ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୯ ମାସ ଧରି ଗର୍ଭବତୀର ନାଟକ ! ନିଜ ସ୍ଵାମୀ ଓ ସାରା ଗ୍ରାମ ଆଗରେ କରୁଥିଲେ ଗର୍ଭବତୀର ମିଛ ଅଭିନୟ ! ପ୍ରସବ ଯନ୍ତ୍ରଣା ଅଭିନୟରେ ଲେବର ରୁମ୍ କୁ ମଧ୍ୟ ଯାଇଥିଲେ । ଶେଷରେ କହିଥିଲେ ମୋ ପିଲା ଚୋରୀ ହୋଇଗଲା ବୋଲି ! ତେବେ ହଁ ବନ୍ଧୁଗଣ ଏପରି ଖବର ଶୁଣି ଅବାକ ଲାଗୁଥିଲେ ମଧ୍ୟ ଏହା ହେଉଛି ଏକ ସତ୍ୟ ଘଟଣା ! କାରଣ ମାଲକାନାଗିରି ଜିଲ୍ଲାର ମାଥିଲି ଉପଖଣ୍ଡ ଚିକିତ୍ସାଳୟରୁ ଏପରି କିଛି ଖବର ଶୁଣିବାକୁ ମିଳିଛି । ତେବେ ଏକ ମହିଳାଙ୍କର ବିବାହ ହୋଇ ତାଙ୍କର ୨ ଟି ସନ୍ତାନ ମଧ୍ୟ ହୋଇଥିଲା । ତେବେ ୨ ଟି ସନ୍ତାନ ହୋଇଯିବା ପରେ ୨୦୧୭ ମସିହାରେ ମହିଳା ଜଣଙ୍କ ଫ୍ୟାମିଲି ପ୍ଲାନିଂ ଭଳି ଅସ୍ତ୍ରୋପଚାର ମଧ୍ୟ କରିଦେଇଥିଲେ । ତେବେ ଏପରି କିଛି ଦିନ ବିତିଯିବା ପରେ ମହିଳା ଜଣଙ୍କର ସ୍ଵାମୀ ଜଣଙ୍କ ମହିଳା ଜଣକୁ ଛାଡି ପଳାଇ ଥିଲେ । ତାପରେ ମହିଳା ଜଣଙ୍କ କିଛି ଦିନ ଏକାକୀ ରହିବା ପରେ ଅନ୍ୟ ଏକ ଯୁବକର ସଂସ୍ପର୍ଶକୁ ଆସିଥିଲେ । 79 साल की उम्र में भी मर्दाना ताकत 10 गुना कैसे बढ़ाएं? TANTRA MAX Redheads Really Hate Cold Weather? This Is The Answer Zestradar Nikki Haley’s Inappropriate Outfit Choice Stuns Viewers Buzz Day Beware Of The New Most Dangerous Dog Breed In The World Buzz Day ଯେଉଁଠାରେ ଉଭୟଙ୍କର ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ତାପରେ ଉଭୟ ବିବାହ ମଧ୍ୟ କରିଦେଇଥିଲେ । ତାପରେ ମହିଳା ଜଣଙ୍କ ଦିତୀୟ ବିବାହ କରିସାରିଲା ପରେ ଦିତୀୟ ସ୍ଵାମୀ ଜଣଙ୍କ ବାପା ହେବାକୁ ମନ ବଳାଇଥିଲେ । ଏହା ସହ ମହିଳାଙ୍କ ଠାରୁ ଏକ ସନ୍ତାନ ଆଶା କରିଥିଲେ । ତେବେ ମହିଳା ଜଣଙ୍କ ୯ ମାସ ଧରି ଗର୍ଭବତୀ ହେବାର ଭଲ ଅଭିନୟ କରିଥିଲେ । ହେଲେ ଯେହେତୁ ମହିଳା ଜଣଙ୍କ ଆଗରୁ ହିଁ ଫ୍ୟାମିଲି ପ୍ଳାନ କରିଦେଇଥିଲେ । अगर सोने से पहले 1 चम्मच पिएं, तो हफ्ते में 7 किलो वजन घटेगा। Slim Fit Nikki Haley’s Inappropriate Outfit Choice Stuns Viewers Buzz Day Redheads Really Hate Cold Weather? This Is The Answer Zestradar Women Who Have Mastered These Eight Skills Will Turn Heads Buzz Day ତେବେ ସେ ପ୍ରକୃତରେ ଗର୍ଭବତୀ ମଧ୍ୟ କିପରି ହୋଇପାରିବେ ? ତେବେ ଏକଥା କିନ୍ତୁ ନିଜର ଦିତୀୟ ସ୍ଵାମୀକୁ ମହିଳା ଜଣଙ୍କ ଜଣାଇନଥିଲେ । ତାପରେ ମିଛିମିଛିକା ଲେବର ଯନ୍ତ୍ରଣା ହେବାରୁ କହିକି ଡାକ୍ତରଖାନା ଆସିଥିଲେ । ତାପରେ ପେଟରେ ପିଲା ନଥିବାରୁ ମହିଳା ଜଣଙ୍କ ଡାକ୍ତରଖାନାରେ ମିଛରେ ଅଭିନୟ କରି କହିବାକୁ ଲାଗିଥିଲେ । ଏହି ଡାକ୍ତରଖଣାରେ ମୋର ପ୍ରସବ କରି ମୋର ଛୁଆକୁ ଚୋରୀ କରିନେଇଗଲେ । ତେବେ ମହିଳାଙ୍କର ଏହି ମିଛ ଅଭିନୟକୁ ଡାକ୍ତରଖାନାର ଡାକ୍ତର ଜାଣିଦେଲେ । ଯେପରି ମହିଳା ଜଣଙ୍କ ସର୍ବ ସମ୍ମୁଖରେ ଭୟଭୀତ ହୋଇ ସବୁ ସତ କଥା ମୁହଁ ଖୋଲି କହିଦେଇଥିଲେ ।

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଆ ଚଳଚିତ୍ର ଦୁନିଆରେ ବହୁ କଳାକାର ମାନଙ୍କ ଚେହେରା ଆମେ ଦେଖିବାକୁ ପାଇଛୁ । ଯେଉଁମାନେ କି ପରଦା ଉପରେ ତାଙ୍କ ଅଭିନୟ ମାଧ୍ୟମରେ ଆମକୁ ହସାଇଛନ୍ତି ଓ କନ୍ଦାଇଛନ୍ତି । ସେଥିମଧ୍ୟରୁ କିଛି କିଛି ଆମ ଅତି ପରିଚିତ ତଥା ଫେଭେରେଟ ଆକ୍ଟର ମଧ୍ୟ ହୋଇଯାଇଥିଲେ । ଯାହାଙ୍କ ଫିଲ୍ମ ପ୍ରେକ୍ଷାଳୟରେ ପଡୁ କି ଟିଭିରେ ଦେଉ । ସମସ୍ତେ ସେହି ଫିଲ୍ମକୁ ଦେଖିବା ସହ ନିଜ ପସନ୍ଦର କଳାକାର ମାନଙ୍କ ଅଭିନୟ ଦ୍ଵାରା ନିଜର ମନୋରଞ୍ଜନ କରିଥାନ୍ତି ।

ହେଲେ ସେଥିମଧ୍ୟରୁ ଏପରି ବହୁ ଚିହ୍ନା ମୁହଁ ଆଉ ଆମେ ନୂଆ ଫିଲ୍ମରେ ଦେଖିବାକୁ ପାଇବୁ ନାହିଁ । କାରଣ ସେମାନଙ୍କର ବିୟୋଗ ଘଟିଯାଇଛି । ତେବେ ଯେପରି ବରିଷ୍ଠ କଳାକାର ବିଜୟ ମହାନ୍ତି । ଓଡିଆର ବହୁ ଚଳଚିତ୍ରରେ ବିଭିନ୍ନ ଚରିତ୍ରରେ ତାଙ୍କୁ ଆମେ ଦେଖିବାକୁ ପାଇଛୁ । ତେବେ ୧୯୫୦ ଏପ୍ରିଲ ୮ ରେ ଜନ୍ମ ହୋଇ ୨୦୨୦ ଜୁଲାଇ ୨୦ ରେ ତାଙ୍କର ବିୟୋଗ ଘଟି ଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା ।
ସେହିପରି ଭର୍ସାଟାଇଲ କଳାକାର ମିହିର ଦାସ । ଜିଏକି ସବୁ ପ୍ରକାର ଚଳଚିତ୍ରରେ ନିଜର ନିଖୁଣ ଅଭିନୟ ଦ୍ଵାରା ଲୋକଙ୍କ ମନରେ ନିଜ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ବନାଇ ପଡ଼ିଥିଲେ । ଯାହାଙ୍କ ଜନ୍ମ ୬୨ ବର୍ଷ ବୟସରେ ୧୯୫୯ ଫେବୃଆରି ୧୧ ତାରିଖରେ ହୋଇ ମୃ-ତ୍ୟୁ ୨୦୨୨ ଜାନୁଆରୀ ୧୧ ତାରିଖରେ ହୋଇଥିଲା । ତାପରେ ଖଳନାୟକ ଭୂମିକାରେ ଲୋକଙ୍କ ମନରେ ଭୟ ନେଇ ଆସୁଥିବା ଜଣେ ଲୋକପ୍ରିୟ କଳାକାର ହେଉଛନ୍ତି ହର ପଟ୍ଟନାୟକ । ଜିଏକି ୧୯୫୮ ଅକ୍ଟୋବର ୧୨ ରେ ଜନ୍ମ ହୋଇ ୫୭ ବର୍ଷ ବୟସରେ ୨୦୧୫ ଜାନୁଆରୀ ୧୩ ତାରିଖରେ ତାଙ୍କର ଦେହାନ୍ତ ଗତି ଥିଲା ।

ତାପରେ ଖଳନାୟକ ଚରିତ୍ରରେ ଆସି ସମସ୍ତଙ୍କର ମନ ମୋହିତ କରୁଥିବା ଆଉ ଜଣେ ଖଳନାୟକ ହେଉଛନ୍ତି ରାଈମୋହନ ପରିଡା । ଜିଏକି ୧୯୬୩ ଜୁଲାଇ ୧୦ରେ ଜନ୍ମ ହୋଇ ୫୯ ବର୍ଷ ବୟସରେ ୨୦୨୨ ଜୁନ ୨୪ ତରୁଇଖରେ ତାଙ୍କର ବିୟୋଗ ଘଟିଥିଲା । ତାପରେ ଖଳନାୟକ ଚରିତ୍ର କରିବା ସହ ବାପା ଅଭିନୟରେ ଯିଏ ନିଜର ଅଭିନୟକୁ ପୁରା ଜୀବନ୍ତ ଭାବେ ପଦର୍ଶନ କରୁଥିଲେ ।
ସେ ହେଉଛନ୍ତି କଳାକାର ମୀନକେତନ ଦାସ । ଜିଏକି ୧୯୬୧ ସେପ୍ଟେମ୍ବର ୭ ରେ ଜନ୍ମ ହୋଇ ୫୬ ବର୍ଷ ବୟସରେ ୨୦୧୭ ଜୁନ ୩ ତାରିଖରେ ତାଙ୍କର ବିୟୋଗ ଘଟିଥିଲା । ସେହିପରି ଅଭିନେତ୍ରୀ ଅନିତା ଦାସ ୧୯୫୩ ମସିହାରେ ଜନ୍ମ ହୋଇ ୬୫ ବର୍ଷ ବୟସରେ ୨୦୧୮ ମସିହାରେ ମୃ-ତ୍ୟୁ ବରଣ କରିଥିଲେ । ତେବେ ସେହିପରି ଅଜିତ ଦାସ, ଦେବୁ ବୋଷ, ଦୁଃଖୀରାମ ସ୍ଵାଇଁ, ସଲିଳ ମିଶ୍ର ଏହିପରି ବହୁ କଳାକାର ମାନେ ଅଛନ୍ତି ।

ଜିଏକି ଆମ ଗହଣରେ ଯଦିଓ ନାହାନ୍ତି । ହେଲେ ନିଜ ଅଭିନୟ ପାଇଁ ସେ ସବୁବେଳେ ଆମ ନିକଟରେ ଅମର ହୋଇ ରହିଛନ୍ତି ।



