ଦେଶ ବିଦେଶ

ପିଲାମାନେ ଜିଦିଆ ହୋଇଯାଉଛନ୍ତି କି ! ଲବଙ୍ଗର ଏହି ପ୍ରତିକାର କରିଲେ, ସବୁଦିନ ପିଲା ଆପଣଙ୍କ କଥା ମାନିବେ ।

ନିଜ ସନ୍ତାନଙ୍କର ଏକ ଉଜ୍ଜଳ ଭବିଷ୍ୟତ ସବୁ ବାପାମାଆ ମାନେ ଚାହିଁଥାନ୍ତି । ନିଜ ପିଲାକୁ ଭଲ ବୁଦ୍ଧିବିଦ୍ୟା ଶିକ୍ଷା ଦେଇ ପିଲାଙ୍କୁ ଭଲ ରାସ୍ତାରେ ଚାଲିବା ପାଇଁ ବାପା ମା’ ମାନେ ପରାମର୍ଶ ଦେଇଥାନ୍ତି । ହେଲେ ବହୁତ ପିଲା ନିଜ ବାପା, ମା’ ତଥା ଗୁରୁଜନ ମାନଙ୍କର କଥାକୁ ମାନୁଥିବା ବେଳେ ଏମିତି ମଧ୍ୟ ବହୁତ ପିଲା ଅଛନ୍ତି । ଯେଉଁ ମାନେ କି ନିଜ ଗୁରୁଜନ ମାନଙ୍କ କଥାକୁ ଖାତିର ନକରି ନିଜ ମନମର୍ଜି ଅନୁସାରେ କାର୍ଯ୍ୟ କରିଥାଏ । ଯେଉଁ କାରଣରୁ ପିଲା ପାଇଁ ବାପାମାଆ ବହୁତ ସମୟରେ ଅଧିକ ଚିନ୍ତିତ ହେବା ସହ ବ୍ୟସ୍ତ ବିବ୍ରତ ହୋଇପଡିଥାନ୍ତି ।

 

ଜାତକରେ ଯଦି କିଛି ସମସ୍ଯାମାନ ରହିଥାଏ । ତେବେ ପିଲା ଏହିପରି ସ୍ଵଭାବର ହୋଇଯାଇ ନିଜ ମନମାନି କରିବାକୁ ଭଲ ପାଇଥାନ୍ତି । ତେଣୁ ଯଦି ପିଲାର ଜାତକର ପଞ୍ଚମ ଘରେ କେତୁ ଅବସ୍ତାନ କରିଥାନ୍ତି । ତେବେ ପିଲା ନିଜ ମନ ଇଛା ଅନୁସାରେ ହିଁ କାର୍ଯ୍ୟ କରିଥାନ୍ତି । ଯଦି ପିଲାକୁ ନିଜର କଥା ଅନୁସାରେ ପରିଚାଳିତ କରି ତାଙ୍କର ଭବିଷ୍ୟତ ଉଜ୍ଜଳ କରିବାକୁ ଚାହିଁଥାନ୍ତି । ତେବେ ଏହି ଉପାୟକୁ ନିହାତି ଭାବରେ କରନ୍ତୁ ।

ଏହି ଉପାୟକୁ କରିବା ଆପଣଙ୍କୁ କେବଳ ୨ ଟି ସାମଗ୍ରୀର ଆବଶ୍ୟକତା ରହିଛି । ସେହି ୨ ଟି ସାମଗ୍ରୀ ହେଉଛି କର୍ପୁର ଓ ଲବଙ୍ଗ । ଏକ ପାତ୍ରରେ ୩, ୯ କିମ୍ବା ୨୭ ଟି ଲବଙ୍ଗକୁ ସେଥିରେ ଗୋଟିଏ କର୍ପୁର ପକାଇ ତାହାକୁ ଜଳାଇ ଦିଅନ୍ତୁ । ତାହାକୁ ଜଳାଇ ସାରିବା ପରେ ସେଥିରୁ ଯେଉଁ ଭଷ୍ମ ବା ପାଉଁଶ ବାହାରିବ । ତାକୁ ଏକ ପାତ୍ରରେ ରଖି ଦିଅନ୍ତୁ । ପ୍ରତିଦିନ ଯେତେବେଳେ ପିଲାର ସାମ୍ନାସାମ୍ନୀ ହୋଇ କିଛି କଥା ବାର୍ତ୍ତା କରୁଥିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button