ମନୋରଞ୍ଜନ

ଏହି ବଲୀଉଡ ଅଭିନେତ୍ରୀମାନେ ଦେଖିବାକୁ ଅବିକଳ ନିଜ ମାଙ୍କ ପରି – ୫ ନମ୍ବର ତ ପୁରା ତାଙ୍କ ମାଙ୍କର ଜେରକ୍ସ

ପୁଣି ଏକ ମୋନରଞ୍ଜନ ଧର୍ମୀ ଖବର ନେଇ ଆସିଛୁ ଆମେ ଆପଣଙ୍କ ପାଇଁ । ମା’ ଏହି ଶବ୍ଦ ହେଉଛି ଦୁନିଆର ଏଭଳି ଶବ୍ଦ ଯାହା ଆଗରେ ବାକି ସବୁ ଫିକା ଲାଗେ । ମା ବୋଲି ଠାରେ ଡାକିଦେଲେ ଗୋଟେ ମାଆ ର ମନରେ ଏତେ ଖୁସି ଖେଳିଯାଏ ତାହା ଶବ୍ଦରେ କହିବା କଷ୍ଟ । ଗୋଟେ ଛୁଆ ପାଇଁ ତା ମା’ ହିଁ ତାର ସାରା ଦୁନିଆ । ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ କେବଳ ସେ ଗୋଟେ ହିଁ ବ୍ୟକ୍ତି ନିଜେ ନିଜ ସନ୍ତାନକୁ ବିନା କିଛି ସ୍ଵାର୍ଥରେ ଭଲ ପାଇବା ଦେଇଥାଏ । ପ୍ରତ୍ୟକ ପିଲାର ପ୍ରଥମ ବନ୍ଧୁ, ଶିକ୍ଷକ ଓ ପଥ ଦର୍ଶକ ହେଉଛି ମା’ । କୁହାଯାଏ ଗୋଟେ ଝିଅ ବ୍ଯତୀତ ଅନ୍ୟ କେହି ବି ଗୋଟେ ମା’ ର ମନ କଥା ବୁଝିପାରିବେନି ।

ତେବେ ସେହି ଭଳି କିଛି ମା ଝିଅଙ୍କ ଯୋଡି ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । ବଲୀଉଡ ଇଣ୍ଡସ୍ଟ୍ରିରେ ବହୁତ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଦେଖିବାକୁ ଅବିକଳ ତାଙ୍କ ମାଙ୍କ ଭଳି । ଯିଏ ଦେଖିବେ କହିବେ ମା’ ଝିଅ ନୁହେଁ ଏମାନେ ଯାଁଳା ଭଉଣୀ । ସେହିଭଳି କିଛି ମାଆ ଝିଅଙ୍କ ବିଷୟରେ ଆସନ୍ତୁ ଜାଣିବା ଯିଏ ଦେଖିବାକୁ ପୁରା ଏକା ଭଳି । ଯାହାକୁ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ କିଏ ମାଆ ଓ କିଏ ଝିଅ ।

ଏହି ୮ ଜଣ ଅଭିନେତ୍ରୀ ଦେଖିବାକୁ ପୁରା ନିଜ ମା’ଆଙ୍କ ଅବିକଳ :

ସାରା ଅଲ୍ଲି ଖାନ ଏବଂ ଅମୃତା ସିଂହ

 

ଆଲିଆ ଭଟ୍ଟ ଏବଂ ସୋନି ରାଜଦାନ

ଇଶା ଦେଓଲ ଏବଂ ହେମା ମାଳିନୀ

କରିସ୍ମା କପୁର ଏବଂ ବବିତା କପୁର

ଟ୍ଵିଙ୍କଲେ ଖନ୍ନା ଏବଂ ଡିମ୍ପ୍ଲ କପାଡିୟା

ସୋହା ଅଲ୍ଲୀ ଖାନ ଏବଂ ଶର୍ମିଳା ଟେଗୋର

ଶ୍ରୁତି ହସନ ଏବଂ ସାରିକା

ଜାହ୍ନବୀ କପୁର ଏବଂ ଶ୍ରୀଦେବୀ

କଣ ଆପଣ ମାନେ ବି ଚିନ୍ତାରେ ପଡିଗଲେ ନା ଏମାନଙ୍କ ଭିତରେ କିଏ ମା ଓ କିଏ ଝିଅ । ଆପଣଙ୍କ ମତ କଣ ? ଆପଣଙ୍କୁ ଏମାନଙ୍କ ମଧ୍ୟରେ ସବୁଠୁ ଅବିକଳ କିଏ ଲାଗୁଛନ୍ତି କମେଣ୍ଟ ନିଶ୍ଚୟ କରିବେ । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button