ବିଚାର
40 ବର୍ଷୀୟ ମହିଳା 68ଟି ପିଲାଙ୍କୁ ଦେଲେ ଜନ୍ମ, 69ତମ ପିଲାର ଡେ଼ଲିଭରି ସମୟରେ ହେଲା କିଛି ଏପରିକି ସମସ୍ତେ ରହିଗଲେ ସ୍ତବ୍ଦ

ପ୍ରତୋକ ମହିଳା ଙ୍କ ର ବିବାହ ପରେ ମା ହେବାର ସ୍ବପ୍ନ ରହିଥାଏ I ଏବଂ ବିବାହ ପରେ ନିଜ ର ସନ୍ତାନ ପାଇବାକୁ ଆଶା କରିଥାନ୍ତି I କିଛି ଦମ୍ପତି ଦୁଇ କିମ୍ବା ତା ଠାରୁ ଅଧକ ସନ୍ତାନ ଙ୍କ ର ମା ବାପା ହେଇଥାନ୍ତି I
କିନ୍ତୁ ଆଜି ଆମେ ଆପଣ ଙ୍କୁ ଯେଉଁ ମହିଳା ଙ୍କ ସମ୍ପର୍କ ରେ କହିବାକୁ ଯାଉଛୁ ସେ 69 ଗୋଟି ପିଲାଙ୍କୁ ଜନ୍ମ ଦେଇଛନ୍ତି I ସେହି ମହିଳା ଙ୍କ ର ବୟସ 40 ବର୍ଷ ଅଟେ I ଏହା ଶୁଣି ଆପଣ ଙ୍କୁ ବି ଟିକେ ଆଶ୍ଚଯ୍ୟ ଲାଗୁଥିବ I INDIA TODAY ର ରିପୋର୍ଟ ଅନୁସାରେ ଗଜା ରେ ଏକ ମହିଳା ପୁରା 69 ଗୋଟି ପିଲାଙ୍କୁ ଜନ୍ମ ଦେଇଛନ୍ତି ଏବଂ 69 ତମ ପ୍ରସବ ସମୟ ରେ ତାଙ୍କ ର ସ୍ଵାସ୍ତ୍ୟ ଖରାପ ହେଇଥିଲା I ଏବଂ ସେ ମୃତ୍ୟୁବରଣ କରିଥିଲେ I ଏହି ମହିଳା ନିଜ ଜୀବନକାଳ ମଧ୍ୟ ରେ 27 ଥର ଗର୍ଭବତୀ ହେଇଥିଲେ ଏବଂ 16 ଥର ଜୂଡବା ସନ୍ତାନ କୁ ଜନ୍ମ ଦେଇଥିଲେ I



