ଓଡିଶା

ଦୀର୍ଘ ଦୁଇ ମାସର ବ୍ଯବଧାନ ପରେ ଆଜି ରାଜଧାନୀରେ ଗଡ଼ିଲା ଅଟୋ

ଦୀର୍ଘ ଦୁଇ ମାସର ବ୍ଯବଧାନ ପରେ ଆଜି ରାଜଧାନୀରେ ଗଡ଼ିଲା ଅଟୋ । ଏତେ ଦିନ ଧରି ହାତବାନ୍ଧି ଘରେ ବସିବା ପରେ ଆଜିଠୁ ରାସ୍ତାକୁ ଉଲାଇଛନ୍ତି  ଅଟୋ ଚାଳକ। ସେଥିପାଇଁ ସକାଳୁ ରାସ୍ତା ଘାଟ ପୂର୍ବ ଅପେକ୍ଷା ଅଧିକ ଗହଳି ଚହଳ ଦେଖିବାକୁ ମିଳିଛି । ଯାତାୟତ କରିବାରେ ଅଟୋ ଉପରେ ବିଶେଷ ଭାବେ ନିର୍ଭର କରିଥାନ୍ତି ଲୋକେ ।

ଅପରପକ୍ଷେ ଗୋଟିଏ ଅଟୋରେ ଦୁଇଜଣ ଯାତ୍ରୀ ନବା ସମ୍ଭବ ନୁହଁ, ଏଥିରେ ସେମାନଙ୍କ କିଛି ଲାଭ ହେବ ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି । ସେହିଭଳି ଷ୍ଟେସନ ପାଖରେ ଅଟୋ ଚଳାଇବା ବିପଦ ଥିବା ସେମାନେ ଅଭିଯୋଗ କରିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button