟି ଅଟକ ରଖୀ ପରେ ପୋଲିସକୁ ଖବର ଦେଇଥିଲେ ।

ଖବର ପାଇ କୋରେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ବ୍ୟବଛେଦ କରିଛନ୍ତି । ଗତ ୩ ବର୍ଷ ହେବ ପ୍ରଦୀପ ବିବାହ କରିଥିଲେ ଆଉ ତାଙ୍କର ମୃ-ତ୍ୟୁରେ ଶୋକର ଛାୟା ଖେଳି ଯାଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button