ଦେଶ ବିଦେଶ

ଏହି ଲେଡି IPS ଯେଉଁ ରାଜ୍ୟକୁ ବି ଯାଇଥାନ୍ତି ସେଠିକାର CMଙ୍କ ନିଦ ଉଡିଯାଏ, ଇଏ ହେଉଛି ବଡ କାରଣ

ଭାରତରେ ଏମିତି ବହୁତ ମହିଳା ଜନ୍ମ ନେଇଛନ୍ତି, ଯେଉଁମାନେ ନିଜର ସାହସ ଦମରେ ନିଜର ନାମକୁ ଇତିହାସରେ ଲେଖିଛନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ଏକ ଏମିତି ହିଁ ଆଇପିଏସ ଅଧିକାରୀଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ନିଜର ସାହସ ଦମରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କର ଶାନ୍ତି ଛଡାଇ ନିଅନ୍ତି । କାରଣ ତାଙ୍କୁ ଅପରାଧ ଓ ଭ୍ରଷ୍ଟାଚାର ବିଲକୁଲ ବି ପସନ୍ଦ ନୁହେଁ । ସେଥିପାଇଁ ସେ ଯେଉଁଠାକୁ ବି ଯାଆନ୍ତି, ସେଠୁ ଅପରାଧ ଓ ଭ୍ରଷ୍ଟାଚାରକୁ କମ କରିବା ପାଇଁ ଚେଷ୍ଟା କରନ୍ତି ।

ଆମେ ଯେଉଁ ଆଇପିଏସ ଅଫିସରଙ୍କ ବିଷୟରେ କହୁଛୁ, ତାଙ୍କର ନାମ ରୂପା ଡୀ ମୁଦ୍ଗଲ ଅଟେ । କହିବାକୁ ଗଲେ ସେ ସେତେବେଳେ ଚର୍ଚାରେ ଆସିଲେ ଯେତେବେଳେ କର୍ନାଟକ ଜେଲରେ ବନ୍ଦଥିବା ଶଶିକଳାକୁ ଲାଞ୍ଚ ନେଇ ଜେଲ ପ୍ରଶାସନ ସମସ୍ତ ପ୍ରକାରର ସୁବିଧା ଦେବାର ମୁଦ୍ଦାକୁ ସେ ଉଠାଇ ଥିଲେ । ରୂପା ଡୀ ମୁଦ୍ଗଲ କହିଲେ କି ଏହିଭଳି ଲାଞ୍ଚ ନେବା କାରଣରୁ ଶଶିକଳା ଜେଲରେ ଆରାମରେ ରହୁଛନ୍ତି ।

Image courtesy: Google

ଏତିକି ନୁହେଁ ସେ ଏହା ବି କହିଲେ କି ଏହି ଜେଲରେ ବନ୍ଦ ସ୍ଟାଂପ ଘୋଟାଲାର ମୁଖ୍ୟ ଆରୋପୀ ଅବ୍ଦୁଲ କରୀମ ତେଲଗୀ ବି ଜେଲରେ ଆରାମରେ ରହୁଛନ୍ତି । କିନ୍ତୁ ଏହି ଘଟଣାଟି ସାମ୍ନାକୁ ଆସିଲା ପରେ ତାଙ୍କର ଟ୍ରାନ୍ସଫର କରି ତାଙ୍କୁ ଏଂଡ ସେଫଟି ଡିପାର୍ଟମେନ୍ଟକୁ ପଠାଇ ଦିଆଗଲା ।

କହିଦେଉଛୁ କି ରୂପା ଡୀ ମୁଦ୍ଗଲ ପିଲାବେଳୁ ହିଁ ପଢିବାରେ ଭଲ ଥିଲେ । ସେ ଗ୍ରେଜୁଏଶନରେ ଗୋଲ୍ଡ ମେଡାଲ ହାସଲ କରିଛନ୍ତି । ଏହା ପରେ ସେ ପୋଷ୍ଟ ଗ୍ରେଜୁଏଶନ କରିଲେ, ରୂପା ଜେଆରଏଫ ରେ କ୍ୱାଲିଫାଏ କରିଛନ୍ତି । କହିବାକୁ ଗଲେ ରୂପା ବହୁତ ମେଡାଲ ବି ଜିତିଛନ୍ତି ଓ ସେ ବ୍ୟୁଟି ର ଟାଇଟଲ ବି ଜିତିଛନ୍ତି । ଏହା ଛଡା ସେ ଏନସିସି ସହ ବି ଯୋଡି ହୋଇଛନ୍ତି ।

Image courtesy: Google

ପୋସ୍ଟ ଗ୍ରେଜୁଏଶନ ସମୟରେ ରୂପା UPSC ର ପ୍ରସ୍ତୁତି କରୁଥିଲେ, UPSC ରେ କ୍ୱାଲିଫାଏ ହେବା ପରେ ସେ ଆଇପିଏସ ହୋଇ ଗଲେ । ଆଇପିଏସ ର ଟ୍ରେନିଙ୍ଗ ସମୟରେ ବି ସେ ବହୁତ କାରନାମା କରିଛନ୍ତି ଓ ସେ ଜଣେ ସାର୍ପ ସୁଟର ବି ଅଟନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button