କ୍ରୀଡା
ଭାରତ-ବାଂଲାଦେଶ ଦିନିକିଆ ସରିଜ
ଆଜିଠୁ ଭାରତ-ବାଂଲାଦେଶ ଦିନିକିଆ ସରିଜ। ଟସ ଜିତି ବାଂଲାଦେଶର ଫିଲ୍ଡି ନିଷ୍ପତ୍ତି ନେଇଥିବା ବେଳେ ଭାରତ ବ୍ୟାଟିଂ କରିବ। ବାଂଲା ଷ୍ଟାଡିୟମରେ ମ୍ୟାଚ ଅନୁଷ୍ଠିତ ଖେଳାଯାଉଛି । ପ୍ରଥମ ଓ୍ୱାନଡେ ପାଇଁ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି। ଟିମ ଇଣ୍ଡିଆର ପଲା ଭାରି ରହିଥିଲେ ମଧ୍ୟ ମ୍ୟାଚରେ ବିପର୍ଯ୍ୟୟ ଘଟାଇବାକୁ ସକ୍ଷମ ବାଂଲାଦେଶ ଟିମ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳର ପଡ଼ିଆକୁ ଓହ୍ଲାଇଛି।


