ଦେଶ ବିଦେଶ

ଶାରୀରିକ ସମ୍ବନ୍ଧ ବେଳେ ଏହି ୫ଟି ଭୁଲ୍ ହୋଇପାରେ ମୃତ୍ୟୁର କାରଣ, କେବେବି କରନ୍ତୁ ନାହିଁ ଏପରି

ପୁରୁଷ-ନାରୀର ଶାରୀରିକ ସମ୍ବନ୍ଧ ଏକ ଜନ୍ମଗତ ଗୁଣ। ଯେମିତି ଖାଇବା ,ପିଇବା ବୁଲିବା .ଶୋଇବା ଆଦି ଲୋକଙ୍କ ପ୍ରମୁଖ କାମ। ସେହିପରି ଯୌନକ୍ରିୟା ବି ଏକ ସ୍ୱାଭାବିକ କ୍ରିୟା ମଣିଷର। ଏହା ପ୍ରତି ଜୀବ କରିଥାଏ। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଶାରୀରିକ ସମ୍ବନ୍ଧ ଜୀବନ ବି ନେଇପାରେ ଏବଂ ମୃତ୍ୟୁର କାରଣ ବି ବନିପାରେ। ଏକ ଅନୁଧ୍ୟାନ ପରେ ଡାକ୍ତର ଓ ବିଶେଷଜ୍ଞମାନେ କହିଛନ୍ତି ସାରା ବିଶ୍ୱରେ ଅଚାନକ ଯେତେ ମୃତ୍ୟୁ

ପୁରୁଷ-ନାରୀର ଶାରୀରିକ ସମ୍ବନ୍ଧ ଏକ ଜନ୍ମଗତ ଗୁଣ। ଯେମିତି ଖାଇବା ,ପିଇବା ବୁଲିବା .ଶୋଇବା ଆଦି ଲୋକଙ୍କ ପ୍ରମୁଖ କାମ। ସେହିପରି ଯୌନକ୍ରିୟା ବି ଏକ ସ୍ୱାଭାବିକ କ୍ରିୟା ମଣିଷର। ଏହା ପ୍ରତି ଜୀବ କରିଥାଏ। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଶାରୀରିକ ସମ୍ବନ୍ଧ ଜୀବନ ବି ନେଇପାରେ ଏବଂ ମୃତ୍ୟୁର କାରଣ ବି ବନିପାରେ।

ଏକ ଅନୁଧ୍ୟାନ ପରେ ଡାକ୍ତର ଓ ବିଶେଷଜ୍ଞମାନେ କହିଛନ୍ତି ସାରା ବିଶ୍ୱରେ ଅଚାନକ ଯେତେ ମୃତ୍ୟୁ ହେଉଛି ସେଥିରୁ ୦.୬ ପ୍ରତିଶତ ମୃତ୍ୟୁ ଶାରୀରିକ ସମ୍ବନ୍ଧ ବେଳେ ହୋଇଥାଏ। ସେକ୍ସ ବେଳେ ମୃତ୍ୟୁର କାରଣ ଶାରୀରିକ ଦୁର୍ବଳତା କିମ୍ବା ମନରେ ଥିବା ଆଉ କିଛି ଗଭୀର ସମସ୍ୟା ହୋଇପାରେ। ରିପୋର୍ଟ ଅନୁସାରେ ପ୍ରତି ୧୦ ହଜାରରେ ଜଣେ ସେକ୍ସ ଯୋଗୁଁ ହୃଦଘାତର ଶିକାର ହୋଇଥାଏ। ଶାରୀରିକ ସମ୍ବନ୍ଧବେଳେ ମୃତ୍ୟୁ ବେଶି ବିବାହିତ ଲୋକଙ୍କ କ୍ଷେତ୍ରରେ ବେଶି ଥାଏ।

ଶାରୀରିକ ସମ୍ବନ୍ଧ କେମିତି ମୃତ୍ୟୁର କାରଣ ହୁଏ ? ଏହା ଏମିତି ହୁଏ କି ଯେତେବେଳେ ବିବାହିତ ଲୋକ ନିଜର ସାଥୀ ଓ ଘରଠାରୁ ଦୂରରେ ଥାଇ ସେକ୍ସ କରିଥାନ୍ତି। କୈାଣସି ନିଶାପାନ କଲା ପରେ ଶାରୀରିକ ସମ୍ବନ୍ଧ ଯଦି ରଖନ୍ତି। ସମ୍ବନ୍ଧର ପୂର୍ବରୁ ଯଦି ଭାଏଗ୍ରା ଆଦି ଔଷଧ ସେବନ କରନ୍ତି। କୈାଣସି ରୋଗର ଚିକିତ୍ସା ଚାଲୁଥିବା ବେଳେ ବା ଶାରୀରିକ ଅସୁସ୍ଥତା ଥିବାବେଳେ ସେକ୍ସ କଲେ ଏହା ଖୁବ୍ ମାରାତ୍ମକ ସାଜିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button