ଧର୍ମ

କୂଅ ଖୋଳୁ ଖୋଳୁ ବାହାରିଲା ଭଗବାନ କୃଷ୍ଣଙ୍କ ମୂର୍ତ୍ତି- ଆଉ ତା ପରେ ହେଲା କିଛି ଏମିତି କି ଆପଣ ବିଶ୍ଵାସ କରିପାରିବେନି

ଭାରତକୁ କେବେ ସୁନାପକ୍ଷୀ କୁହାଯାଉଥିଲା, ଆଜିବି ଦେଶ କେତେ ଭାଗରୁ ଏମିତିକା କିଛି ଶୁଣିବାକୁ ମିଳିଥାଏ ଯାହା ଅତ୍ୟନ୍ତ ରହସ୍ୟମୟ ଏବଂ ଅଲଗା ହୋଇଥାଏ । ତେବେ ଭାରତର ବହୁତ ଜାଗାରେ ଜମି ତଳେ ସୁନା ସିକା ବା ମୂର୍ତ୍ତି ଦେଖିବାକୁ ମିଳିଥାଏ, ବର୍ତମାନ ଏମିତି ଗୋଟେ ଘଟଣା ଉତ୍ତର ପ୍ରଦେଶ ବାନ୍ଦାରେ ଦେଖିବାକୁ ମିଳିଛି, ଏଠାରେ ଜମି ଖୋଳିଲା ବେଳେ ଭଗବାନ ଶ୍ରୀ କୃଷ୍ଣଙ୍କ ଭବ୍ୟ ମୂର୍ତ୍ତି ବାହାରିଛି, ଯାହାକୁ ଦେଖି ଲୋକ ଆଶ୍ଚର୍ଯ୍ୟରେ ପଡି ଯାଇଛନ୍ତି ।

Image Courtesy: Google

ଅଦ୍ଭୁତ ଅମୂଲ୍ୟ ଅଷ୍ଟଧାତୁ ମୂର୍ତ୍ତି :

ଏହି ଘଟଣା ଉତ୍ତର ପ୍ରଦେଶ ବାନ୍ଦା ମବଇ ର ଅଟେ, ଏଠାରେ ଗୋଟେ କୂଅ ଖୋଳା ହଉଥିଲା ଯାହା ସଫା କରିବା ସମସ୍ୟରେ ଭଗବାନ ଶ୍ରୀ କୃଷ୍ଣଙ୍କ ଏହି ଅଦ୍ଭୁତ ଅମୂଲ୍ୟ ଅଷ୍ଟଧାତୁ ମୂର୍ତ୍ତି ବାହାରିଥିଲା, ଏହି ମୂର୍ତ୍ତି ବାହାରିବା ପରେ ପୁରା ଜାଗାକୁ ସୂଚନା ପ୍ରାପ୍ତ ହୋଇଯାଇଥିଲା, ରୋଚକ ତତ୍ଵ ଏହା ଯେ ମୂର୍ତ୍ତିକୁ ୩୦ ବର୍ଷ ଧରି ଖୋଜା ଯାଉଥିଲା କିନ୍ତୁ ମୂର୍ତ୍ତି ମିଳିବା ପରେ ଏହି ପୁରୁଣା କଥା ତାଜା ହୋଇଯାଇଛି ।

Image Courtesy: Google

ମୂର୍ତ୍ତି ଓଜନ ଦେଢ ଦୁଇ କେଜି ମଧ୍ୟରେ ଅଟେ :

ଖୋଳିବା ବେଳେ ମିଳିଲା ଲକ୍ଷ ଲାହ୍ୟା ଟଙ୍କା ଦାମ ଏହି ଅଷ୍ଟଧାତୁ ମୂର୍ତ୍ତି ଭଗବାନ ଶ୍ରୀ କୃଷ୍ଣଙ୍କ ବାଲକ ରୂପ ଦର୍ଷେଇ ଅଛି, ଏହାର ଓଜନ ଦେହରୁ ଦୁଇ କେଜି ଅଟେ, ସ୍ଥାନୀୟ ଲୋକଙ୍କ କହିବା ଅନୁଯାଇ ଏହି ମୂର୍ତ୍ତି ୩୦ ବର୍ଷ ତଳେ ଗାଁ ରାମ ଜାନକୀ ମନ୍ଦିରରୁ ଚୋରି ହୋଇଯାଇଥିଲା, ଏହା ପରେ ଏହି ଘଟନା ବିଷୟରେ ଜାଣି ଲୋକ ଆଶ୍ଚର୍ଯ୍ୟ ହୋଇଥିଲେ ଏବଂ କିଛି ଲୋକଙ୍କୁ ଏହା ବିଷୟରେ କିଛି ଜଣା ନଥିଲା ।

Image Courtesy: Google

ମୂର୍ତ୍ତି ଡାହାଣ ହାତ କଟି ଯାଇଛି :

ଏହି ଘଟନା ସୂଚନା ଦବା ବେଳେ ଅପର ପୋଲିସ ଅଧ୍ୟକ୍ଷ ଭରତ କୁମାର ପାଲ କହିଛନ୍ତି ଯେ ପୋଲିସ ଅସ୍ଥଧାତୁ ମୂର୍ତ୍ତି ନିଜ ଅଣ୍ଡରରେ ରଖିଛନ୍ତି, ଏହାକୁ ରାତିରେ କୋତବାଲିରେ ରଖାଯିବ, ଆଶ୍ଚର୍ଯ୍ୟ କଥା ଏହା ଅଟେ ଯେ ମୂର୍ତ୍ତି ଡାହାଣ ହାତ କଟିଛି । ଗାଁଲୋକଙ୍କ କହିବା ଅନୁଯାଇ କେତେ ଦିନ ଧରି କୂଅରେ ମୁଠି ଅଛି ବୋଲି କଥା ପବନରେ ଥିଲା, ଏହାର ସୂଚନା ଗ୍ରାମ ପ୍ରଧାନକୁ ଦିଆ ଯାଇଥିଲା, ଅନ୍ତିମରେ ଗ୍ରାମ ପ୍ରଧାନ ଦ୍ଵାରା ପୋଲିସ ସମୁଖରେ କୂଅ ପାଣିକୁ ପମ୍ପିଙ୍ଗ ସେଟ ଠାରୁ ଖାଲି କରା ଗଲା, ଏହା ପରେ ଯାହା ହେଲା ତାହା ଦେଖି ପୁରା ଗାଁ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ ।

Image Courtesy: Google

ମୂର୍ତ୍ତି ଡାହାଣ ହାତ ଖୋଜିବାର ଦାବି :

କୁହାଯାଉଛି ଯେ କୂଅରୁ ପାଣି ବାହାର କଲା ପରେ ମୂର୍ତ୍ତି ବାହାର ହୋଇଛି, ଏହି ମୂର୍ତ୍ତି ୩୦ ବର୍ଷ ତଳେ ମନ୍ଦିରରୁ ଚୋରି ହୋଇଥିଲା, ବର୍ତମାନ ଗ୍ରାମୀଣ ଲୋକ ମୂର୍ତ୍ତି ଡାହାଣ ହାତ କଟି ଯାଇଥିବାର ମାଙ୍ଗ କରିଛନ୍ତି, ନଗର ପୋଲିସ ଏହାର ସୂଚନା ସମ୍ବନ୍ଧିତ ବିଭାଗକୁ ଦେଇଛନ୍ତି ଓ ସରକାର ତାଙ୍କ କାମ ଆରମ୍ଭ କରିଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button