ଦେଶ ବିଦେଶ

Odia Gk- କେଉଁ ଦେଶରେ ବାପା ଝିଅ ବିବାହ କରନ୍ତି ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବିଭିନ୍ନ ପ୍ରକାର କଥାକୁ ଆଧାର କରି ଜେନେରାଲ ନଲେଜ ବା ସାଧାରଣ ଜ୍ଞାନ ପ୍ରସ୍ତୁତ କରାଯାଇଥାଏ । ଜେନେରାଲ ନଲେଜ ଜାଣିବା ଦ୍ଵାରା ଆମର ବହୁତ ଗୁଡିଏ କାମରେ ମଧ୍ୟ ତାହା ଆସିଥାଏ । କାରଣ ସମସ୍ତ କ୍ଷେତ୍ରରେ  ଜ୍ଞାନର ବହୁ ମାତ୍ରାରେ ଆବଶ୍ୟକ ରହିଥାଏ । ତେବେ ସେହିପରି କିଛି ସାଧାରଣ ଜ୍ଞାନ ବା ଜେନେରାଲ ନଲେଜ ବିଷୟବସ୍ତୁ ସମ୍ପର୍କରେ ଚାଲନ୍ତୁ ଆଲୋଚନା କରି ଜାଣିନେବା । ଯାହା ନିଶ୍ଚୟ ଭାବରେ ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ଏହା ବହୁ ମାତ୍ରାରେ ସହାୟକ ମଧ୍ୟ ହୋଇପାରେ ।

୧;-ବିଶ୍ଵର ସବୁଠାରୁ ବଡ ଫଳ କିଏ ?

ଉତ୍ତର;- ବିଶ୍ଵର ସବୁଠାରୁ ବଡ ଫଳର ନାମ ହେଉଛି ପଣସ ।

୨;-କେଉଁ ପଶୁ ଆକାଶ ଆଡକୁ ଦେଖିପାରେ ନାହିଁ ?

ଉତ୍ତର;-ଘୁଷୁରୀ ଆକାଶ ଆଡକୁ ଦେଖି ପାରେ ନାହିଁ ।

୩;-  STATUE OF UNITY କୁ କେତେ କିଲୋମିଟର ଦୂରରୁ ଦେଖିପାରିବା ?

ଉତ୍ତର;-STATUE OF UNITY  କୁ  ୭ କିଲୋମିଟର ଦୂରରୁ ଦେଖିପାରିବା ।

୪;-କାହାର ରକ୍ତର ରଙ୍ଗ ନୀଳ ହୋଇଥାଏ ?

ଉତ୍ତର;-ଅକ୍ଟୋପସର ରକ୍ତ ନୀଳ ହୋଇଥାଏ ।

୫;-ଭାରତ ବ୍ଯତୀତ ଅନ୍ୟ କେଉଁ ଦେଶରେ ତାଜମହଲ ରହିଛି ?

ଉତ୍ତର;-ଭାରତ ବ୍ଯତୀତ ବାଂଲାଦେଶ ଦେଶରେ ତାଜମହଲ ରହିଛି ।

୬;-ଭାରତରେ ସର୍ବାଧିକ ସିନେମା କେଉଁ ଦିନ ରିଲିଜ ହୋଇଥାଏ ?

ଉତ୍ତର;-ଭାରତରେ ସର୍ବାଧିକ ସିନେମା ଶୁକ୍ରବାର ଦିନ ରିଲିଜ ହୋଇଥାଏ ।

୭;-ଭରତରେ କେଉଁ ରାଜ୍ୟରେ ପାକିସ୍ଥାନ ନାମ ଥିବା ଗ୍ରାମ ରହିଛି ?

ଉତ୍ତର;-ଭାରତରେ ବିହାର ରାଜ୍ୟରେ ପାକିସ୍ତାନ ନାମ ଥିବା ଗ୍ରାମ ରହିଅଛି ।

୮;-ଭାରତର କେଉଁ ରାଜ୍ୟରେ ଗଧ ମେଳା ଆୟୋଜିତ ହୁଏ ?

ଉତ୍ତର;-ଭାରତର ରାଜସ୍ଥାନ ରାଜ୍ୟରେ ଗଧ ମେଳା ଆୟୋଜିତ ହୁଏ ।

୯;-କେଉଁ ଦେଶରେ ବାପା ଝିଅ ବିବାହ କରନ୍ତି ?

ଉତ୍ତର;- ବାଂଲାଦେଶରେ ବାପା ଝିଅ ବିବାହ କରନ୍ତି ।

୧୦;-ବର୍ତ୍ତମାନ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି କିଏ ଅଛନ୍ତି ?

ଉତ୍ତର;- ଭାରତର ସବୁଠାରୁ ବର୍ତ୍ତମାନର ଯଦି ଧନୀ ବ୍ୟକ୍ତିଙ୍କ ନାମ କହିବା ପାଇଁ ଯିବା, ସେ ହେଉଛନ୍ତି ମୁକେଶ ଅମ୍ବାନୀ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button