ବିଚାର

ରାମ ନବମୀ, ଏହି ଗୋଟେ ଜିନିଷ ନିଶ୍ଚୟ ଖାଇ ଦିଅନ୍ତୁ, ବର୍ଷ ସାରା ଧନର ଅଭାବ ରହିବନି

ବନ୍ଧୁଗଣ ଚୈତ୍ର ମାସର ଶୁକ୍ଳ ପକ୍ଷର ନବମୀ ତିଥି ଦିନ ଭଗବାନ ଶ୍ରୀ ହଋ ବିଶୁଣୁ ନାରାୟଣଙ୍କ ୨୧ ଅବତାର ରୂପରେ ତ୍ରେତୟା ଯୁଗରେ ମହାରାଜା ଦଶରଥ ତଥା ମହାରାଣୀ କୌଶଲ୍ୟାଙ୍କ ଘରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଙ୍କ ଜନ୍ମ ହୋଇଥିଲା । ସେଥିପାଇଁ ପବିତ୍ର ରାମ ନବମୀକୁ ବହୁତ ଖାସ ଦିନ ମାନାଯାଏ । ରାମ ଚରିତ ମାନସରେ ତୁଳସୀ ଦାସ ଲେଖିଛନ୍ତି ଯେ ଚୈତ୍ର ମାସର ଶୁକ୍ଲ ପକ୍ଷର ନବମୀ ତିଥିରେ ମଧ୍ୟାହ୍ନ ସମୟରେ ରଭୂ ଶ୍ରୀରାମଙ୍କ ପ୍ରକଟ ହୋଇଥିଲା ।

ସେବେ ଠାରୁ ରାମ ନବମୀ ପାଳନ କରାଯାଉଛି । ଏହି ଦିନ ଏମିତି କେଉଁ ଜିନିଷ ଖାଇବା ଦ୍ଵାରା ଧନର ବର୍ଷା ହୋଇଥାଏ ଆସନ୍ତୁ ଜାଣିବା । ଚଳିତ ବର୍ଷ ମାର୍ଚ୍ଚ 30 ତାରିଖ ଗୁରୁବାରରେ ପଡୁଛି ପବିତ୍ର ରାମ ନବମୀ । ଏହି ଦିନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସହ ରାମ ନବମୀ ବ୍ରତ ନିଶ୍ଚୟ କରିବା ଉଚିତ । କ୍ଷୀର, ଦହି ତଥା ପଞ୍ଚାମୃତରେ ତାପରେ ପ୍ରଭୁ ରାମଙ୍କୁ ସ୍ନାନ କରାଯାଏ । ତାପରେ ପ୍ରଭୁ ତୁଳସୀ ଜଳ ଅବଶ୍ୟ ଚଢାନ୍ତୁ ।

ତାପରେ ଅକ୍ଷତ ଓ ଫୁଲ ଅର୍ପଣ କରି ବସ୍ତ୍ର ପିନ୍ଧାଇ ଶ୍ରୀଙ୍ଗାର କରନ୍ତୁ । ପୂଜା କରିବା ସମୟରେ ଭୋଗରେ ମିଠା ଓ ଅନ୍ଯାନ୍ଯ ସାମଗ୍ରୀ ଅର୍ପଣ କରିପାରିବେ । କିନ୍ତୁ କେଉଁ ଜିନିଷ ଅଛି ତାହା ପ୍ରଭୁ ରାମଙ୍କର ପ୍ରିୟ ଅଟେ ତାହା ହେଉଛି ଖିରୀ । ପ୍ରଭୁ ରାମଙ୍କୁ ଖିରୀ ବହୁତ ଅଧିକ ପସନ୍ଦ ଅଟେ । ଯଦି ଆପଣ ବ୍ରତ କରୁଛନ୍ତି ତେବେ ଘରେ ଖିରୀ ବନାଇ ଅର୍ପଣ କରନ୍ତୁ ।

ଏହି ଦିନ ରାମ ଚରିତ ମାନସ ପାଠ କରିବା ଦ୍ଵାରା ବ୍ୟକ୍ତି ଜୀବନରେ ସୁଖ ଶାନ୍ତି ବୃଦ୍ଧି ପାଇଥାଏ । ଏହି ଦିନ ରାମ ଚରିତ ମାନସର ରଚନା ହୋଇଥିବା କାରଣରୁ ଭଗବାନ ରାମଙ୍କର ଉଚ୍ଚାରଣ କରନ୍ତୁ । ଆଳତି ସମ୍ପୂର୍ଣ ହେବା ପରେ ପ୍ରଭୁ ରାମଙ୍କୁ ଆରାଧନା କରନ୍ତୁ । ଏହା ପରେ ଭୋଜନ ଗ୍ରହଣ କରିବା ସମୟରେ ଯେଉଁ ଖିରୀ ଭଗବାନଙ୍କୁ ଲଗାଇଛନ୍ତି ତାହା ନିଶ୍ଚୟ ଗ୍ରହଣ କରନ୍ତୁ ।

ରାମ ନବମୀ ଦିନ ଯେଉଁ ଜିନିଷ ଖାଇବାର ଥିଲା ତାହା ହେଉଛି ପ୍ରଭୁଙ୍କ ଠାରେ ଲାଗି ହୋଇଥିବା ଖିରୀ । ଏହି ଦିନ ଖିରୀ କୁ ବିଶେଷ ମାନାଯାଏ । ରାମ ନବମୀ ଦିନ ଖିରୀ ଖାଇବା ଦ୍ଵାରା ଜୀବନରେ କେବେ ଟଙ୍କା ପଇସାର ଅଭାବ ହୁଏ ନାହି । ପୁରା ବର୍ଷ ଘରକୁ ଧନର ସ୍ରୋତ ଆସିଥାଏ । ପ୍ରଭୁ ରାମଙ୍କ କୃପା ମିଳିଥାଏ । ଏଥିପାଇଁ ରାମ ନବମୀ ରେ ଖିରୀ ନିଶ୍ଚୟ ଖାଆନ୍ତୁ । ଖିରୀ ରେ ଗୋଟେ ଅଳେଇଚ ନିଶ୍ଚୟ ପକାନ୍ତୁ ।

ଏହି ଦିନ ନାଲି ବା କଳା ରଙ୍ଗର କୋଳି ର ଭୋଗ ଲଗାଇଛନ୍ତି ତେବେ ତାହାକୁ ନିଶ୍ଚୟ ଖାଆନ୍ତୁ । ଏହି ଦିନ ଖିରୀ ରେ ମିଶ୍ରି ମିଶାଇ ଖାଇଲେ ଅତି ଶୁଭଦାୟକ ହୋଇଥାଏ । ଏହା ଦ୍ଵାରା ପୁରା ଜୀବନ ସୁଖ, ଶାନ୍ତି, ବୈଭାବରେ ଭରି ରହିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button