ପୁରୁଷଙ୍କ ତୁଳନାରେ ସିଂହଭାଗ ସେକ୍ସ ଚାହେଁ ସ୍ତ୍ରୀ; ଯଦି ଏଥିରେ ବିଚ୍ୟୁତ ହୁଏ ତେବେ..

ପାଶ୍ଚାତ ଦେଶ କଥା ଭିନ୍ନ କିନ୍ତୁ ଭାରତ ଭଳି ଏକ ରକ୍ଷଣଶୀଳ ଦେଶରେ ଏବେ ବି ସେକ୍ସ ଶବ୍ଦକୁ ନେଇ ମହିଳାମାନେ ଅସହଜ ହୋଇପଡ଼ନ୍ତି । ଏପରିକି ସେମାନେ ଏହି ଶବ୍ଦ ସମ୍ପର୍କରେ ଆଲୋଚନା ହିଁ କରିବାକୁ ଚାହାନ୍ତି ନାହିଁ । କେବେ ବି ସର୍ବସାଧାରଣ ସ୍ଥାନରେ ସେକ୍ସ ବାବଦରେ ଆଲୋଚନା ହିଁ କରିନଥାନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପୁରୁଷଙ୍କ ତୁଳନାରେ ନାରୀଟିଏ ଅଧିକ ସେକ୍ସ ଚାହିଁଥାଏ । ମୁହଁ ଖୋଲି କରିପାରୁନଥିଲେ ମଧ୍ୟ ନାରୀ, ପୁରୁଷ ତାକୁ ଅଧିକ ସେକ୍ସ ସାଟିସଫାଏ ଦେଉବୋଲି ଚାହିଁଥାଏ ।
ପୁରୁଷଟିଏ ସିନା ନାରୀର ରୂପ ସୌନ୍ଦର୍ଯ୍ୟ ଏବଂ ଲୋଭନୀୟ ଶାରୀରିକ ଗଠନକୁ ନେଇ ଆକର୍ଷିତ ଏବଂ କାମୁକ ହୋଇଥାଏ । ନାରୀ କିନ୍ତୁ ଏହାର ବିପରିତ । ସେ ପୁରୁଷଙ୍କ ଠାରୁ କେବଳ ଆନନ୍ଦ ଓ ତୃପ୍ତି ଚାହେଁ । ନିଜ ସୁପ୍ତ ଇଚ୍ଛାକୁ ଚରିତାର୍ଥ କରିବା ପାଇଁ ବ୍ୟଗ୍ର ରହିଥାନ୍ତି । ପୁରୁଷ ସିନା ଗୋଟିଏ ଆସନ ବା ଶୈଳୀରେ ନିଜ ପାର୍ଟନରଙ୍କୁ ସେକ୍ସ କରିବାକୁ ଆଗ୍ରହ ଦେଖାଏ ନାରୀ କିନ୍ତୁ ଭିନ୍ନ ଭିନ୍ନ ମୁଦ୍ରାରେ ରତିକ୍ରୀଡ଼ା କରିବାରେ ଆନନ୍ଦ ପାଏ ଏବଂ ଏଥିପାଇଁ ସେ ସକ୍ଷମ ମଧ୍ୟ । କହିବାର ଅର୍ଥ କେବଳ ଗୋଟିଏ ସେକ୍ସ ପୋଜିସନରେ ସନ୍ତୁଷ୍ଟ ନ ହୋଇ ନାରୀଟିଏ କଷ୍ଟ ସାଧ୍ୟ ଯୌନ ମୁଦ୍ରାରେ ସମ୍ଭୋଗ ସୁଖ ପାଇଁ ଲାଳାୟିତ ହୋଇଥାଏ, ସେ ନିଜ ମେଲ୍ ପାର୍ଟନରଙ୍କ ଠାରୁ ମଧ୍ୟ ଏହା ଆଶା କରିଥାଏ ।
ପୁରୁଷ ଟିଏ ସମଲିଙ୍ଗି କଥା କେବଳ ଭାବୁଥିବା ବେଳେ ନାରୀଟିଏ ପୁରୁଷଙ୍କ ପ୍ରତି ଯେମିତି ଆକର୍ଷିତ ହୁଏ ଅନ୍ୟ ନାରୀ ପ୍ରତି ମଧ୍ୟ ଆକର୍ଷିତ ହୋଇ ସମ୍ଭୋଗ ସୁଖ ପାଇପାରିଥାଏ । ଏଥିପାଇଁ ନାରୀ ପାଖରେ ସେ ଶକ୍ତି ଓ ସାମର୍ଥ୍ୟ ମଧ୍ୟ ରହିଛି ।
ବେଡ୍ ରେ କେବଳ ସେକ୍ସ ନୁହେଁ ପ୍ରଥମେ ରୋମାନ୍ସ ଚାହିଁଥାଏ ନାରୀ । ମଧୁର ଆଳାପ, ଅଙ୍ଗ ସ୍ପର୍ଶ ଏବଂ ରୋମାଞ୍ଚିତ ହେବା ପରେ ସେକ୍ସ ଡ୍ରାଇଭ ପାଇଁ ପୂରା ପ୍ରସ୍ତୁତ ହୋଇଯାଇଥାଏ ନାରୀଟିଏ । ପୁରୁଷମାନଙ୍କ ତୁଳନାରେ ନାରୀଟିଏ ବିଳମ୍ବର ଉତ୍ତେଜକ ହେଲେ ମଧ୍ୟ ସେକ୍ସ ଶେଷ ଯାଏଁ ସାମର୍ଥ୍ୟ ଜୁଟାଇ ରଖିଥାଏ । ଶେଷ ଷ୍ଟେଜରେ ନ ପହଞ୍ଚିଲା ଯାଏ ନାରୀଟିଏ କେବେ ବି ଥକି ନଥାଏ । ସେକ୍ସ ରେ ସାଟିସଫାଏ ନ ହେଲେ ନାରୀ ମନରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଥାଏ ।
ଗବେଷଣାର ତଥ୍ୟ କହୁଛି 20 ବର୍ଷ ପାର୍ କଲାପରେ ଯୁବତୀଟିଏ ଅଧିକ ମାତ୍ରାରେ ସେକ୍ସ ପ୍ରତି ଆଗ୍ରହ ଦେଖାଇଥାଏ । ଏହି ବୟସରେ ଯୁବତୀଙ୍କ ଶରୀର ହାର୍ଡ ସେକ୍ସ ପାଇଁ ସାମର୍ଥ୍ୟ ବହନ କରୁଥିବାରୁ ସେ ଯେକୌଣସି ପ୍ରକାର ସେକ୍ସ ପାଇଁ ଇଚ୍ଛା ଜାହିର କରି ନିଜ ପାଇଁ ପାର୍ଟନର ଖୋଜି ନେଇଥାଏ ।
ଥରେ ଯଦି ଜଣେ ଯୁବତୀ, ମହିଳା ନିଜ ସେକ୍ସ ପାର୍ଟନର ବାଛି ନିଅନ୍ତି ତେବେ ସେମାନେ ଚରମ ତୃପ୍ତି ପାଇବା ପର୍ଯ୍ୟନ୍ତ ସେହି ପାର୍ଟନରଙ୍କ ସହ ରହିଥାନ୍ତି । ବହୁ ପୁରୁଷ ନୁହେଁ ଏକ ପୁରୁଷରେ ନାରୀମାନେ ଅଧିକ ବିଶ୍ୱାସ କରନ୍ତି । ଯଦି ସଂପୃକ୍ତ ନାରୀ ବା ଯୁବତୀ ଏକ ନିର୍ଦ୍ଧିଷ୍ଟ ସେକ୍ସ ପାର୍ଟନର ପାଆନ୍ତି ତାଙ୍କୁ ଜୀବନ ସାଥୀ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନିଅନ୍ତି ।



