ବିଚାର
ଫାଶି ଦେବା ପୁର୍ବରୁ ଅପରାଧୀ କାନରେ କଣ କହିଥାଏ ଜଲ୍ଲାଦ..

ଯେତେବେଳେ ଅପରାଧୀକୁ ଫାଶି ଦିଆଯାଇଥାଏ ସେହି ସମୟରେ ଅପରାଧି କାନରେ ଫାଶି ଦେଉଥିବା ବ୍ୟକ୍ତି କିଛି କହିଥାଏ । ଏହାର ପରବର୍ତ୍ତୀ ସମୟରେ ଅପରାଧୀକୁ ଫାଶୀ ଦିଆଯାଇଥାଏ । କିନ୍ତୁ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠିଥିବ କି ଫାଶୀ ଦେବା ପୁର୍ବରୁ ଅପରାଧିର କାନରେ କଣ କହିଥାଏ ଜଲ୍ଲାଦ
ଫାଶୀ ଦେବାର କିଛି ସମୟ ପୁର୍ବରୁ ଜଲ୍ଲାଦ କହିଥାଏ ..କି ଭାଇ ମତେ କ୍ଷମା କରିଦିଅ । ମୁଁ ନିରୁପାୟ । ମୁଁ ସରକାରଙ୍କ ଆଦେଶର ଗୋଲାମ ଏଥିପାଇଁ ଚାହିଁଲେ ମଧ୍ୟ କିଛି କରିପାରିବି ନାହିଁ । ବାସ ଏତିକି କହି ସେ ଫାଶୀର ଫନ୍ଦାକୁ ଟାଣି ଦେଇଥାଏ ।



