ମନୋରଞ୍ଜନ

ମୁଁ Love ରେ ଅଛି ଖୁବ୍‌ଶିଘ୍ର ବାହା ହେବି! ପୁଣି ବେଦୀରେ ବସିବି, ଦେଖନ୍ତୁ ନିଜ ବିବାହକୁ ନେଇ କଣ କହୁଛନ୍ତି Anubhab

ହଁ ମୁଁ ପ୍ରେମ କରୁଛି । ମୁଁ ଲଭ ରେ ଅଛି । ବହୁତ ଜଲ୍ଦି ବାହା ହେବାକୁ ବି ଯାଉଛି । ଠାକୁର ଙ୍କୁ ଡାକନ୍ତୁ ମୋର ଜଲ୍ଦି ଡିଭୋର୍ସ ହୋଇଯାଉ । ହଁ ଦର୍ଶକ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଓଲିଉଡ ଓଲିଉଡ ସୁପର ଷ୍ଟାର ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି କିଛି ଏମିତି କହିଛନ୍ତି ନିଜ ପ୍ରେମକୁ ନେଇ ।

ସୂଚନା ଅନୁଯାୟୀ ଏକ ସୋ ରେ ଗଣମାଧ୍ୟମର କିଛି ପ୍ରଶ୍ନ ର ଉତ୍ତର ଦେବାକୁ ଯାଇ ଅନୁଭବ ମହାନ୍ତି କହୁଛନ୍ତି କି “ହଁ ମୁଁ ପ୍ରେମ କରୁଛି ମୁଁ ଏବେ ଲଭ ରେ ଅଛି , ହଁ ମୁଁ ରିଲେସନ ରେ ଅଛି । ବହୁତ ଜଲ୍ଦି ବାହା ହେବାକୁ ଯାଉଛି । ସେଦିନ ଥିଲା ସିନେମାର ଶୁଟିଙ୍ଗ କିନ୍ତୁ ଏବେ ପୁରା ସତ ସତିକା ବାହାଘର ହେବ । ରାଜା ବେସ ରେ ପୁଣି ବେଦିରେ ବସିବି । ପୁଣି ମଥା ରେ ସିନ୍ଦୁର ଦେଇ ପୁଣି ବାହା ହେବି” କିଛି ଏମିତି କହିଛନ୍ତି ଅନୁଭବ ମହାନ୍ତି ।

ଏକ ସୋ ରେ ଅନୁଭବ ଗଣମାଧ୍ୟମକୁ ନିଜର ବୟାନ ଦେଇ କହିଛନ୍ତି “ଲଭ ରେ ଅଛନ୍ତି ପ୍ରେମ କରୁଛନ୍ତି କିନ୍ତୁ କାହା ସହ ନୁହେଁ । ଲଭ ରେ ଅଛନ୍ତି ତାଙ୍କ ବାପା ମା ଙ୍କ ସହ, ଲଭ ରେ ଅଛନ୍ତି ତାଙ୍କ ଦର୍ଶକ ଙ୍କ ସହ, ଲଭ ରେ ଅଛନ୍ତି ତାଙ୍କ ଫ୍ୟାନ୍ସ ମାନଙ୍କ ସହ । ଲଭ ରେ ଅଛନ୍ତି ପ୍ରଶଂସକ ମାନଙ୍କ ସହ” । ଆଉ ଡିଭୋର୍ସ ହେବା ପରେ ହିଁ ଦ୍ଵିତୀୟ ଥର ବିବାହ କରିବେ ବୋଲି କହିଛନ୍ତି ଅନୁଭବ ମହାନ୍ତି ।

ଆଉ ସବୁଠାରୁ ବଡ କଥା ହେଉଛି ଯାହା ସେ ପୂର୍ବରୁ କୁହନ୍ତି ଯେ “ବେସ କିଛି ଦିନ ହେବ ମୁଁ ଭାରି ମାନସିକ ଚିନ୍ତା ରେ ରହୁଛି । ମୁଁ ଯେଉଁ ଭୁଲ ରେ କରିଛି ତାହା ଆଉ ଜୀବନରେ କେବେ ବି କରିବି ନାହି । ମୁଁ ଆଉ କାହାକୁ ମନ ଦେବୀ ନାହି କି ଆଉ କାହାକୁ ପ୍ରେମ କରିବି ନାହି କି ଆଉ କାହା ସହ ମୁଁ ଲଭ ରେ ରହିବି ନାହି । କିନ୍ତୁ ପ୍ରେମ ନ ଥିଲେ ଜୀବନର କିଛି ମାନେ କିଛି ନାହି ନା । ମୁଁ ପ୍ରେମରେ ଅଛି ଲଭ ରେ ଅଛି ।

କିନ୍ତୁ ମୁଁ ମୋ ବାପା ମା ଙ୍କ ସହ ଲଭ ରେ ଅଛି । ମୁଁ ମୋ ଦର୍ଶକ ଙ୍କ ସହ ପ୍ରଶଂସକ ସହ ଲଭ ରେ ଅଛି” । କାରଣ ସେ ବୁଝି ସାରିଛନ୍ତି ଦର୍ଶକ ଙ୍କ ପ୍ରେମ, ବାପା ମା ଙ୍କ ପ୍ରେମ, ଶୁଭେଛୁ ଙ୍କ ପ୍ରେମ ଛଡା ଆଉ ପ୍ରେମର ମୂଲ୍ୟ କିଛି ନାହି । ପ୍ରେମ ଜାଗାରେ ଖାଲି ପ୍ରତାରଣା ରହିଛି ଏ କଥା ନିଜେ ଅନୁଭବ ମହାନ୍ତି କହୁଛନ୍ତି ।

ଆଉ ଅନୁଭବ ପ୍ରେମ ରୂପକ ସେହି ପଙ୍କରେ ପଶି ଗୋଡ ଧୋଇବାକୁ ଚାହାଁନ୍ତି ନାହି ଯାହା ତାଙ୍କ କଥାରୁ ସ୍ପଷ୍ଟ ବାରି ହେଉଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button