ମନୋରଞ୍ଜନ

ରାନୁ ମଣ୍ଡଳଙ୍କ ପରେ ଇଣ୍ଟର୍ନେଟରେ ଭାଇରାଲ ହେଲେ ଏହି ଉବର କ୍ୟାବ ଡ୍ରାଇଭର, ‘କୁମାର ସାନୁ’ଙ୍କ ଗୀତକୁ ଗାଇ ମଚାଇଲେ ଧମାଲ

ରେଲୱେ ଷ୍ଟେସନ ଉପରେ ଗୀତ ଗାଈ ନିଜ ପେଟ ପୋଷୁ ଥିବା ରାନୁ ମଣ୍ଡଲ ବର୍ତ୍ତମାନ କୌଣସି ପରିଚୟର ମୋହତାଜ ନୁହନ୍ତି । ସେ ବର୍ତ୍ତମାନ ସୋସିୟାଲ ମିଡିୟାର ଏକ ଷ୍ଟାର ହୋଇ ଯାଇ ଛନ୍ତି । ରାନୁ ମଣ୍ଡଲଙ୍କର ଆବାଜ ଶୁଣିବା ପାଇଁ ତାଙ୍କର ଫ୍ୟାନମାନେ ବହୁତ ଉତ୍ସୁକ ଅଛନ୍ତି । ଏହା ମଧ୍ୟରେ ରାନୁ ମଣ୍ଡଲଙ୍କ ଭଳି ଏକ ଉବର ଡ୍ରାଇଭର ର ଆବାଜ ବି ସୋସିୟାଲ ମିଡିୟାରେ ବହୁତ ଜଲ୍ଦି ଭାଇରାଲ ହେଉଛି ।

ଯାହାର ବହୁତ ପ୍ରଶଂସା ବି ହେଉଛି । ସମସ୍ତେ ତାଙ୍କର ଦିବାନ ହୋଇ ଯାଇଛନ୍ତି ଓ ବାରମ୍ବାର ଲୋକମାନେ ଉବର ଡ୍ରାଇଭର ର ଗୀତକୁ ଶୁଣୁ ଛନ୍ତି ।

କୁମାର ସାନୁଙ୍କର ଗୀତ ଗାଇ ହେଲେ ଫେମସ

ଯେଉଁ ଉବର ଡ୍ରାଇଭର ର କଥା ଆମେ କହୁଛୁ, ତାଙ୍କର ନାମ ବିନଦୋ ଅଟେ, ଯିଏକି ଲଖନଊର ନିବାସୀ ଅଟନ୍ତି । ଲଖନଊର କ୍ୟାବ ଡ୍ରାଇଭର କୁମାର ସାନୁଙ୍କର ଗୀତ ‘ନଜ଼ର କେ ସାମନେ ଜିଗର କେ ପାସ’ ଗାଇଥିବାର ଏକ ଭିଡିଓ ସୋସିୟାଲ ମିଡିୟାରେ ଭାଇରାଲ ହେଉଛି । ଏହି ଭିଡିଓକୁ ଦେଖି ଲୋକମାନେ ବିନୋଦର ପ୍ରଶଂସା ବି କରୁଛନ୍ତି ଓ ତାଙ୍କର ଗୀତକୁ ବି ପସନ୍ଦ କରୁଛନ୍ତି ।

ଏଠି ଶୁଣୁନ୍ତୁ ଉବର କ୍ୟାବ ଡ୍ରାଇଭର ଗୀତ

 

ସୋସିୟାଲ ମିଡିୟା ଉପରେ ଭାଇରାଲ ହୋଇଥିବା ଭିଡିଓକୁ ଆପଣ ଏଠି ଶୁଣି ପାରିବେ । ଏହି ଭିଡିଓକୁ ୱ ପ୍ରିଯାଂଶୁ ନାମକ ଏକ ଟ୍ୱିଟର ୟୁଜର ଶେୟାର କରିଛି । ଏହି ଭିଡିଓରେ ଆପଣ ଉବର କ୍ୟାବ ଡ୍ରାଇଭର ର ସୁନ୍ଦର ଆବାଜ ଶୁଣି ପାରିବେ ଓ ସେ ଧୀରେ ଧୀରେ ଫେମସ ବି ହେବାକୁ ଲାଗିଛନ୍ତି । ଲୋକମାନେ ଏହି ଭିଡିଓକୁ ଶେୟାର ଓ କମେନ୍ଟ ବି କରୁଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button