ସ୍ୱାସ୍ଥ୍ୟ

ଆମେ “ଡେଲି ଲାଇଫ” ରେ ସବୁଦିନ କରିଥାଉ ଏହି 10ଟି ଭୁଲ, ଜାଣନ୍ତୁ କେମିତି କରିବେ ଏହାକୁ ଠିକ

କଣ ଆପଣ ଜାଣିଛନ୍ତି ଆମେ ପ୍ରାୟତଃ ଡେଲି ଲାଇଫରେ କିଛି ଏମିତି ଭୁଲ କରିଦେଉ ଯାହା ବିଷୟରେ ଆମକୁ ଜଣା ବି ପଡେ ନାହିଁ । ଏମିତି କିଛି ଜିନିଷ ଅଛି ଯାହାକୁ ଠିକ ଭାବରେ କରିବା ଉପାୟ ଅଲଗା ଅଟେ କିନ୍ତୁ ଆମେ ତାହାକୁ କିଛି ଅଲଗା ଭାବରେ କରିଥାଉ । ଆଜି ଆମେ ଆପଣଙ୍କୁ କିଛି ଏମିତି ଜିନିଷ ବିଷୟରେ କହିବୁ ଯାହାକୁ ଆପଣଙ୍କୁ ବର୍ତ୍ତମାନ ପର୍ଯ୍ଯନ୍ତ ଠିକ ଲାଗୁଛି କିନ୍ତୁ ତାହା ଭୁଲ ଅଟେ । ଡେଲି ଲାଇଫରେ ଆମେ ସମସ୍ତେ ଏହି ଭୁଲ କରିଥାଉ ।

ଡେଲି ଲାଇଫରେ ଆମେ ସମସ୍ତେ ଏହି ଭୁଲ କରିଥାଉ –

ବ୍ରଶ ରେ ଟୁଥପେଷ୍ଟ ଲଗାଇବାର ଠିକ ଉପାୟ

ପ୍ରାୟତଃ ଦେଖା ଯାଇ କି ଲୋକମାନେ ବ୍ରଶ କରିବା ସମୟରେ ତାହା ଉପରେ ବହୁତ ପେଷ୍ଟ ଲଗାନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଟୁଥପେଷ୍ଟରେ କେବଳ ଗୋଟିଏ ମଟର ଦାନା ଭଳି ପେଷ୍ଟ ଲଗାଇବା ଠିକ ଅଟେ ।

ଇୟରଫୋନ ପିନ୍ଧିବାର ଠିକ ଉପାୟ

ଇୟରଫୋନକୁ ଆମେ ସମସ୍ତେ ଭୁଲ ଭାବରେ ପିନ୍ଧିଥାଉ । ଦେଖାଯାଏ କି ଲୋକମାନେ ଇୟରଫୋନକୁ ସିଧା ନିଜର କାନରେ ଲଗାଇଦିଅନ୍ତି । କିନ୍ତୁ ଏହା ଭୁଲ ଅଟେ । ଇୟରଫୋନକୁ ଆପଣ କାନ ଉପରେ ବୁଲାଇ କାନରେ ଦିଅନ୍ତୁ । ଏହା ଦ୍ଵାର ଇୟରଫୋନ ପଡେ ନାହିଁ ।

କୋକ ରେ ଷ୍ଟ୍ର ଲଗାଇ ପିଇବା

କିଛି ଲୋକମାନେ କୋକ ରେ ଷ୍ଟ୍ର ଲଗାଇ ପିଅନ୍ତି, ତେବେ ଆପଣଙ୍କୁ କହିଦେଉଛୁ ଯେ ଏହା ପୂରାପୂରି ଭୁଲ ଅଟେ । କୋକ ବିନା ଷ୍ଟ୍ରରେ ପିଇବା ପାଇଁ ତିଆରି ହୋଇଛି ।

ଅଣ୍ଡାକୁ ଠିକ ଭାବରେ ତେଲ ରେ ଛାଣିବା

ଆପଣ ଯେତବେଳେ ତେଲରେ ଅଣ୍ଡାକୁ ଛାଣନ୍ତି ତେବେ ଏହା ପୁରା ତାୱା ରେ ଖେଳିଯାଏ । ଏହ ପୁରା ଭୁଲ ଉପାୟ ଅଟେ । ଆପଣ କେବଳ ଏକ ବଡ ପିଆଜକୁ ନେଇ ତାକୁ କାଟି ଏକ ଚୋପା ବାହାର କରିବାର ଅଛି । ଫଟୋରେ ଦେଖନ୍ତୁ ।

ରସୁଣ ରୁ ଚୋପ ଛଡାଇବାର ସହଜ ଉପାୟ

ଗୋଟିଏ ଜାରରେ ରସୁଣ କୁ ପକାନ୍ତୁ ଏବଂ ଢାଙ୍କୁଣୀ କୁ ବନ୍ଦ କରିଦିଅନ୍ତୁ । ପୁଣି ଏହାକୁ ଜୋରରେ ହଲାନ୍ତୁ । ରସୁଣରୁ ଆପେ ଆପେ ଚୋପା ଛାଡିଯିବ ।

କୋଲ୍ଡ ଡ୍ରିଂକ କୁ ଜଲ୍ଦି ଥଣ୍ଡା କରିବା ପାଇଁ

କୌଣସି କୋଲ୍ଡ ଡ୍ରିଂକ କୁ ଜଲ୍ଦି ଥଣ୍ଡା କରିବା ପାଇଁ ଆପଣ ଏହାକୁ ଗୋଟିଏ ପେପର କିମ୍ବା ଟାୱାଲ ରେ ଘୋଡାଇ ଫ୍ରିଜରେ ରଖିଦିନ୍ତୁ । ଏହା ମାତ୍ର ୧୫ ମିନିଟରେ ଥଣ୍ଡା ହୋଇଯିବ ।

ଟି ସାର୍ଟ କିମ୍ବା ସାର୍ଟ କୁ ଫୋଲ୍ଡ କରିବା

ଯଦି ଆପଣ ସାର୍ଟ ଜଲ୍ଦି ଫୋଲ୍ଡ କରିବା ପାଇଁ ଚାହୁଞ୍ଚନ୍ତି ତେବେ ଉପୋରେ ଦିଆଯାଇଥିବା ଫୋଟୋଟିକୁ ଦେଖନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button