ଏହାକୁ ଘରେ ଝୁଲେଇ ଦିଅନ୍ତୁ, ମଶା ଆପଣଙ୍କ ପାଖ ମାଡିବନି, Mosquito Repellent Homemade Remedy

ବନ୍ଧୁଗଣ ଋତୁ ଯାହା ବି ହେଉ ନା କାହିଁକି ? ମଶା ମାନଙ୍କର ପାଦୁର୍ଭାବ କିନ୍ତୁ ସବୁ ଋତୁରେ ଦେଖିବାକୁ ମିଳିଥାଏ । ତେବେ ଏହି ମଶା ମାନଙ୍କୁ ଘରୁ ଘଉଡାଇବା ପାଇଁ ଆମେ ଅନେକ ପ୍ରକାର ଉପାୟର ଅବଲମ୍ବନ କରିଥାଉ । ପ୍ରାୟତଃ ମଶା ମାନଙ୍କୁ ମାରିବା ପାଇଁ ଆମେ ମାନେ ମଶାବତୀ, ଧୂପୋ କଏଲ୍ ଆଦିର ବ୍ୟବହାର କରିଥାଉ । ଯାହାର ଧୂଆଁ ଆମ ସ୍ଵାସ୍ଥ ପାଇଁ ଭଲ ହୋଇନଥାଏ । ତେଣୁ ଆପଣ ମାନଙ୍କୁ ଆମେ ଏକ ହୋମ ରେମିଡି ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଘରୁ ସବୁ ମଶା ପଳେଇବେ ।

ତେବେ ଏହି ମଶା ଘଉଡାଇବା ପାଇଁ ଯେଉଁ ହୋମ ରେମିଡି କରିବେ । ସେଥିପାଇଁ ପ୍ରଥମେ ଝୁଣାର ଆବଶ୍ୟକତା ପଡିବ । ତେବେ ସେହି ଝୁଣାରୁ ଆପଣ ମାନେ ଝୁଣା ତେଲ ପ୍ରସ୍ତୁତ କରିବେ । ଝୁଣା ତେଲ କରିବା ପାଇଁ ପ୍ରଥମେ ଗ୍ଯାସରେ ଏକ ପାତ୍ର ବସାଇ ସେଥିରେ ଅଧା କପ ସୋରିଷ ତେଲ ସେଥିରେ ଢାଳନ୍ତୁ । ତାପରେ ସୋରିଷ ତେଲକୁ ଗରମ କରି ନେଇ ତାହାକୁ ଗ୍ଯାସକୁ ନେଇ ଆସନ୍ତୁ ।

ତାପରେ ସେହି ଝୁଣା ତେଲ ବୋଳା ପିଆଜକୁ ଘରର ଯେଉଁ ସ୍ଥାନରେ ମଶା ହେଉଥିବେ । ସେହି ସ୍ଥାନରେ ନେଇ ଟଙ୍ଗାଇ ଦିଅନ୍ତୁ । ଦେଖିବେ ଆପଣଙ୍କ ଘରେ ଗୋଟିଏ ବି ମଶା କିଛି ସମୟ ପରେ ଦେଖିବାକୁ ମିଳିବେ ନାହିଁ । ଝୁଣା ଓ ପିଆଜର ମିଶ୍ରୀତ ଗନ୍ଧରେ ଘର ମଧ୍ୟରୁ ସବୁ ମଶା ଗୋଟି ଗୋଟି କରି ବାହାରକୁ ପଳାଇବେ।

ଯେତେବେଳେ ପିଆଜରୁ ଝୁଣା ସ୍ମେଲ ପଳାଇବ ପୁଣି ଥରେ ପିଆଜରେ ଝୁଣା ତେଲ ଲଗାଇ ଦିଅନ୍ତୁ ।



