ବିଚାର

ବିବାହ ପରେ ପ୍ରାୟ ପୁଅମାନଙ୍କୁ କଷ୍ଟ ଦେଇଥାଏ ଏହି ଡର, କଣ ଆପଣ ଜାଣିଛନ୍ତି ଏହା କଣ?

ବିବାହକୁ ନେଇ ଗୋଟେ କଥାତ ଆପଣ ଶୁଣିଥିବେ ‘ଶାଦିକା ଲଡୁ ଜୋ ଖାୟା ବୋ ଭି ପଛତାଏ ୱୋର ଜୋ ନଖାଏ ଵୋ ବି ପଛତାଏ’ । ଏହି କଥା ସମ୍ପୂର୍ଣ ସତ ,ବିବାହ କରିବାକୁ ତ ପ୍ରାୟ ସମସ୍ତେ ଚାହାନ୍ତି ,କିନ୍ତୁ ବିବାହ ପୂର୍ବରୁ ଆପଣ କେତେକ ପୁଅଙ୍କୁ ବିବାହ କରିବାକୁ ମନା କରିବାର ନିହାତି ଶୁଣିଥିବେ । ପୁଅମାନେ ବିବାହକୁ ନେ ବହୁତ କନଫିଉଜ ରହିଥାନ୍ତି । ପୁଅ ହେଉକି ଝିଅ ବିବାହ ପରେ ଦୁଇଜଣଙ୍କ ଉପରେ କର୍ତ୍ତବ୍ୟ ବଢିଯାଇଥାଏ ।

କିନ୍ତୁ ଆପଣ ପୁଅମାନଙ୍କୁ ବିବାହର ନାମ ଉପରେ ଛିଡିବାର ଦେଖି ଥିବେ । ଜାଣନ୍ତି କଣ ପାଇଁ ପୁଅମାନେ ଏମିତି କରିଥାନ୍ତି ,କାରଣ ବିବାହ ପରେ ପୁଅମାନଙ୍କୁ କିଛି କଥାର ଟେନସନ ହୋଇଯାଏ ।

ଆସନ୍ତୁ ଜାଣିବା ବିବାହ ପରେ ପୁଅମାନଙ୍କୁ କେଉଁ କଥାର ଡର ଥାଏ ।

୧ -ଘର ପରିବାରକୁ ଯୋଡି ରଖିବା

ବିବାହ କେବଳ ଦୁଇଟି ମଣିଷର ନୁହେଁ ଦୁଇଟି ପରିବାର ମଧ୍ୟ ମିଳନ ହୋଇଥାଏ । ବିବାହ ପରେ ଦୁଇଟି ପରିବାର ଗୋଟେ ସମ୍ପର୍କରେ ବାନ୍ଧି ହୋଇଯାନ୍ତି । ବିବାହ କରିଥିବା ସବୁ ପୁଅମାନଙ୍କର ଏହି ଟେନସନ ଥାଏକି ଅନ୍ୟ ପରିବାରରୁ ଆସିଥିବା ଝିଅ କଣ ତା ଘରକୁ ଠିକ ଭାବରେ ସମ୍ଭାଳି ପାରିବ । ଅନ୍ୟତ୍ର ସେ ତାଙ୍କ ଘରକୁ ଭାଙ୍ଗି ନଦେଉ । ବିବାହ ପରେ ସବୁ ପୁଅମାନଙ୍କ ପାଇଁ ସବୁଠାରୁ ବଡ ଟେନସନ ଏହା ହୋଇଥାଏ ।

୨ -ମାନ-ମର୍ଯାଦ ର ଧ୍ୟାନ ରଖିବା

ଯେତବେଳେ କୋଉ ଝିଅ କୌଣସି ଘରକୁ ବାହାହୋଇ ଆସିଥାଏ , ସେହି ଘରର ମାନ ମର୍ଯାଦାର ଧ୍ୟାନ ରଖିବା ତାର କର୍ତବ୍ୟ ହୋଇଥାଏ । ପୁଅମାନଙ୍କୁ ଏହି କଥାର ବି ଦର ଥାଏ କି ତାଙ୍କ ସ୍ତ୍ରୀ ତାଙ୍କ ଘରର ମାନ ମର୍ଯାଦାର ଧ୍ୟାନ ରାଖୀ ପାରିବ ନା ନାହିଁ ।

୩ -ଝିଅର ଆଫେୟର

ଆଜିକାଲୀ ପ୍ରାୟ ବିବାହ ପୂର୍ବରୁ ସବୁ ଝିଅ-ପୁଅ ସମ୍ପର୍କରେ ଥାନ୍ତି । କାହାର ଭଲ ପାଇବା ସଫଳ ହୋଇଥାଏ ତ ଆଉ କାହାର ଭଲ ପାଇବା ଅସଫଳ ହୋଇଥାଏ । ଆରେଞ୍ଜ ମ୍ୟାରେଜ କରିଥିବା ସବୁ ପୁଅଙ୍କ ମନରେ ଏହି କଥା ଥାଏ କି ସେ ଯୋଉ ଝିଅକୁ ବିବାହ କରୁଛନ୍ତି ତାର ଆଉ କୋଉ ପୁଅ ସହିତ ସମ୍ପର୍କ ନାହିଁ ତ । ସେ ଝିଅ ଆଉ କାହାକୁ ଭଲ ପାଉ ନାହିଁ ତ । ଏମିତି ବହୁତ ସାରା ପ୍ରଶ୍ନ ତାଙ୍କ ମନକୁ ଆସିଥାଏ ।

୪ -ତଲାକ

ବିବାହ ପରେ କୌଣସି ବି କପୁଲ ଙ୍କ ଭିତରେ ତାଳମେଳ ରହିବା ନିହାତି ଆବଶ୍ୟକ । କାରଣ ନିଜ ଭିତରେ ତାଳମେଳ ସହିତ ହିଁ ତାଙ୍କ ଜୀବନର ଗାଡି ଆଗକୁ ଗଡିଥାଏ । କିଛି ସମୟରେ ଏହାବି ଦେଖା ଯାଇଛି କି କୌଣସି କପୁଲଙ୍କ ଭିଆତରେ ତାଳମେଳ ଠିକ ରହେ ନାହିଁ ,ଯାହା ଦ୍ଵାରା ମାମଲା ବହୁତ ବିଗିଡି ଯାଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button