
ଟ୍ରେଣ୍ଡିଂ କୁଇଜ୍ ପ୍ରଶ୍ନଗୁଡିକ ପ୍ରତି ଅଂଶଗ୍ରହଣକାରୀଙ୍କ ପ୍ରବୃତ୍ତି ଦ୍ରୁତ ଗତିରେ ବଢ଼ୁଛି । ସରକାରୀ ଚାକିରୀ ପାଇଁ ପ୍ରସ୍ତୁତ ପିଲାମାନେ ସେମାନଙ୍କର ସାଧାରଣ ଜ୍ଞାନକୁ ଦୃଢ କରିବା ପାଇଁ କୁଇଜ୍ ପ୍ରଶ୍ନର ସାହାଯ୍ୟ ନେଉଛନ୍ତି । ଆମେ ଆପଣଙ୍କ ପାଇଁ କିଛି ମନୋନୀତ କୁଇଜ୍ ପ୍ରଶ୍ନ ଏବଂ ସେମାନଙ୍କର ଉତ୍ତର ମଧ୍ୟ ଆଣିଛୁ, ଯାହା ଆପଣଙ୍କୁ ବଡ଼ ପରୀକ୍ଷାରେ ମଧ୍ୟ ସାହାଯ୍ୟ କରିପାରିବ ।
ପ୍ରଶ୍ନ 1 – ଭାରତର କେଉଁ ରାଜ୍ୟରେ ସର୍ବାଧିକ ନଡ଼ିଆ ଉତ୍ପାଦନ ହୋଇଥାଏ ?
ଉତ୍ତର – ଭାରତରେ ସର୍ବାଧିକ ନଡ଼ିଆ ଉତ୍ପାଦନ କେରଳରେ ହୋଇଥାଏ ।
ପ୍ରଶ୍ନ 2 – ଭାରତରେ ସବୁଠାରୁ ସଫା ସୁତୁରା ସହରର ନାମ କଣ ?
ଉତ୍ତର – ଭାରତରେ ସବୁଠାରୁ ସଫା ସୁତୁରା ସହରର ନାମ ହେଉଛି ଇନ୍ଦୋର ।
ପ୍ରଶ୍ନ 3 – କେଉଁ ରାଜ୍ୟକୁ ପାଞ୍ଚଟି ନଦୀର ଭୂମି କୁହାଯାଏ ?
ଉତ୍ତର – ପଞ୍ଜାବକୁ ପାଞ୍ଚଟି ନଦୀର ଭୂମି କୁହାଯାଏ ।
ପ୍ରଶ୍ନ 4 – କେଉଁ ଦେଶର ଲୋକମାନେ ଭାରତରେ ବୁଲାବୁଲି କରିପାରିବେ ନାହିଁ ?
ଉତ୍ତର – ଉତ୍ତର କୋରିଆର ଲୋକମାନେ ଭାରତରେ ବୁଲାବୁଲି କରିପାରିବେ ନାହିଁ ।
ପ୍ରଶ୍ନ 5 – ଭାରତ ବ୍ୟତୀତ କେଉଁ ଦେଶର ଜାତୀୟ ପଶୁ ବାଘ ଅଟେ ?
ଉତ୍ତର – ଭାରତର ପଡୋଶୀ ଦେଶ ବାଂଲାଦେଶର ଜାତୀୟ ପଶୁ ମଧ୍ୟ ବାଘ ଅଟେ ।
ପ୍ରଶ୍ନ 6 – ଭାରତର କେଉଁ ସହରରେ ସ୍ଵର୍ଣ ମନ୍ଦିର ଅଛି ?
ଉତ୍ତର – ଭାରତର ଅମୃତସର ସହରରେ ସ୍ଵର୍ଣ ମନ୍ଦିର ଅଛି ।
ପ୍ରଶ୍ନ 7 – କେଉଁ ଜୀବ ନିଜ ନିଶ୍ୱାସକୁ 6 ଦିନ ପର୍ଯ୍ୟନ୍ତ ବନ୍ଦ କରିପାରେ ?
ଉତ୍ତର – ବିଛା ନିଜ ନିଶ୍ୱାସକୁ 6 ଦିନ ପର୍ଯ୍ୟନ୍ତ ବନ୍ଦ କରିପାରେ ।
ପ୍ରଶ୍ନ 8 – ଏମିତି କେଉଁ ଶବ୍ଦ ଅଛି, ଯାହାକୁ କୁଆଁରୀ ଝିଅ ମାନେ ସମସ୍ତଙ୍କ ସାମ୍ନାରେ କହିପାରିବେ ନାହିଁ ?
ଉତ୍ତର – ‘ଶାଶୁ ମାଆ’ ହେଉଛି ସେହି ଶବ୍ଦ, ଯାହାକୁ କୁଆଁରୀ ଝିଅ ମାନେ ସମସ୍ତଙ୍କ ସାମ୍ନାରେ କହିପାରିବେ ନାହିଁ, କାରଣ ସେମାନେ ଅବିବାହିତ ।