ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଭଲ ସମୟ ଆସିବା ପୂର୍ବରୁ ମିଳିଥାଏ ଏହି 7 ସଙ୍କେତ, ବଦଳିଯାଏ ଜୀବନ…କଣ ଆପଣଙ୍କୁ ମିଳୁଛି ଏହି ସଙ୍କେତ ?

ଜନ୍ମ, ମୃତ୍ୟୁ, ସୁଖ, ଦୁଃଖ, ଏହି ସବୁ ଜୀବନର ଏକ ମହତ୍ଵ ପୂର୍ଣ୍ଣ ଅଙ୍ଗ ହୋଇଥାଏ । କେତେବେଳେ ଜୀବନରେ ସୁଖ ଆସି ଯାଇଥାଏ ତ ପୁଣି କେତେବେଳେ ଜୀବନରେ ଦୁଃଖ ମାଡି ଆସିଯାଇଥାଏ । ପ୍ରତ୍ଯେକ ମଣିଷ ର ଜୀବନରେ ସମୟ ସମୟ ରେ ସୁଖ ଦୁଖ ଲାଗି ରହିଥାଏ । ବନ୍ଧୁଗଣ ଆପଣ ନିଜ ଜୀବନରେ ମଧ୍ୟ କେତେ ଲୋକଙ୍କୁ ରଙ୍କ ରୁ ରାଜ ଓ ପୁଣି ରାଜା ରୁ ରଙ୍କ ହେବାର ଦେଖିଥିବେ ।
ସମୟ ସବୁବେଳେ ପରିବର୍ତ୍ତନ ହୋଇଯାଇଥାଏ । କେବେ କାହାପାଇଁ ସ୍ଥିର ହୋଇ ରହି ନଥାଏ । ବନ୍ଧୁଗଣ ପୁରାଣ ଅନୁସାରେ ଏକଦା ନାରଦ ମୁନି ବୈକୁଣ୍ଠ ରେ ଯାଇ ଭଗବାନ ଶ୍ରୀ ହରି ନାରାୟଣ ଙ୍କୁ ପଚାରିଲେ କିଛି ଏପରି ସଂକେତ ବିଷୟରେ ଯାହାଦ୍ୱାରା କୁ ମନୁଷ୍ୟ ଙ୍କୁ ନିଜର ଆସୁଥିବା ଭଲ ସମୟ ବିଷୟରେ ଜଣା ପଡିଥାଏ ।
ଏହା ଶୁଣି ଭଗବାନ ଉତ୍ତର ଦେଲେ କି ମନୁଷ୍ୟର ଭଲ ସମୟ ଆସିବା ପୂର୍ବରୁ ଭଗବାନ ସ୍ଵୟଂ ନିଜେ ମନୁଷ୍ୟ ମାନଙ୍କୁ କିଛି ବିଶେଷ ସଂକେତ ମାନ ଦେଇ ଦେଇଥାନ୍ତି । ବନ୍ଧୁଗଣ ପ୍ରଥମ ସଂକେତ ଟି ହେଉଛି । ବ୍ରହ୍ମମୁହୂର୍ତ୍ତ ରେ ଉଠିବା । ଦ୍ଵିତୀୟ ସଂକେତ ଟି ହେଉଛି ସବୁବେଳେ ମନ ପ୍ରସନ୍ନ ରହିବା । ପ୍ରଫୁଲ୍ଲିତ ହୋଇରହିବା ।
ତୃତୀୟ ସଂକେତ ଟି ହେଉଛି ଗହରକୁ ବାରମ୍ବାର ଗୋ ମାତା ଆସିବା, ଗହରେ ବିଲେଇ ଛୁଆ ଜନ୍ମ କରିବା, ହଟାତ ମାଙ୍କଡ ଆସି ଘରୁ କିଚିଉ ଉଠାଇ ନେଇଯିବା । ବା କୌଣସି ପକ୍ଷୀ ଆସି ଯଦି ଆପଣଙ୍କ ଘରେ ବସା ବାନ୍ଧି ଥାଏ ତେବେ ଏହା ମଧ୍ୟ ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ । ଚତୁର୍ଥ ସଂକେତ ଯଦି କୌଣସି ଛୋଟ ପିଲା ଆପଣ ଙ୍କ ଅଗଣା କୁ ଆସି ଖୁସି ରେ ଖେଳୁ ତାହେ ତେବେ ଏହାର ଅର୍ଥ ମଧ୍ୟ ଖୁବ ଭଲ ହୋଇଥାଏ । ପଞ୍ଚମ ସଂକେତ ଟି ହେଉଛି ହଟାତ ସବୁ ଡ଼ିଆଇଜି ରୁ ମଧ୍ୟ ଧନ ଆସିବା ଖୁବ ଭଲ ସଂକେତ ହୋଇଥାଏ ।
ଷଷ୍ଠ ସଂକେତ ଟି ହେଉଛି ପୂଜା ଥାଳି ରେ ଫୁଲ ଚନ୍ଦନ ପଡିବା । ବା ଈଶ୍ଵରଙ୍କ ମୂର୍ତ୍ତି ଆପଣଙ୍କୁ ଦେଖି ହସୁଥିବା ଭଳି ପ୍ରତୀତ ହେବା ଅତ୍ୟନ୍ତ ଶୁଭ ହୋଇଥାଏ । ତାହାଛଡା ହଟାତ ଘରେ ପ୍ରିୟା ଅତିଥି ଙ୍କ ଆସିବା ମଧ୍ୟ ଆପଣ ଙ୍କର ଭଲ ସମୟ ଆସିବାର ସୂଚନା ଦେଇଥାଏ । ସପ୍ତମ ସଂକେତ ଟି ହେଉଛି ସକାଳୁ ସକାଳୁ ଘରୁ କୌଣସି କାମରେ ବାହାରୁଥିବା ସମୟରେ ହଟାତ କୌଣସି ସାଧୁ କିମ୍ବା ଗୋ ମାତା ଙ୍କର ଦର୍ଶନ ହୋଇଯିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଏହି ସଂକେତ ମଧ୍ୟ ରୁ କିଛି ପ୍ରାପ୍ତ ହୋଇଥାଏ ।



