ବିଚାର

ସକାଳୁ ଉଠି କହି ଦିଅନ୍ତୁ ଏହି 2 ଅକ୍ଷରର ମନ୍ତ୍ର, ସବୁ ମନୋକାମନା ହେବ ପୂର୍ଣ, ଯାହା ଚାହିଁବେ ତାହା ପାଇବେ…

ନମସ୍କାର ବନ୍ଧୁଗଣ ତେବେ ସକାଳୁ ମନ୍ତ୍ର ଜପ କରିବା ସାକ୍ଷତ ଆପଣଙ୍କ ଘରୁ ଦରିଦ୍ରତା ଦୂର ହୋଇଥାଏ ବୋଲି ମାନାଯାଏ । କାରଣ ଯେଉଁ ଘରେ ସକାଳେ ଶୁଭ ହୋଇଥାଏ ତ ବୁଝିଯାଅନ୍ତୁ କି ସେହି ବ୍ୟକ୍ତିଙ୍କ ପାଖକୁ ଦୁଃଖ ଦରିଦ୍ରତା ଆସେନାହିଁ । ସେଥିପାଇଁ ସବୁ ବାଧା ବିଘ୍ନ ଦୂର କରିବା ପାଇଁ ଶକ୍ତି ମିଳିଥାଏ । କାରଣ ବନ୍ଧୁଗଣ ଆଜିକାଲି କିଛି ନାଁ କିଛି ରୂପେ ବ୍ୟକ୍ତିଙ୍କୁ ମାନସିକ ଚିନ୍ତା ହୋଇଯାଏ ।

ତେବେ ସେଥିପାଇଁ ବ୍ୟକ୍ତିର ଆର୍ଥିକ କ୍ଷତି ହୋଇଥାଏ । ବ୍ୟାପାରରେ ପରିବାରରେ କିଛି ନାଁ କିଛି ଅସୁବିଧା ହୋଇଥାଏ । ବନ୍ଧୁଗଣ ଆପଣ ପ୍ରତିଦିନ ସକାଳେ ଏହି ମନ୍ତ୍ରକୁ ବୋଲିବେ ତ ଆପଣଙ୍କର ଦରିଦ୍ରତା ଦୂର ହୋଇଯିବ । ତା ସହିତ ଘର ପରିବାରରେ ଖୁସି ଆସିବାକୁ ଲାଗିବ । ପରିବାରରେ ଯଦି କୌଣସି ବି ସଦସ୍ୟ ଏହି କାମ କରେ ତେବେ ପୁରା ପରିବାରକୁ ଏହାର ଫଳ ମିଳିଥାଏ । ଆମ ଶାସ୍ତ୍ରରେ ଏମିତି ମନ୍ତ୍ର ଲେଖାଅଛି ଯାହାକୁ ଆପଣ ଉଚାରଣ କରିବେ ତ ଏହାର ମାଧ୍ୟମରେ ଆପଣଙ୍କ ଜୀବନରେ ସବୁକିଛି ପାଇପାରିବେ ।

ଏହି ମନ୍ତ୍ର ଯୁଗ ଯୁଗ ଧରି ମନ୍ତ୍ରର ବିଶେଷ ମହତ୍ୱ ରହିଛି । ମନ୍ତ୍ରରେ କିଛି ଶକ୍ତି ନଥାଏ ଏହାକୁ ବୋଲିବା ଦ୍ୱାରା ହିଁ ଶକ୍ତି ପ୍ରାପ୍ତ ହୋଇଥାଏ । ମନ୍ତ୍ରକୁ ଯେଉଁ ପ୍ରକରରେ ଲେଖା ଯାଏ ବୋଲାଯାଏ ଠିକ ସେହିପରି ଏହି ମନ୍ତ୍ରର ଉଚରଣରୁ ଏକ ପ୍ରକାରର ଧ୍ଵନି ବାହାରିଥାଏ ଏବଂ ଏହି ଧ୍ଵନି ଆମର କାନରେ ବାଜିଥାଏ ଏବଂ ଏହା ଅନ୍ୟ ବ୍ୟକ୍ତିକୁ ଶୁଣା ଯାଇଥାଏ । ଏହି ଧ୍ଵନି ଶୁଣିଲେ ବାସ୍ତୁଦୋଷ ଦୂର ହୋଇଥାଏ । ଏହି ଧ୍ୱନିକୁ ଶୁଣିବା ମାତ୍ରେ ହିଁ କୌଣସି ନକରାତ୍ମକ ଶକ୍ତି ସହ୍ୟ କରିପାରେ ନାହିଁ ।

ବନ୍ଧୁଗଣ ଆମେ ଏହି ମନ୍ତ୍ରର ଉଚାରଣ କରିବା ଦ୍ୱାରା ଆମର ଜ୍ଞାନନ୍ଦ୍ରିୟ ଏବଂ ଆମର ମାଂସପେଶୀ ଖୋଲିଯାଏ । ଆଉ ଗୋଟେ ପ୍ରକାରର ପୋଜେଟିଭ ଏନାର୍ଜୀ ଆସେ । ଆଜି ଆମେ ଆପଣଙ୍କୁ କହିବୁ ଦେବଙ୍କ ଦେବ ମହାଦେବଙ୍କ ବିଷୟରେ । ଦେବଙ୍କ ଦେବ ମହାଦେବଙ୍କ ଏତେ ଶକ୍ତି ଥାଏ କି ଆମର ଟିକେ ପ୍ରାର୍ଥନାରେ ହିଁ ଆମର ସବୁ ଇଚ୍ଛାକୁ ପୂରଣ କରି ଦେଇଥାନ୍ତି । ଆଜି ଆମେ ଆପଣଙ୍କୁ ଜଣେଇବୁ କେଉଁ ମନ୍ତ୍ର ଜପ କରିବା ଦ୍ୱାରା ଆପଣଙ୍କର କାମ ହୋଇଯିବ ଏବଂ ଆପଣଙ୍କର ଜୀବନ ସରଳ ହୋଇଯିବ । କାରଣ ଏହି ମନ୍ତ୍ର ମାଧ୍ୟମରେ ଆପଣଙ୍କର ଜୀବନର ସବୁ ଶକ୍ତିକୁ ଆପଣ ଆପଣଙ୍କର ଜୀବନରେ ଦେଖିବାକୁ ପାଇବେ ।

ତେବେ ସର୍ବପ୍ରଥମେ ଯଦି କୌଣସି ମନ୍ତ୍ର ଭୋଳାନାଥଙ୍କ ଅବତାର ହନୁମାନଙ୍କ ମନ୍ତ୍ରକୁ ଜପ କରିବା ଉଚିତ । କାରଣ କଳିଯୁଗରେ ସବୁଠାରୁ ଅଧିକ ଶକ୍ତି ଭଗବାନ ହନୁମାନଙ୍କ ଭିତରେ ଅଛି । ଆପଣ ସକାଳୁ ଉଠି ଆପଣଙ୍କର ମୁହଁକୁ ଉତ୍ତର ଦିଗ କରି ବସିଯାଅନ୍ତୁ ହନୁମାନ ଚାଳିସାକୁ ଗୋଟିଏ ଥର ପାଠ କରନ୍ତୁ । ହନୁମାନ ଚାଳିସା ସକାଳୁ ଉଠି ଗୋଟିଏ ଥର ଜପ କରିବା ଦ୍ୱାରା ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ । କୌଣସି ନାଁ କୌଣସି ରୂପରେ ଭଗବାନ ଆପଣଙ୍କ ପାଖକୁ ଆସିବେ ଏବଂ ଆପଣଙ୍କ ସଙ୍କଟକୁ ଦୂର କରିବେ ।

ଦ୍ଵିତୀୟରେ ଯଦି ଆପଣ ସବୁବେଳେ ହନୁମାନ ଚାଲିସାର ଜପ କରିବେ ତ କେହି ଯଦି ଆପଣଙ୍କ ଅନିଷ୍ଠ ଚିନ୍ତା କରିଥାଏ ତ ସେହି ଲୋକ ଆପଣଙ୍କର କିଛି କରିପାରିବେ ନାହିଁ । ଏହାର ପରିଣାମ ତାକୁ ହିଁ ଭୋଗିବାକୁ ପଡ଼ିବ । କୌଣସି ବି କାର୍ଯ୍ୟରେ ଆପଣ ବିଜୟୀ ପ୍ରାପ୍ତ କରିବେ । ତେଣୁ ଏହି ମନ୍ତ୍ରର ବିଶେଷ ମହତ୍ୱ ରହିଛି ।

ଏବେ ଆସନ୍ତୁ ଜାଣିବା ଭଗବାନ ମହାଦେବଙ୍କର ଏପରି ମନ୍ତ୍ର ଅଛି ଯାହାକୁ ନିଶ୍ଚୟ କରନ୍ତୁ । ତ ଭୋଳାନାଥଙ୍କର ମନ୍ତ୍ର ହେଉଛି ଓଁ ନମଃ ଶିବାୟ । ଏହି ମନ୍ତ୍ର ଛୋଟିଆ ମନ୍ତ୍ର ଅଟେ । ଓଁ ନମଃ ଶିବାୟ ଆପଣଙ୍କୁ ୩ ଟି ଶବ୍ଦ ଲାଗୁଥିବ କିନ୍ତୁ ଓଁ ଯେଉଁ ଓଁ ଶବ୍ଦ ଆପଣ ଉଚାରଣ କରୁଛନ୍ତି ବ୍ରହ୍ମା ବିଷ୍ଣୁ ମହେଶ୍ୱର ଏଥିରେ ତିନି ଦେବଙ୍କର ଶକ୍ତି ରହିଛି । ବ୍ରହ୍ମା ଯିଏ ବ୍ରହ୍ମାଣ୍ଡରେ ରଚନା କରିଛନ୍ତି, ଭଗବାନ ବିଷ୍ଣୁ ଯିଏ ସୌନ୍ଦର୍ଯ୍ୟ ରଚନା କରିଛନ୍ତି ମହେଶ୍ୱର ଯିଏ ସୃଷ୍ଟିର ସଙ୍ଗଳନ କରୁଛନ୍ତି ।
ତ ଏହି ୩ ଜଣଙ୍କ ଶକ୍ତି ଏହି ଓଁରେ ହିଁ ରହିଛି । ସେହି ଓଁ ଦ୍ୱାରା ତିନି ଦେବତାଙ୍କ ନାମ ଜପ କରିପାରିବା ଓ ଏହାର ଶକ୍ତି ଆପଣଙ୍କୁ ମିଳିଥାଏ ।

ଭଗବାନ ଶିବଙ୍କର ଆଉ ଗୋଟିଏ ୩ ଅକ୍ଷର ଵାଲା ମନ୍ତ୍ର ଯାହା ଧନ ପ୍ରାପ୍ତ କରିବା ପାଇଁ ଏବଂ ଘରକୁ ଭଲ ବିଚାର ପାଇଁ ଏହି ମନ୍ତ୍ରକୁ ଜପ କରନ୍ତୁ । ମନ୍ତ୍ରଟି ହେଉଛି ଓଁମ ଜୁମ ସୁହଃ ବାସ ଏହି ମନ୍ତ୍ରକୁ ଜପ କରିବା ଉଚିତ । ବନ୍ଧୁଗଣ ଏହି ମନ୍ତ୍ରକୁ ପ୍ରତିଦିନ ଜପ କରିବା ଦ୍ୱାରା ଆପଣଙ୍କ ଜୀବନରେ ଧନ ମାମଲାରେ କୌଣସି ପରିସ୍ଥିତିର ସାମ୍ନା କରିବାକୁ ପଡିବ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button