ସ୍ୱାସ୍ଥ୍ୟ

କର୍ପୁରର ଚମତ୍କାରୀ ଉପାୟ ନକରାତ୍ମକ ପ୍ରଭାବକୁ କରିଥାଏ ଦୂର

ଘର ହେଉଛି ଏକ ପବିତ୍ର ମନ୍ଦିର ପରି , ସେହି ମନ୍ଦିରକୁ ଯଦି କାହାର ନଜର ଲାଗିଯାଏ ତେବେ ଘର ପରିବାର ଭାଙ୍ଗିଯାଇଥାଏ , ସେଥିପାଇଁ ଆମେ ଘରକୁ ନକରାତ୍ମକ ପ୍ରଭାବରୁ ରକ୍ଷା କରିବା ପାଇଁ ବିଭିନ୍ନ ଉପାୟ ପାଳନ କରିଥାଉ , ହୋମ ଯଜ୍ଞ ଠାରୁ ଆରମ୍ଭ କରି ବିଭିନ୍ନ ପଦକ୍ଷେପ ନେଇଥାଉ , ତେବେ ଆଜି ଆମେ ଜାଣିବା କିଛି ଏପରି ପଦ୍ଧତି ଯାହା ଦ୍ଵାରା ଆମେ ନିଜ ଘରକୁ ନକରାତ୍ମକ ଦୃଷ୍ଟିରୁ ମୁକ୍ତି ମିଳିଥାଏ ,

ଯେଉଁ ଘରେ କର୍ପୁର ପ୍ରତିଦିନ ଜଳାଯାଏ ସେହି ଘରେ ପବନ ଶୁଦ୍ଧ ରହିଥାଏ | ପ୍ରଦୂଷିତ ବାୟୁ ଘରୁ ବାହାରି ବାୟୁମଣ୍ଡଳ ଶୁଦ୍ଧ ହୋଇଯାଏ | ସକାଳ ଏବଂ ସନ୍ଧ୍ୟାରେ କର୍ପୁର ଜାଳିବା ଦ୍ୱାରା ବାହ୍ୟ ନକାରାତ୍ମକ ଶକ୍ତି ଘରେ ପ୍ରବେଶ କରେ ନାହିଁ | ଯଜ୍ଞରେ ପୂଜାପାଠ ପ୍ରଣାଳୀରେ କର୍ପୁର ବ୍ୟବହାର ହେବାର ଏହା ହେଉଛି ଏକ କାରଣ |

ଯେଉଁ ଘରେ କର୍ପୁର ନିୟମିତ ଜଳାଯାଏ ସେହି ଘରେ ପବନ ପରିଷ୍କାର ରହିଥାଏ | ପ୍ରଦୂଷିତ ବାୟୁ ଘରୁ ବାହାରି ବାୟୁମଣ୍ଡଳ ଶୁଦ୍ଧ ହୋଇଯାଏ | ସକାଳ ଏବଂ ସନ୍ଧ୍ୟାରେ କର୍ପୁର ଜାଳିବା ଦ୍ୱାରା ବାହ୍ୟ ନକାରାତ୍ମକ ଶକ୍ତି ଘରେ ପ୍ରବେଶ କରେ ନାହିଁ | ଯଜ୍ଞରେ ପୂଜାପାଠ ପ୍ରଣାଳୀରେ କର୍ପୁର ବ୍ୟବହାର ହେବାର ଏହା ହେଉଛି ଏକ କାରଣ | କର୍ପୁର ଜାଳିବା ଦ୍ଵାରା ଜୀବାଣୁ, ମଶା ଇତ୍ୟାଦି ଘରେ ପ୍ରବେଶ କରନ୍ତି ନାହିଁ।


ଯଦି କର୍ପୁର ଜଳିବା ପରେ ଏହାର ଜ୍ୱଳନ୍ତ ସ୍ଥିର ରହିଥାଏ ଏବଂ ଧୂଆଁ ଆଦୈ ବାହାରକୁ ଆସେ ନାହିଁ, ତେବେ ବୁଝନ୍ତୁ ଯେ କୌଣସି ଦୃଷ୍ଟି ଶକ୍ତି ନାହିଁ |

ଯଦି କର୍ପୁର ଜଳାଯାଏ ଏହାର ନିଆଁ ସାମାନ୍ୟ ଗତି କରେ, ଧୂଆ କରେ ନାହିଁ, ତେବେ ଜାଣନ୍ତୁ ଘରେ ସାମାନ୍ୟ ଦୃଷ୍ଟି ରହିଥାଏ ,

ଯଦି ଜଳୁଥିବା କର୍ପୁରର ନିଆଁ ଏପଟେ ସେପଟେ ଗତି କରେ ଏବଂ ବାରମ୍ବାର ବାୟୁ ଏବଂ ଧୂଆଁ ମଧ୍ୟ ବାହାରକୁ ଆସେ, ତେବେ ଏହା ନିଶ୍ଚିତ ଭାବରେ ଏକ ନକରାତ୍ମକ ସଂକେତ ଦେଇଥାଏ ,

ଜଳୁଥିବା କର୍ପୁର ରୁ ପ୍ରବଳ ଧୂଆଁ ବାହାରିଥାଏ ଏବଂ ଯଦି ଏହାର ନିଆଁ ମଧ୍ୟ ଅସ୍ଥିର ଥାଏ, ତେବେ ବୁଝନ୍ତୁ ଯେ ନକରାତ୍ମକ ପ୍ରଭାବ ଆପଣଙ୍କ ଘରେ ରହିଛି |

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button