ବଜାରକୁ ଆସିଲା SAMSUNG ର ସବୁଠୁ ଶସ୍ତା 5G PHONE, ଚୋରୀ ହେଲେ Switch off ହେବ ନାହିଁ ଫୋନ…. ଆହୁରି ଅଛି ଅନେକ Feature

ବନ୍ଧୁଗଣ ଓଡିଶା ପ୍ରବେଶ କରିଲା ଇଣ୍ଡିଆର ସର୍ବ ବୃହତ୍ତ ମୋବାଇଲ କମ୍ପାନୀ ସ୍ୟାସଙ୍ଗ 5G A14 ଓ A23 5G ମଡେଲ ଆଜି ପ୍ରବେଶ କରିଛି । ଯାହା ଓଡିଶାରେ ଧୁମ ମଚାଇବ ବୋଲି ସ୍ୟାସସଙ୍ଗ ର ହେସ କହିଛନ୍ତି । ଶ୍ୟାମସଙ୍ଗର ହେଡ ଜଗେନ୍ଦ୍ର ହଂସ ଏ ନେଇ ଗଣାମଧ୍ୟମରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ “ଶ୍ୟାମସଙ୍ଗ ଏମିତି ଗୋଟେ ମୋବାଇଲ ଅଛି ଯାହାର ଗୋଟେ ନକ ସିକ୍ଯୁରିଟି ଅଛି ।
ଲୋକମାନେ ନକ ସିକ୍ଯୁରିଟି ଯେଉଁଟା ଇଣ୍ଟରନେଟ ସିକ୍ଯୁରିଟି । ଆପଣଙ୍କର ମୋବାଇଲ ଚୋରୀ ହେଲେ ବି ମୋବାଇଲ ସ୍ଵିଚ ଅଫ ହେବ ନାହି । ମୋବାଇଲ ଟ୍ରାକ ହୋଇ ପାରିବ ତାର ଜିପିଏସ କାମ କରିବ । ଆଉ ଶ୍ୟାମସଙ୍ଗ ଭୁବନେଶ୍ଵର ଭଳି ସହରରେ ଅଧିକାଂଶ ବ୍ୟବହାର କରା ଯାଉଛି । ଆମର 50 ପ୍ରତିଶତ ଭାଗ ମାର୍କେଟ ରେ ସେୟାର ଅଛି । ଶ୍ୟାମସଙ୍ଗର ଦବଦବା କେବେ ବି ଯାଇ ନାହି ।
ସେଥିପାଇଁ 2ଟି ମେଦଳ ନେଇକି ଆସିଛି । ଯାହାର ମୂଲ୍ୟ 15 ହଜାର ତଳକୁ ଆସିଛି । ଏମିତି କେଉଁ କମ୍ପାନୀ ନାହି ଯିଏ 15 ହଜାର ତଳକୁ ଫୋନ ଦେଉ ନାହି । ଏହି 2ଟି ମଡେଲ ରେ 5000 MH ର ବ୍ଯାଟେରୀ ଅଛି । 14 5G ରେ 15 ୱାଟ ର ଚାର୍ଜର ଓ 23 5G ରେ 25 ୱାଟ ର ଚାର୍ଜର ଅଛି । ଏହି 2ଟି ମଡେଲ ରେ 45 ରୁ 60 ମିନିଟ ଭିତରେ କାହାର୍ଜ ହୋଇଉଜୀବ । ବ୍ଯାଟେରୀ 2 ଦିନ ପାଇଁ ରହିବ ।
ଏହା ଏକ ଲେଟେଷ୍ଟ ଟେକନୋଲୋଜି । 4gG କୁ ପଡିଲେ ନେଟୱାର୍କ ଅଟୋମେଟିକ ସ୍ଵିଜ ଅଫ ହୋଇଯିବ । A23 5G ଟିକେ ଅଧିକା ଦାମୀ ଅଛି ଲୋକେ ଚାହିଁଲେ ଏହାକୁ କିଣି ପାରିବେ । ଏଥିରେ ଭଲ ଫିଚର ଅଛି, କ୍ୟାମେରା ଅଛି । ଆଜିର ଦିନରେ ଆମର ବହୁତ ସୁବିଧା ରହିଛି ଯେ ଶ୍ୟାମସଙ୍ଗ କମ୍ପାନୀ ଗୋଟେ ଶ୍ୟାମସଙ୍ଗ ଫିନାଇନ୍ସ ମଧ୍ୟ ନିଜର ବାହାର କରି ଦେଇଛି । ଆପଣଙ୍କୁ ଅଫର ଦେଇ ଦେଉଛି ।
ଆପଣ ଯେଉଁ ଦୋକାନ କୁ ଯିବେ ସେଠାରେ ଆଧାର କାର୍ଡ ଓ ପ୍ୟାନ କାର୍ଡ ଦେବେ । ଅଟୋମେଟିକାଲି ସେ ସ୍ଥିର କରିବ । ଶ୍ୟାମସଙ୍ଗ ଫିନାଇନ୍ସ ପ୍ଲସ ରେ ସେଟା ଖାଲି ହେବ ଶ୍ୟାମସଙ୍ଗ ରେ । ସେଥିରେ କୌଣସି ଏରିଆ ଲୋକେସନ ଦରକାର ନାହି । ଖାଲି ଆଧାର କାର୍ଡ ପକାଇଲେ ତାହା ଓକେ କରି ଦେବ ।
ଲୋକ ମାନେ 8 କି 10 ଟଙ୍କା ଦେଇ ଶ୍ୟାମସଙ୍ଗ ଫୋନ ଶ୍ୟାମସଙ୍ଗ ପ୍ଲସ ରୁ ନେଇଛନ୍ତି । ଆମର ଏବେ ସିଲିଙ୍ଗ ଅଛି 13% ଡାଉନ ପେମେଣ୍ଟ ରେ କେହି ବି ମୋବାଇଲ ନେଇ ପାରିବେ ଶ୍ୟାମସଙ୍ଗ ଫିନାଇନ୍ସ ପ୍ଲସ ରୁ”