ଦେଶ ବିଦେଶ

Interesting Gk Questions- ଭାରତର କେଉଁ ରାଜ୍ୟରେ ସ୍ତ୍ରୀ ଭଡାରେ ମିଳେ ? ଜାଣିଥିଲେ କୁହନ୍ତୁ…

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ମଜାଳିଆ ଏବଂ ଜଣା ଅଜଣା ପ୍ରଶ୍ନ ଉତ୍ତର ଏହା ଦ୍ୱାରା ଆପଣ ନିଜ ବୁଦ୍ଧି ର ବିକାଶ କରିବା ସହ ଆପଣଙ୍କୁ ଅନେକ ମଜା ବି ଲାଗିବ। ଆପଣ କିଛି ନୂଆ ପୁରୁଣା କଥା ଜାଣି ପାରିବେ ଏବଂ ଏହା ଦ୍ୱାରା ଆପଣ ନିଜର ଜ୍ଞାନ କୁ ମଧ୍ୟ ବୃଦ୍ଧି କରି ପାରିବେ।ତେବେ ଆସନ୍ତୁ ଜାଣିନେବା ସେହି ପ୍ରଶ୍ନ ଉତ୍ତର ବିଷୟରେ।

୧- ସିଂହ ମୁହଁରେ କେତୋଟି ଦାନ୍ତ ଅଛି?
ଉତ୍ତର- ୩୦ ଟି।

୨- ଭାରତରେ ସମୁଦାୟ କେତୋଟି ଗାଁ ଅଛି?
ଉତ୍ତର- ୬ ଲକ୍ଷ ଗାଁ ରହିଛି।

୩- କୋକାକଲା କେଉଁ ଦେଶ ର କମ୍ପାନୀ?
ଉତ୍ତର- ଆମେରିକା।

୪- ପରିବା ର ରାଣୀ କାହାକୁ କୁହାଯାଏ?
ଉତ୍ତର- ଲଙ୍କା।

୫- ସବୁଠାରୁ ବିଶ୍ୱାସୀ ପ୍ରାଣୀ କାହାକୁ କୁହାଯାଏ?
ଉତ୍ତର- କୁକୁର।

୬- ତାହା କଣ ଯାହାର ଜନ୍ମ ଗୋଇଠା ଖାଇବା ପାଇଁ ହୋଇଛି?
ଉତ୍ତର- ଫୁଟବଲ।

୭- କେଉଁ ପଶୁ ଉପରେ ଆଘାତ ହେଲେ ସେ ମଣିଷ ପରି କାନ୍ଦେ?
ଉତ୍ତର- ଭାଲୁ।

୮- ହାତୀ କେତେ ବର୍ଷ ବଞ୍ଚେ?
ଉତ୍ତର- ୧୦୦ ବର୍ଷ।

୯- କେଉଁ ଜୀବର ପାକସ୍ଥଳୀ ତା ମୁଣ୍ଡରେ ଥାଏ?
ଉତ୍ତର- ଚିଙ୍ଗୁଡ଼ି।

୧୦- ଭାରତର କେଉଁ ରାଜ୍ୟରେ ସ୍ତ୍ରୀ ଭଡା ରେ ମିଳେ?
ଉତ୍ତର- ଆସାମର ଏକ ଗାଁ ରେ।

୧୧- କେଉଁ ଜୀବ ସବୁଠାରୁ ଅଧିକ ଦିନ ଯାଏ ବଞ୍ଚିଥାଏ।
ଉତ୍ତର- କଇଁଛ।

୧୨- କାହାର ୧୦ ଟି ଗୋଡ଼ ଅଛି।
ଉତ୍ତର- କଙ୍କଡା।

୧୩- ଚୁଲିର ତିନି ମୁଣ୍ଡ କୁ କଣ କୁହାଯିବ।
ଉତ୍ତର- ଝିଙ୍କା।

୧୪- କେଉଁ ପକ୍ଷୀ ତଳମୁହା କରି ବସା ବାନ୍ଧେ।
ଉତ୍ତର- ବାୟା ଚଢ଼େଇ।

୧୫- ଭାରତ ର କେଉଁ ରାଜ୍ୟ ଇଂରେଜ ଙ୍କ ଶାସନଧିନ ହୋଇ ନଥିଲା।
ଉତ୍ତର- ଗୋଆ।

୧୬- କେଉଁ ଦେଶ ରେ ପ୍ରଥମେ କାଗଜ ନୋଟ ବାହାର କରିଥିଲା।
ଉତ୍ତର- ଚୀନ।

ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button