ରାଶିଫଳ

Astrology: ମିଠା ବାଣ୍ଟିବାକୁ ହୋଇଯାନ୍ତୁ ପ୍ରସ୍ତୁତ, କାହିଁକି ନା 15 ଋଉ 21 ପର୍ଯ୍ୟନ୍ତ ଏହି ରାଶିକୁ ମିଳିବ ବଡ ଖୁସି ଖବର

ବନ୍ଧୁଗଣ ଅଗଷ୍ଟ 15 ରୁ ଅଗଷ୍ଟ 21 ପର୍ଯ୍ୟନ୍ତ ଚମକିବାକୁ ଯାଉଚି ଏମାନ ଙ୍କ ଭାଗ୍ୟ । ପୁଣି ଫେରି ପାଇଁ ନୂତନ ପର୍ଯ୍ୟାପ୍ତ । ଏହି ରାଶି ମାନ ଙ୍କ ଭାଗ୍ୟ ଚମକି ଉଠିବ ଏହି ରାଶି ମାନେ ଆଗରୁ କିଛି କାର୍ଯ୍ୟ କରିଥିବେ ଯଦି ତାହାର ଶୁଭ ଫଳ ଆଜି ମିଳିବାକୁ ଯାଉଚି । ଏହି ରାଶି ମାନ ଙ୍କ ପରିବାର ରେ ହସ ଖୁସି ଲାଗି ରହିବ । ଏମାନ ଙ୍କ ଜୀବନ ରେ ଯଦି ଜୀବନ ସାଥି ଖୋଜୁଥାନ୍ତି ତାହେଲେ ସେମାନେ ଖୁବ୍ ଶୀଘ୍ର ପାଇପାରିବେ । ପ୍ରେମମୟ ଜୀବନ ଆରମ୍ଭ ହେବାକୁ ଯାଉଛି ।

ସୁଖ ରେ ସମୟ ଅତିବାହିତ ହେବାକୁ ଯାଉଛି । ଭଲ ପଦବୀ ରେ ଚାକିରି ମଧ୍ୟ ମିଳିବାକୁ ଯାଉଚି । ଯେଉଁମାନେ ଚାକିରି ରେ ରହିଛନ୍ତି ସେମାନ ଙ୍କ ପଦୋର୍ଣତି ହେବାକୁ ମଧ୍ୟ ଯାଉଚି । ସମାଜ ରେ ପ୍ରତିଷ୍ଠିତ ବ୍ୟକ୍ତି ରୂପେ ମାନ୍ୟତା ପାଇବେ । ଅନ୍ୟ ଠାରୁ ସହଯୋଗ ପ୍ରାପ୍ତ ମଧ୍ୟ କରିବେ ।

ମେଷ ରାଶି – ଏମାନେ ଖୁବ୍ ଶୀଘ୍ର ଧନ ଧାନ୍ୟ ରେ ପରିପୂର୍ଣ ହେବାକୁ ଯାଇଛନ୍ତି । ଖୁସି ରେ ଜୀବନ ଅତିବାହିତ କରିବେ । ପରିବାର ରେ ସୁଖ ଶାନ୍ତି ଲାଗି ରହିବା । ଧନ ର କୌଣସି ଅଭାବ ଦେଖାଯିବ ନାହିଁ । ପ୍ରେମ ରେ ସୁଖ ମିଳିବାକୁ ଯାଉଚି । ପାଠପଢ଼ା ରେ ମଧ୍ୟ ମନଲାଗିବ । ବେପାର ବାଣିଜ୍ୟ କରୁଥିଲେ ମଧ୍ୟ ସଫଳତା ମିଳିବ ।

କନ୍ୟା ରାଶି – ପରିବାର ଓ ପ୍ରେମ ପ୍ରତି ଅଧିକ ସମୟ ଅତିବାହିତ କରିବେ । ଅନ୍ୟ ସହ ମିଶିବା ଆଗରୁ ବୋହୁତ ବାର ଚିନ୍ତା କରନ୍ତୁ । ଖୁସି ଲଗୀରହିବ ସହ ଖୁସି ଖବର ମିଳିବାକୁ ଯାଉଚି । ଆପଣ ଯଦି କୌଣସି ନାଲି ମକଦ୍ଦମା କରୁଥାନ୍ତି ତାହେଲେ ଆପଣ ଜିତିବା ଥୟ । ସଫଳତା ହାସଲ କରିପାରିବେ । କୌଣସି କାର୍ଯ୍ୟ କୁ ସମାପ୍ତ କରି ନୂତନ କାର୍ଯ୍ୟ ର ଶୁଭାରମ୍ଭ କରିବେ ।

ବୃଷ ରାଶି – ପ୍ରେମ ପ୍ରତି ସତର୍କ ରୁହନ୍ତୁ । କୌଣସି ପ୍ରତାରଣା ହୋଇପାରେ । କୌଣସି କାର୍ଯ୍ୟ କଲାବେଳେ ଭଗବାନ ଙ୍କୁ ସ୍ମରଣ କରି କାର୍ଯ୍ୟ ଆରମ୍ଭ କରନ୍ତୁ । ଏବଂ ଭରସା ରଖି କରନ୍ତୁ ଯାହା ଦ୍ଵାରା ସଫଳତା ମିଳିବ । ପରିବାର ସହ ମଧ୍ୟ ସମୟ ଅତିବାହିତ କରନ୍ତୁ । ବନ୍ଧୁଗଣ ଏମିତି ରେ ମାତ ଲକ୍ଷ୍ମୀ ଙ୍କ କୃପା ସମସ୍ତ ଭକ୍ତ ଙ୍କ ଉପରେ ରହିଥଏ ।

ସିଂହ ରାଶି -ପାରିବାରିକ ମାହୋଲ ସୁଖମୟ ରହିବ । ଏମାନ ଙ୍କୁ ବୋହୁତ ଲାଭ ହେବ । ଯଦି କିଛି ନୂଆ କରିବାକୁ ଚାହୁଁଛନ୍ତି ତାହେଲେ ଏବେ ଏହି ସମୟ ଆପଣ ଙ୍କ ପାଇଁ ଶୁଭ ଅଟେ । ଆଗକୁ ଆଗକୁ ବଢ଼ିଚଳନ୍ତୁ ସେଥିରେ ସଫଳତା ମିଳିବ । ପ୍ରେମ ସମ୍ବନ୍ଧ ସମସ୍ୟା ଦୂର ହେବ । ଯେଉଁ ମାନେ ଅବିବାହିତ ଅଛନ୍ତି ସେମାନେ ଙ୍କ ପାଇଁ ପ୍ରସ୍ତାବ ଆସିବ । ମନ ଚାହୁଁଥିବା ପ୍ରେମ କୁ ହାସଲ କରିପାରିବେ ।

ବିଛା ରାଶି -ସଫଳତା ପ୍ରଭୁ ଭୋଳା ଙ୍କ କୃପା ରୁ ଖୁବ୍ ଶୀଘ୍ର ମିଳିବାକୁ ଯାଉଚି । କଷ୍ଟକାରୀ ପରିସ୍ଥିତି ଗୁଡ଼ିକ ବୋହୁତ ଜଲଦି ଦୁର ହେବ । ଜୀବନ ସାଥିଙ୍କର ସମ୍ପୂର୍ଣ୍ଣ ସହଯୋଗ ମିଳିବାକୁ ଯାଉଚି । ଆପଣ ଆପଣ ଙ୍କ କାର୍ଯ୍ୟ କ୍ଷେତ୍ର ରେ ବୋହୁତ ଶୀଘ୍ର ସଫଳତା ହାସଲ କରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button