ବିଚାର

କେବେ ବି ମହିଳାମାନେ ନିଜର ୫ଟି ଜିନିଷ ଅନ୍ୟକୁ ଦେବା ଉଚିତ ନୁହେଁ, ନଚେତ୍ ସ୍ଵାମୀଙ୍କ ଉପରେ ଆସିପାରେ ବିପଦ

କଣ ଆପଣ ଜାଣନ୍ତି କି ଜଣେ ମହିଳା ତାଙ୍କର ଏହି ସବୁ ଜିନିଷ ଅନ୍ୟକୁ ଦେବା ଆଦୌ ଉଚିତ୍ ନୁହେଁ । ମହିଳା ଏହି ସବୁ ଜିନିଷ ଅନ୍ୟକୁ ଦାନ ଦେବା ଦ୍ୱାରା ତାଙ୍କ ସ୍ୱାମୀଙ୍କ ପ୍ରତି ଏହା ଅମଙ୍ଗଳ ହୋଇଥାଏ । ଦାନ ଦେବାକୁ ଏକ ଧର୍ମ କାମ ବୋଲି ମନେ କରା ଯାଇଥାଏ । ହେଲେ ହିନ୍ଦୁ ଧର୍ମରେ ଏପରି କିଛି ଜିନିଷ ରହିଛି ଯାହା ଅନ୍ୟକୁ ଦେବା ଅଶୁଭ ବୋଲି ମନେ କରା ଯାଇଥାଏ ।

R

ତେବେ ଆସନ୍ତୁ ଜାଣିବା ଏପରି କେଉଁ ସବୁ ଜିନିଷ ମହିଳା ଦାନ କରିବା ଉଚିତ୍ ନୁହେଁ । ତେବେ ଯଦି ମହିଳା ଏପରି କରୁଛନ୍ତି ଏହା ତାଙ୍କ ସ୍ବାମୀଙ୍କ ପ୍ରତି ଅମଙ୍ଗଳ ସାବ୍ୟସ୍ତ ହୋଇଥାଏ ।

ସିନ୍ଦୂର : ହିନ୍ଦୁ ଧର୍ମର ଏହାକୁ ଅତି ପବିତ୍ର ବୋଲି ମନେ କରା ଯାଇଥାଏ । ଏହାର ବ୍ୟବହାର ସଧବା ନାରୀ ମାନେ କରିଥାନ୍ତି । ଜଣେ ନାରୀ ନିଜେ ବ୍ୟବହାର କରୁଥିବା ସିନ୍ଦୂରକୁ ଅନ୍ୟକୁ ଦେବା ଉଚିତ୍ ନୁହେଁ ।

Sindur

ମଙ୍ଗଳସୂତ୍ର : ଏହା ବିବାହିତ ନାରୀର ଏକ ପ୍ରତୀକ ଅଟେ । ଏହା କାହାକୁ ଦେବା ଦ୍ୱାରା ସ୍ୱାମୀର କ୍ଷତି ହୁଏ ।

ବିନ୍ଦି: ପ୍ରତ୍ୟେକ ସଧବା ନାରୀ ନିଜ କପାଳ ରେ ବିନ୍ଦି ଲଗାଇ ଥାଆନ୍ତି, କିନ୍ତୁ ଅନ୍ୟର ଲଗାଇଥିବା ବିନ୍ଦି କଦାପି ଲଗାଇବା ଉଚିତ ନୁହେଁ। ଏହାଦ୍ୱାରା ଦାମ୍ପତ୍ୟ ଜୀବନ ପ୍ରଭାବିତ ହୋଇଥାଏ ଏବଂ ସ୍ୱାମୀଙ୍କ ସଫଳତା ବାଧାପ୍ରାପ୍ତ ହୋଇଥାଏ।

କଙ୍କଣ : ନିଜର କଙ୍କଣ ଅନ୍ୟ ମାନଙ୍କୁ ବ୍ଯବହାର କରିବାକୁ ଦିଅନ୍ତୁ ନାହିଁ । ଏପରି କରିବା ଦ୍ବାରା ସ୍ଵାମୀଙ୍କ ଦେହ ଅସୁସ୍ଥ ହୋଇପାରେ ।

ଝୁଣ୍ଟିଆ : ହିନ୍ଦୁ ଧର୍ମ ଅନୁସାରେ ପାଦ ଝୁଣ୍ଟିଆର ମହତ୍ତ୍ଵ ଅଧିକ । ବିଶ୍ୱାସ କରାଯାଏ ଝୁଣ୍ଟିଆ ପିନ୍ଧିବା ଦ୍ୱାରା ସ୍ୱାମୀର ଆୟୁଷ ବଢ଼ିଥାଏ । ତେଣୁ ଏହା କାହାକୁ ଦାନ କରିବା ଉଚିତ୍ ନୁହେଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button