ଦେଶ ବିଦେଶ

ଋଣ ବୋଝ ପାଇଁ ଚିନ୍ତିତ ରହିଛନ୍ତି କି ? ଜାଣନ୍ତୁ ଋଣ ମୁକ୍ତିର ଏହି ଉପାୟ

, ମୁ ଆଜି ଆପଣମାନକୁ ଋଣ  ମୁକ୍ତିର ଉପାୟ ବିଷୟରେ ଅବଗତ କରେଇବି । ଋଣ ଭାର ଆମକୁ ବହୁତ ବ୍ୟତିବେସ୍ତ କରିଥାଏ।  ଜାତକର କେଉଁ ଭାବ ଆପଣମାନକୁ ବହୁତ ଜାଗ୍ରତ କରିଥାଏ । କି ଆପଣ ଲୋନ ନକରି ରହିପାରିବେ ନାହି । ଏବଂ ଏହି ଋଣ ଆମକୁ ବହୁତ କଷ୍ଟ ଦେଇଥାଏ । ଏବଂ ଏହି କଷ୍ଟରୁ ଆମେ କେମିତି ବାହାରିବା  ଏହାର କିଛି ସୁନ୍ଦର ପ୍ରତିକାର ଆପଣମାନକୁ କହିବି ।

 

ଋଣ ନେବା ଦ୍ଵାରା ବେଳେ ବେଳେ ରାତିରେ ନିଦ୍ରା ମଧ୍ୟ ହୋଇନଥାଏ । ଯଦି ଅଧିକ ଋଣ ନେଇଛନ୍ତି । ମାତ୍ର ଏହା ଠିକ ସମୟ ଭିତରେ ସୁଝି ଯାଉଛି । ତେବେ ଠିକ କଥା ମାତ୍ର ଏହା ଆୟଠାରୁ ଅଧିକ ପଳାଇଯାଉଛି । ସେ ଅନୁସାରେ  ଆମର ଆୟ ହେଉନି । ତେବେ ଏହା ଆମ ଜୀବନରେ ଅସୁବିଧାର କାରଣ ହୋଇଥାଏ । ଆମ ଜାତକର ଷଷ୍ଠ ସ୍ଥାନ ହେଉଛି ଋଣର ଭାଗ ।

ଏହି ଭାଗରୁ ଆମେ ଜାଣିଥାଉ କି ଆମେ କେତେ ଋଣ ନେଇଥାଉ କେତେ ସୁଝି ପାରୁ ଆଉ କେତେ ନ ସୁଝି ପାରୁ ଏହା ଷଷ୍ଠ ଭାଗରୁ ହି ଜାଣିପାରୁ । ଯେଉଁମାନକ ଜାତକରେ ଲଗ୍ନାଦିପତି  ଷଷ୍ଠରେ ଥାଆନ୍ତି । ତେବେ ସେଇ ଭାଗର ଅଧିପତି ଲଗ୍ନ ହୋଇଥାନ୍ତି । ଷଷ୍ଠ ଶୁଭ ସ୍ଥାନ ନୁହେ ତାଙ୍କୁ କୁହାଯାଏ ତ୍ରିକ ଜାଗା ।

 

କିନ୍ତୁ ଲଗ୍ନ ହେଉଛି  କେନ୍ଦ୍ର ଆଉ କୋଣ ରହୁଛି । ଲଗ୍ନ ହେଉଛି ଶକ୍ତିଯୁକ୍ତ ଓ ଲଗ୍ନ ହେଉଛି ଆମେ ନିଜେ ଆମ ମୁଣ୍ଡଠାରୁ ପାଦ ଯାଏ ଆମ ବର୍ଣ୍ଣ ,ରଙ୍ଗ , ରୂପ ଚିନ୍ତାଧାରା ପୁରା ନିଜେ ହେଉଛୁ ଲଗ୍ନ । ସେମାନେ ଯାଇ ଯେବେ  ଷଷ୍ଠ ସ୍ଥାନରେ ବସିଯାଆନ୍ତି  । ସେମାନକ କିଛି ଟିକେ ହେବ ତେବେ ଯାଇ ଲୋନ ନେଇ ଆସିବେ ବା ସୁନା ଗ୍ରହଣ ଦେଇଦେବେ । ତେଣୁ କରି ସେମାନେ ସବୁବେଳେ ଲୋନ ପ୍ରତି ନିଜକୁ କେନ୍ଧ୍ରୀକୃତ କରିଥାନ୍ତି ।

ଯଦି ଏମାନକ ଜାତକର  ଷଷ୍ଠ ସ୍ଥାନରେ ଲଗ୍ନ ବସିଥାନ୍ତି । ସେମାନେ ଟିକି ଟିକି କଥାରୁ ଲୋନ ପ୍ରତି ଆକର୍ଷିତ ହୁଅନ୍ତି । ତେଣୁ ଷଷ୍ଠ ସ୍ଥାନରେ ଲଗ୍ନ ଥିବା ବ୍ୟକ୍ତି ଆଦୌ ଋଣ କରିବା ଅନୁଚିତ ଅଟେ । ଯଦି ଋଣ ପ୍ରତି ମନ  ଆକର୍ଷିତ କରୁଛି । ତେବେ ମଧ୍ୟ ଲୋନ ନେବେନି ମନ ଇଛା କଲେ ମଧ୍ୟ କରନ୍ତୁ ନାହି । କାରଣ ଯେଉ ମାନକ ଜାତକରେ ଲଗ୍ନ ଥାନ୍ତି । ସେମାନେ ଋଣ ସୁଝିପାରନ୍ତି ନାହି ।

ତେଣୁ କରି ସେମାନେ ଋଣ ଠାରୁ ଯେତେ ଦୂର ରହିଲେ ସେତେ ଭଲ ହୋଇଥାଏ । ଆଉ ଆପଣମାନେ ବୁଧବାର ଋଣ ନେଇପାରିବେ । ମାତ୍ର ମଙ୍ଗଲବାର ଦିନ ଲୋନ ନେବେ ନାହି । କାରଣ ଆପଣ ଯେତେ କୋଟି ପତି ଥିଲେ ମଧ୍ୟ ଯଦି ଆପଣ ଶହେ ଟଙ୍କା ବି ନେଇଥାନ୍ତି ମଙ୍ଗଳବାର ଦିନ ହେଲେ ମଧ୍ୟ ସେଇ ଶହେ ଟଙ୍କାକୁ ସୁଝି ପାରିବେ ନାହି । ତେଣୁ କରି ବୁଧବାର ଦିନ ଋଣ ନେବା ଏହାକୁ ସୁଝିବା ସାଧ୍ୟ ହୋଇଥାଏ ।

 

ଆଉ ଗୋଟେ ବିଷୟ ହେଲା ଋଣ ମୋଚନ ସୂତ୍ର ଆପଣମାନେ ତ୍ରିସଂଧା ସମୟରେ ପାଠ କରିବେ ଶ୍ରୀ ଲକ୍ଷ୍ମୀ ଙ୍କ ଋଣ ମୋଚନ ସୂତ୍ର   ତ୍ରିସଂଧାରେ ପାଠ କରିବା ଦ୍ଵାରା କେଉଁ ବାଟରୁ ହେଲେ ମଧ୍ୟ ଆପଣକ ଋଣ ସୁଝି ଯିବ । ଯଦି ଆପଣ ଶ୍ରଦ୍ଧାର ସହିତ କରିଥିବେ । କାରଣ ଶ୍ରଦ୍ଧା ନାହିଁ ତ କିଛି ନାହି । ତେଣୁ କରି ଏହାକୁ ଶ୍ରଦ୍ଧା ଭୟଭକ୍ତି ସହ ପାଠ କରିବା ଉଚିତ । ଆଉ ମଙ୍ଗଳବାର ଦିନ ଯଦି ମନ୍ଦିର ତିଆରି ହେଉଛି ତେବେ ତେବେ ମଦିର ତିଆରି ପାଇଁ ଇଟା ଦିଆନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button