ସ୍ୱାସ୍ଥ୍ୟ

ପ୍ରତିଦିନ କ୍ଷୀର ସହିତ ଖାଆନ୍ତୁ ଏହି ଖାଦ୍ୟ, ଶରୀର ସୁସ୍ଥ ରହିବା ସହିତ ବଢ଼ିବ ଯୌନ ଶକ୍ତି

ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ ସଠିକ୍ ଖାଦ୍ୟପେୟର ଅଭାବ ହେତୁ ମଣିଷ ଶରୀରରେ ଦୁର୍ବଳତା ଦେଖାଯିବାକୁ ଲାଗିଥାଏ। ଖାସ୍ କରି ପୁରୁଷମାନଙ୍କ କ୍ଷେତ୍ରରେ ଶାରୀରିକ ଦୁର୍ବଳତା ସହିତ ଏହା ସେମାନଙ୍କର ଯୌନ ଶକ୍ତିକୁ ମଧ୍ୟ ପ୍ରଭାବିତ କରିଥାଏ। ଯଦି ଆପଣ ନିଜର ଯୌନ ଶକ୍ତିକୁ ବଢାଇବା ପାଇଁ ଚାହୁଁଛନ୍ତି ତେବେ କ୍ଷୀର ଏବଂ ଶୁଖିଲା ଖଜୁରୀ ଖାଇ ପାରିବେ ଯାହାକି ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଥାଏ।

Dates

ସେହିଭଳି ଭାବରେ ଯଦି ଆପଣ ନିଜ ଶରୀରର ଓଜନ ବଢାଇବାକୁ କିମ୍ବା କମାଇବାକୁ ଚାହୁଁଛନ୍ତି। ତେବେ, କ୍ଷୀର ଏବଂ ଶୁଖିଲା ଖଜୁରୀ ଖାଇବା ଆରମ୍ଭ କରନ୍ତୁ।

କ୍ଷୀରରୁ ସର ବାହାର କରି ରାତିରେ ପିଇଲେ ଏହା ଓଜନ କମାଇବାରେ ସହାୟକ ହୋଇଥାଏ। ସେହିଭଳି ଭାବରେ ଏଥିରେ ପ୍ରଚୁର ମାତ୍ରାରେ ପ୍ରୋଟିନ ରହିଥିବାରୁ ଏହା ଓଜନ ବଢାଇବାରେ ମଧ୍ୟ ସହାୟକ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button