ଦିଲ୍ଲୀ ମେଟ୍ରୋ ରେ ଗୋଟେ କପଲ କରୁଥିଲେ କିଛି ଏମିତି – ଭିଡିଓ ହୋଇଛି ବହୁତ ଶୀଘ୍ର ଭାଇରାଲ, ଆପଣ ଦେଖିଛନ୍ତି କି ?

ଦିଲ୍ଲୀ ମେଟ୍ରୋ ସବୁବେଳେ ଚର୍ଚାର ବିଷୟ ହୋଇ ଥାଏ କାହିଁକିନା ସେଠିକା ଯୁବକ ଆସନ୍ତା ଦିନ କିଛି ନା କିଛି ନୂଆ ଅଜବ ଗଜବ କାରନାମା କରି ଥାନ୍ତି, ଗତ କିଛି ଦିନ ତଳେ ଦିଲ୍ଲୀ ମେଟ୍ରୋରେ ଗୋଟେ ଏମିତିକା ଭିଡିଓ ଭାଇରାଲ ହୋଇ ଥିଲା ଯେଉଁ ଥିରେ କପଲ ଏମିତି କିଛି କରୁ ଥିଲେ ଯାହା ଦେଖି ଲୋକଙ୍କୁ ଖରାପ ଲାଗୁ ଥିଲା କିନ୍ତୁ ତାଙ୍କୁ ନୁହଁ । ତେବେ ସଂପୂର୍ଣ୍ଣ ଘଟଣା କଣ ଆସନ୍ତୁ ଜାଣିବା । ଆଜି ଫୁଣୀ ଏମିତି ଗୋଟେ ଭିଡିଓ ଭାଇରାଲ ହୋଇଛି ଯେଉଁଠି ପ୍ରେମୀ ଯୁଗଳ ସମସ୍ତଙ୍କ ଆଗରେ ନିଜ ପ୍ରେମ ପ୍ରଦର୍ଶନ କରୁଛନ୍ତି ।
ଭିଡିଓ ରେ ଆପଣ ଦେଖିବାକୁ ପାଇବେ ଯେ ପ୍ରେମୀ ଯୁଗଳ ମେଟୋ ଗେଟ ପାଖରେ ଠିଆ ହୋଇ ଲଜ୍ୟାଜନକ କାମ କରୁଛନ୍ତି ଯାହା ଦେଖି କାହାକୁ ବି ଲାଜ୍ୟା ଆସିବ କିନ୍ତୁ ପ୍ରେମୀ ନିଜ ନିଜ ଭିତରେ ଏହାକୁ ଏନଜୟ କରୁଛନ୍ତି । ପ୍ରେମୀ ଯୁଗଳ ଏହି କାମ ଗୁଡିକ ଦେଖି କେହିବି ଅସହଜ ମନେ କରିବ କିନ୍ତୁ ତାଙ୍କ ଏହି କାରନାମା ଗୁଡିକ କେହି ଗୋଟେ ପେସେଞ୍ଜର ନିଜ ମୋବାଇଲ ରେ ରିକୋର୍ଡ କରିଛନ୍ତି ।
ତେବେ ଆପଣମାନଙ୍କ ମତରେ ଏହା କେତେ ଦୂର ଠିକ, ଏହିଭଳି ବ୍ୟବହାର ପବ୍ଲିକ ସ୍ଥାନରେ କରିବା ଏ ସମାଜ କୁ କେଉଁ ଆଡକୁ ନେଉଛି ଏହା ଆପଣ ଚିନ୍ତା କରନ୍ତୁ ଓ ଏ ବିଷୟରେ ଆପଣଙ୍କ ମତ ଦିଅନ୍ତୁ । ଆଶା କରୁଛି ଆପଣଙ୍କୁ ଆମର ଏହି ଆର୍ଟିକ୍ଲ ପସନ୍ଦ ଆସିବ । ଯଦି ଠିକ ଲାଗେ ଏହାକୁ ଶେୟାର କରନ୍ତୁ ଓ ଆପଣଙ୍କ ମତ ନିଶ୍ଚୟ କମେଣ୍ଟ କରନ୍ତୁ ଓ ଅନ୍ୟମାନକୁ ମଧ୍ୟ ପଚାରନ୍ତୁ