ମନୋରଞ୍ଜନ

ଲିଭ-ଇନ ରିଲେସନ ରେ ରହିବା ସମୟରେ ପ୍ରେଗନେଣ୍ଟ ହେଇ ଯାଇଥିଲେ Bollywood ର ଏହି 4 ହିରୋଇନ, ନମ୍ବର 4 ଙ୍କ ନାମ ଜାଣିଲେ ତ ଆପଣ ବିଶ୍ଵାସ ବି କରି ପାରିବେନି

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମହିଳାଙ୍କ ପାଇଁ ମା ହେବା ଏକ ସ୍ଵପ୍ନ ହୋଇଥାଏ । ଏଣିକି ସେମାନେ ଏକ ସାଧାରଣ ମହିଳା ହୋଇଥାନ୍ତୁ ବା କୌଣସି ଅଭିନେତ୍ରୀ । ସମସ୍ତ ମହିଳାଙ୍କ ମନରେ ମା ହେବାର ଇଛା ରହିଥାଏ ।

ସାଧାରଣତଃ ମହିଳା ମାନେ ବିବାହ କରିବା ପରେ ମା ହୋଇଥାନ୍ତି ଓ ଏପରି ମଧ୍ୟ କିଛି ମହିଳା ଅଛନ୍ତି ଯେଉଁ ମାନେ ବିବାହ ପୂର୍ବରୁ ମା ହୋଇଯାଇଥାନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ବଲିଉଡ ଇଣ୍ଡଷ୍ଟ୍ରିର ଏପରି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯେଉଁ ମାନେ ଲିଭିନ ରିଲେସନରେ ରହିବା ସମୟରେ ପ୍ରେଗନେଣ୍ଟ ହୋଇଯାଇଥିଲେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ସୁସ୍ମିତା ସେନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ ସୁସ୍ମିତା ସେନ । ସୁସ୍ମିତା ନିଜ ଲଭ ରିଲେସନ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ସୁସ୍ମିତା ନିଜ ବୟଫ୍ରେଣ୍ଡ ରୋମନ ସଲଙ୍କ ସହ ବହୁତ ସମୟ ହେବ ଲିଭିନ ରିଲେସନରେ ଅଛନ୍ତି । ବନ୍ଧୁଗଣ ସୁସ୍ମିତା ସେନଙ୍କର ଦୁଇଟି ଝିଅ ଅଛନ୍ତି ଯାହାଙ୍କୁ ସୁସ୍ମିତା ଆଡପ୍ଟ କରିଥିଲେ । ମିଡିଆ ରିପୋର୍ଟସ ଅନୁସାରେ ସୁସ୍ମିତା ନିଜ ବୟଫ୍ରେଣ୍ଡ ରୋମନ ସଲଙ୍କ ସହ ଲିଭିନରେ ରହୁଥିବା ବେଳେ ପ୍ରେଗନେଣ୍ଟ ହୋଇଯାଇଛନ୍ତି । ହେଲେ ସୁସ୍ମିତା ଏହା ବିଷୟରେ କୌଣସି ବୟାନ ଦେଇ ନାହାନ୍ତି ।

ଇଲିଆନା ଡି କୃଜ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଇଲିଆନା ଡି କୃଜ । ଇଲିଆନା ନିଜ ଅଭିନୟ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଇଲିଆନାଙ୍କ ବୟଫ୍ରେଣ୍ଡ ହେଉଛନ୍ତି ଅଣ୍ଡ୍ରେ ନିବୋନ । ଇଲିଆନା ନିଜ ବୟଫ୍ରେଣ୍ଡଙ୍କ ସହ ଲିଭିନ ରିଲେସନରେ ରହୁଥିବା ବେଳେ ପ୍ରେଗନେଣ୍ଟ ହୋଇଯାଇଛନ୍ତି । କେତେକ ଫଟୋରେ ଇଲିଆନାଙ୍କ ବେବି ବମ କ୍ଲିଅର ନଜର ଆସିଛି ।

ଏମି ଜେକସନ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଏମି ଜେକସନ । ଏମି ଏକ ସାଉଥ ଅଭିନେତ୍ରୀ ହେବା ସହ ଜଣେ ବଲିଉଡ ଅଭିନେତ୍ରୀ ମଧ୍ୟ ଅଟନ୍ତି । ଏମି ବହୁତ ସମୟ ହେବ ନିଜ ବୟଫ୍ରେଣ୍ଡ ଜର୍ଜଙ୍କ ସହ ଲିଭିନ ରିଲେସନରେ ରହୁଛନ୍ତି । ଗତ କିଛି ବର୍ଷ ପୂର୍ବରୁ ଏମି ଏକ ପୁଅକୁ ଜନ୍ମ କରିଥିଲେ । ସେହି ଛୁଆଟି ହେଉଛି ଜର୍ଜଙ୍କର ଓ ପ୍ରେଗନେଣ୍ଟ ହେବା ପରେ ଏହି ଦୁଇଜଣ ବିବାହ କରିଥିଲେ ।

ମାହି ଗିଲ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ମାହି ଗିଲ । ମାହି ଏକ ବ୍ୟକ୍ତିଙ୍କ ସହ ବହୁତ ସମୟ ପର୍ଯ୍ୟନ୍ତ ଲଭ ରିଲେସନରେ ଥିଲେ । ମାହିଙ୍କର ଗୋଟେ ଝିଅ ଅଛି ହେଲେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି । ମାହି ସେହି ଝିଅର ବାପା ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଖୁଲାସା କରିନାହାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button