ଧର୍ମ

୧୮ ଜୁନ ପର୍ଯ୍ୟନ୍ତ ମଙ୍ଗଳ ଏବଂ ରାହୁ ପାଇଁ ଦେଶରେ ରହିବ ଦୁର୍ଘଟଣା ଏବଂ ବିବାଦର ସମ୍ଭାବନା

୪ ମଇ କୁ ରାଶି ପରିବର୍ତନ ଦ୍ଵାରା ମଙ୍ଗଳ ନିଜ ଶତ୍ରୁ ଗ୍ରହ ଶନିଙ୍କ ଗୃହକୁ  ଆସିଛନ୍ତି ଏବଂ ଏହା ଉପରେ ରାହୁଙ୍କ ଦୃଷ୍ଟି ପଡି ରହିଛି । ଏହି ସ୍ଥିତି ୧୮ ଜୁନ ପର୍ଯ୍ୟନ୍ତ ରହିବ, କାଶି ଜ୍ୟୋତିଷ ଆଚାର୍ଯ୍ୟ ପଣ୍ଡିତ ଗଣେଶ ମିଶ୍ର ଅନୁଯାଇ ମଙ୍ଗଳ ଉପରେ ରାହୁ ଦୃଷ୍ଟି ହବା ଦେଶରେ ଦୁର୍ଘଟଣା ଏବଂ ବିବାଦ ବଢିବା ସମ୍ଭାବନା ଅଟେ, ଏହି ସ୍ଥିତି ରେ ଦେଶ ସୁରକ୍ଷା, ଶାସନ ବ୍ୟବସ୍ଥା, ରିତୁ ଏବଂ ସୀମା ପରିବର୍ତନ ଦେଖିବା ଯୋଗ ଅଟେ, ଏହି ଦୁଇ ଗ୍ରହ ଅଶୁଭ ପ୍ରଭାବ ୭ଟି ରାଶିଙ୍କ ଉପରେ ଦେଖିବାକୁ ମିଳିବ, ଏହା ଛଡା ୫ଟି ରାଶିଙ୍କ ପାଇଁ ସମୟ ଭଲ ରହିବ ।

ରିତୁ ଏବଂ ଦେଶ ସୁରକ୍ଷା ପରିବର୍ତନ ସମୟ :

# ପଣ୍ଡିତ ମିଶ୍ରା ଅନୁଯାଇ ମଙ୍ଗଳ ଉପରେ ରାହୁ ଅଶୁଭ ପ୍ରଭାବ ଦ୍ଵାରା ଦୁର୍ଘଟଣା ଏବଂ ବିବାଦ ବଢିବା ସମ୍ଭାବନା ଅଟେ, ଗ୍ରହ ଏହି ସ୍ଥିତି ପ୍ରଭାବ ରେ ଦେଶ ଶାସନ ବ୍ୟବସ୍ଥା, ରିତୁ ଏବଂ ସୀମା ପରିବର୍ତନ ଦେଖିବାକୁ ମିଳିବାର ଯୋଗ ଅଟେ, ଗ୍ରହ ଏହି ଅଶୁଭ ସ୍ଥିତି ପାଇଁ ରିତୁ ଉପରେ ପ୍ରଭାବ ପଡି ପାରେ । ଦେଶ କିଛି ଜାଗାରେ ବାତିୟା ଏବଂ ଚକ୍ରବାତ ଦ୍ଵାରା ପଶୁ ପଖିଙ୍କୁ କଷ୍ଟ ହୋଇପାରେ ।

# ପୂର୍ବ ରାଜ୍ୟ ରେ ଅଧିକ ବର୍ଷା ପାଇଁ ଅସୁବିଧା ହୋଇପାରେ, ଗରମ ବଢିବା ଦ୍ଵାରା ଲୋକ ହଇରାଣ ହୋଇବେ, ଦେଶ କିଛି ଜାଗା ରେ ଅଗ୍ନିକାଣ୍ଡ ହୋଇପାରେ, ମଙ୍ଗଳ ସେନାପତି ହବା ଦ୍ଵାରା ଶାସକମାନଙ୍କ ମଧ୍ୟରେ ଚିନ୍ତା ଏବଂ ବିବାଦ ଉତପନ ହୋଇପାରେ, ଖାଦ୍ୟ ଜିନିଷ ରେଟ ବଢିବାକୁ ଲାଗିବ, ମଙ୍ଗଳ ପ୍ରଭାବ ପାଇଁ ସେନା ସମ୍ବନ୍ଧିତ ବଡ ନିଷ୍ପତ୍ତି ହବାର ସମ୍ଭାବନା ଅଟେ, ଏହା ସହ ରାହୁ ପାଇଁ ଦେଶ ସୀମା ଉପରେ ଚିନ୍ତା ବଢିବାର ଆଶଙ୍କା ଅଟେ ।

 

ଜ୍ଯୋତିଷଆଚାର୍ଯ୍ୟ ଅନୁଯାଇ ୭ଟି ରାଶି ରୁହନ୍ତୁ ସମ୍ଭାଳି :

ଶୁଭ : କନ୍ୟା, ତୁଳା, ବିଛା, ଧନୁ ଏବଂ ମୀନ

ଏହି ୫ଟି ରାଶିଙ୍କ ଉପରେ ମଙ୍ଗଳ ଶୁଭ ପ୍ରଭାବ ରହିବ, ଯାହା ଦ୍ଵାରା ଚାକିରି କରିଥିବା ଲୋକ ଏବଂ ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଲାଭକାରୀ ସମୟ ଏବଂ ଉନ୍ନତି ପ୍ରାପ୍ତ କରି ପାରିବେ, ସମ୍ପତି ସମ୍ବନ୍ଧିତ କଥା ରେ ଲାଭ ପ୍ରାପ୍ତ କରିବେ, ଲୋନ ନବା ବା ଦବା ସମ୍ବନ୍ଧିତ କାର୍ଯ୍ୟ ପୂର୍ଣ ହୋଇବ, ଆଯ ବଢିବାକୁ ଲାଗିବ, ଭାବିଥିବା କାର୍ଯ୍ୟ ସମୟ ଅନୁଯାଇ ସମାପ୍ତ ହୋଇବ ଏବଂ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ ।

ଅଶୁଭ : ମେଷ, ବୃଷ, ମିଥୁନ, କର୍କଟ, ସିଂହ, ମକର ଏବଂ କୁମ୍ଭ

ଏହି ୭ଟି ରାଶିଙ୍କ ଲୋକଙ୍କୁ ୧୮ ଜୁନ ପର୍ଯ୍ୟନ୍ତ ସମ୍ଭାଳି ରହିବା ଉଚିତ, ସାପତ୍ୟ ବା ଅନ୍ୟ ଜିନିଷ ପାଇଁ ସତର୍କ ରହିବା ଉଚିତ ଅଟେ, ଆବଶ୍ୟକ କାମ ଅଟକି ଯାଇ ପାରେ ସାବଧାନ ରୁହନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button