ଜୀବନଶୈଳୀ

ଝିଅ ଆପଣଙ୍କୁ Like କରୁଥିଲେ ଦେଇଥାଏ ଏହି 2ଟି ଇସାରା! Love Tips

ବନ୍ଧୁଗଣ ପ୍ରତେକ ପୁଅଙ୍କୁ ଜଣା ଥିବା ଦରକାର ଯଦି ସେ କୌଣସି ଝିଅକୁ ଭଲ ପାଉଛନ୍ତି କିମ୍ବା ଝିଅକୁ ନିଜର ମନ କଥା କହିବାକୁ ଚାହୁଛି ତେବେ ଝିଅ ତାକୁ ଲାଇକ କରୁଛି କି ନାହି । ଯଦି ଝିଅଟି ପୁଅକୁ ଲାଇକ କରୁ ନ ଥିବ ତେବେ ଯଦି ପୁଅ ଯାଇ ପ୍ରପୋଜ କରେ ତେବେ ପୁଅର ବ୍ୟାଣ୍ଡ ବାଜିଯିବ । ତେଣୁ ପ୍ରତେକ ପୁଅ ଜାଣିବା ଦରାକର ଝିଅ ଭଲ ପାଉଛି କି ନାହି କିମ୍ବା ଲାଇକ କରୁଛି କି ନାହି । ଏଥିପାଇଁ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ବିଷୟାରେ କହିବାକୁ ଯାଉଛୁ । ଏହାକୁ ଆପ୍ଳାଏ କରିଲେ ନିଶ୍ଚୟ ଜାଣିପାରିବେ ଝିଅ ଲାଇକ କରୁଛି କି ନାହି ।

ବନ୍ଧୁଗଣ କୌଣସି ଝିଅ ବିନା କାରଣରେ କାହା ସହ କଥା ହୁଅନ୍ତି ନାହି କିମ୍ବା ସମ୍ପର୍କ ରଖନ୍ତି ନାହି ବା ହସନ୍ତି ନାହି । ଝିଅ ମାନେ ଯାହାକୁ ଭଲ ପାଇଥାନ୍ତି ବା ଲାଇକ କରିଥାନ୍ତି ସେହି ପୁଅକୁ ହିଁ ସ୍ମାଇଲ କରିଥାନ୍ତି । ଯଦି କୌଣସି ଝିଅ କୌଣସି ପୁଅକୁ ଦେଖି ପ୍ରେମ ଭରା ସ୍ମାଇଲ କରେ ବା ଆଇ କଣ୍ଟାକ୍ତ କରେ ଅର୍ଥାତ ପୁଅ ଆଖି ରେ ଦେଖି କିଛି ଇସାରା କରିବ ତେବେ ଜାଣିବେ ଝିଅ ଆପଣଙ୍କୁ ଲାଇକ କରୁଛି । ଆପଣ ମାନେ ବି ଦେଖିଥିବେ ଆଉ ଜଣାଇଥିବେ ଯଦି କୌଣସି ଝିଅ ଯାଉଥାଏ ଆଉ ତା ଆଗରେ ପୁଅଟା ଆସିଯାଏ ତେବେ ଝିଅ ମୁହଁ ବୁଲାଇ ଚାଲି ଯାଇଥାଏ ।

କିନ୍ତୁ କୌଣସି ପୁଅ ସହ ଆଇ କଣ୍ଟାକ୍ତ କରିବା ନାହି । ଯଦି କୌଣସି ଝିଅ ଆପଣଙ୍କୁ ଦେଖିବା ମାତ୍ରେ ସ୍ମାଇଲ ଦେବା ସହ ଆଖି ରେ କିଛି ଇସାରା କରିଥାଏ ତେବେ ୧୦୦% ସିୟୋର କି ଝିଅ ପୁଅକୁ ଲାଇକ କରୁଛି । ସେ ଝିଅ ସହ ପୁଅ କଥା ହେବା ଦରାକର କିଛି ନା କିଛି ବାହାନାରେ । ନିଜ ଫୋନ ନମ୍ବର ଦେବା ସହ ଝିଅକୁ ମନ କଥା କହିବାକୁ ଚେଷ୍ଟା କରିବା ଦରକାର । ପ୍ରଥମେ ଝିଅ ସହ ବନ୍ଧୁତା କରିବା ଦରାକର ଏହା ପରେ ପୁଅ ନିଜ ଭଲ ପାଇବାକୁ ଆଗକୁ ନେବା ଉଚିତ ।

। ଆଉ କିଛି ଝିଅ ମାନେ ଏମିତି ଅଛନ୍ତି ଯେଉଁ ମାନେ ପୁଅକୁ କିଛି କୁହନ୍ତି ନାହି କି ପ୍ରପୋଜ କରନ୍ତି ନାହି ସେ ଯେତେ ଭଲ ପାଇଥାଉ ନା କାହିଁକି ବାସ ଇସାରା ମାଧ୍ୟମରେ ସେ ପୁଅକୁ କହିଥାଏ କି ସେ ତାକୁ ଲାଇକ କରୁଛି । ବାସ ଏହି ଇସାରା ପୁଅ ବୁଝିବା ଦରକାର । ଏଭଳି କ୍ଷେତ୍ରରେ ପୁଅ ବୁଝିବା ଦରକାର ଝିଅ ଲାଇକ କରୁଛି ସେଥିପାଇଁ ପୁଅକୁ ନିଜ ଆଡୁ କଥା ହେବା ଦରକାର ।

ଯଦି କୌଣସି ଝିଅ ପୁଅକୁ ଲୁଚି ଲୁଚି ଦେଖୁଛି ଆଉ ପୁଅ ଦେଖିବା ମାତ୍ରେ ସେ ସେଠାରୁ ପଳାଇ ଯାଉଛି କିମ୍ବା ଲୁଚି ଲୁଚି ପୁଅକୁ ଦେଖି ଖୁସି ହେଉଛି ତେବେ ଜାଣିବେ ଝିଅ ପୁଅକୁ ଲାଇକ କରୁଛି । ଆପଣ ମାନେ ବି ଏହି ଟିପ୍ସ ଥରେ ଆପ୍ଳାଏ କରନ୍ତୁ । ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button